ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ତଥା ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ସୁଭଦ୍ରାର ଯୋଜନା ଆରମ୍ଭ କରିଛନ୍ତି। ଏହି ସୁଭଦ୍ରା ପାଇଁ ଟୋଲ୍‌ ଫ୍ରି ନମ୍ବର ଜାରି କଲେ ରାଜ୍ୟ ସରକାର । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଯୋଜନାର ଟୋଲ୍‌ ଫ୍ରି ନମ୍ବର ଜାରି ହୋଇଛି । ଜାରି ହୋଇଥିବା ଟୋଲ୍‌ ଫ୍ରି ନମ୍ବର ହେଉଛି ୧୪୬୭୮ । ଏହା ନମ୍ବର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ଏହି ସମୟ ମଧ୍ୟରେ ଯେକେହି ଫୋନ୍‌ କରି ସୁଭଦ୍ରା ତଥ୍ୟ ପାଇପାରିବେ ।

Leave a Reply

Your email address will not be published. Required fields are marked *