ତାଜା ଖବର ରାଜ୍ୟ ରାଜ୍ୟରେ ଆଗାମୀ ୫ ଦିନ ଯାଏ ଲାଗି ରହିବ କାଳବୈଶାଖୀର ପ୍ରଭାବ May 20, 2024 Papirani ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ବର୍ଷା ଲାଗି ରହିବ । ଏଥିସହ ଦିନର ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୨, ୨୩ ଓ ୨୪…
ତାଜା ଖବର ରାଜ୍ୟ ଚଳିତ ବର୍ଷ ଆଗୁଆ ଆସିପାରେ ମୌସୁମୀ May 13, 2024 Papirani ଭୁବନେଶ୍ବର: ଚଳିତ ଥର ମୌସୁମୀ ବର୍ଷା ସ୍ୱାଭାବିକ ସମୟ ପୂର୍ବରୁ ଆସିବାକୁ ଯାଉଛି। ମାସ ଶେଷରେ ଏକ ଘୂର୍ଣ୍ଣିବଳୟ ଥିବା ବେଳେ ଆଗୁଆ ଆସିପାରେ ମୌସୁମୀ। ଏନେଇ ପାଣିପାଗ ବିଶେଷଜ୍ଞ କରିଛନ୍ତି ଆକଳନ। ଆସନ୍ତା ୨୧ ତାରିଖ ବେଳକୁ ପୋର୍ଟବ୍ଲେୟାର ନିକଟ…
ରାଜ୍ୟ ୨୪ ଘଣ୍ଟା ପାଇଁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି April 22, 2024 Nirvay ରାଜ୍ୟରେ ୧୫ ଜିଲ୍ଲାକୁ ପାଣିପାଗ ବିଭାଗର ହିଟ୍ୱେଭ୍ ସତର୍କତା ଜାରି କରାଯାଇଛି। ୧୫ ଜିଲ୍ଲା ମଧ୍ୟରୁ ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ସମ୍ବଲପୁର, ବୌଦ୍ଧ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ନୂଆପଡ଼ା, ନବରଙ୍ଗପୁର ଓ ବଲାଙ୍ଗିରକୁ ହିଟ୍ୱେଭ୍ ୱାର୍ଣ୍ଣିଂ…
ରାଜ୍ୟ ରାଜ୍ୟରେ ଅସହ୍ଯ ତାତି: ଜଳୁଛି ଓଡ଼ିଶା April 18, 2024 Nirvay ଭୁବନେଶ୍ବର: ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ଟା ୩୦ ସୁଦ୍ଧା ୪୦ ଡିଗ୍ରୀ…
ରାଜ୍ୟ ତାତି କରୁଛି କଲବଲ; ରାଜଧାନୀ ଭୁବନେଶ୍ୱର ଉତ୍ତପ୍ତ ସହର April 15, 2024 Nirvay ଭୁବନେଶ୍ୱର: ଆଜି ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି ସାରା ରାଜ୍ୟରେ। ସକାଳ ସାଢ଼େ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୨.୬ ରହିଛି। ୮ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ…
ରାଜ୍ୟ ଏପ୍ରିଲ ୧୫ରୁ ଆରମ୍ଭ ହେବ ଗ୍ରୀଷ୍ମ ଲହରୀ April 12, 2024 Nirvay ଆଜିଠାରୁ ରାଜ୍ୟରେ ପାଗରେ ପରବର୍ତ୍ତନ ହେବା ସହିତ ଧୀରେଧୀରେ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୬-୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଏହାଫଳରେ ରାଜ୍ୟରେ ପୁଣି ଥରେ ତାପମାତ୍ରା ୪୦…