Tag: women’s 10m air rifle team

Asian Games 2026: ଏସୀୟ କ୍ରୀଡ଼ା ୨୦୨୬: ସୁଟିଂରେ ରୌପ୍ୟ ପଦକ ସହ ପଦକ ଖାତା ଖୋଲିଲା ଭାରତ

ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ଆଥଲେଟଙ୍କ ଦମ୍ଦାର ପ୍ରଦର୍ଶନ ଜାରି ରହିଛି। କ୍ରୀଡ଼ାର ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ସୁଟିଂ ଇଭେଣ୍ଟରୁ ଭାରତ ପାଇଁ ଆସିଛି ପ୍ରଥମ ସଫଳତା। ୧୦ ମିଟର ଏୟାର ରାଇଫଲ୍ ମହିଳା ଟିମ୍ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି…