Tag: Wayanad

ମିଳୁନି ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ତା; ଡିଏନ୍‌ଏ ସାମ୍ପଲ ଦେଲେ ଭଉଣୀ ସୋମାଲି

କେରଳ ୱାୟନାଡ଼ ଭୂସ୍ଖଳନରେ ନିଖୋଜ ଓଡ଼ିଆ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ଏଯାଏଁ କୌଣସି ପତ୍ତା ମିଳିନାହିଁ । ଡାକ୍ତର ସ୍ୱାଧୀନଙ୍କୁ ଖୋଜିବା ପାଇଁ ଆଜି ଡିଏନ୍ଏ ଟେଷ୍ଟ ପାଇଁ ନମୁନା ଦେଇଛନ୍ତି ତାଙ୍କ ଭଉଣୀ ସୋମାଲି । ଏହି ଡିଏନ୍‌ଏ ଟେଷ୍ଟ…

ଉଦ୍ଧାରକାରୀ ଟିମକୁ ସାହାଯ୍ୟ କରିବାକୁ ଓଡ଼ିଶାରୁ ୱାଏନାଡ ଗଲା ସନ୍ଧାନୀ କୁକୁର ‘ଷ୍ଟର୍ମ’

ଭୂସ୍ଖଳନର ୬ ଦିନ ପରେ ବି ସୁଧୁରୁନି କେରଳର ୱାଏନାଡ ସ୍ଥିତି। ଆଜି ବି ମାଟିତଳୁ ମିଳୁଛି ଶବ। ଅନବରତ କାର୍ଯ୍ୟ କରୁଛନ୍ତି ଉଦ୍ଧାରକାରୀ ଦଳ। ତେବେ ଉଦ୍ଧାରକାରୀ ଟିମକୁ ସହଯୋଗ କରିବାକୁ ଓଡ଼ିଶାରୁ ୱାଏନାଡ ଗଲା ସନ୍ଧାନୀ କୁକୁର ‘ଷ୍ଟର୍ମ’।…

ୱାୟନାଡରେ ଭାରତୀୟ ବାୟୁସେନା ଦ୍ବାରା ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି

କେରଳର ୱାୟନାଡ ଠାରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନକୁ ଦୃଷ୍ଟିରେ ରଖ୍ ଭାରତୀୟ ବାୟୁସେନା (ଆଇଏଏଫ) ପ୍ରଥମ ସହାୟକ ଭାବରେ ଏନଡିଆରଏଫ ଏବଂ ରାଜ୍ୟ ପ୍ରଶାସନ ଭଳି ଅନ୍ୟାନ୍ୟ ଏଜେନ୍ସି ସହ ସମନ୍ୱୟ ରକ୍ଷା କରି ଜୁଲାଇ ୨୪ ସକାଳୁ ଉଦ୍ଧାର ଏବଂ…

ୱାଏନାଡ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୨୫୦ରୁ ଅଧିକ: ୧୯୦ରୁ ଅଧିକ ନିଖୋଜ

କେରଳ ୱାଏନାଡ ଭୂସ୍ଖଳନ ଘଟଣାରେ ମୃତକଙ୍କ ସଂଖ୍ୟା ୨୫୦ରୁ ଅଧିକକୁ ବୃଦ୍ଧିପାଇଛି । କେବଳ ଚେଲିୟାର ନଦୀରୁ ଏପର୍ଯ୍ୟନ୍ତ ୮୦ରୁ ଅଧକ ଶବ ମିଳିଲାଣି । ଏବେ ବି ୧୯୦ରୁ ଅଧିକ ଲୋକେ ନିଖୋଜ ଅଛନ୍ତି। ସର୍ଚ୍ଚ ଅପରେସନ ଜୋରାଦାର ଚାଲିଛି…

ୱାଏନାଡ଼ ସ୍ଥିତି ଭୟଙ୍କର: ୨୦୦ ଛୁଇଁଲାଣି ମୃତ୍ୟୁସଂଖ୍ୟା

କେରଳର ୱାଏନାଡ଼ରେ ପ୍ରକୃତି ରଚିଛି ତାଣ୍ଡବ ଲୀଳା। ପଥର ଖଣ୍ଡ ତଳ ହେଉ କି କାଦୁଅ ଭର୍ତ୍ତି ମାଟି, ଖୋଜିଲେ ଉଦ୍ଧାରକର୍ମୀଙ୍କୁ ମାଳ ମାଳ ମୃତଦେହ ମିଳୁଛି । କେଉଁଠି ସନ୍ଧାନୀ କୁକୁର ସହାୟତାରେ ଜୀବନ ଖୋଜା ଚାଲିଛି, ତ ପୁଣି…

ମୃତକ ଓ ନିଖୋଜଙ୍କ ପରିବାରର ସହାୟତା ପାଇଁ ୱାୟନାଡ଼ ଗଲେ ଦୁଇ ଓଡ଼ିଆ ଅଧିକାରୀ

କେରଳର ଭୂସ୍ଖଳନରେ ଓଡ଼ିଆ ଡାକ୍ତର ମୃତକ ଓ ନିଖୋଜଙ୍କ ପରିବାରକୁ ସହାୟତା ପାଇଁ ୱାୟନାଡ଼ ଗଲେ ଦୁଇ ଓଡ଼ିଆ ଅଧିକାରୀ । ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଜଣେ ଡାକ୍ତରଙ୍କୁ ୱାୟନାଡ଼କୁ ପଠାଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା…

ୱାଏନାଡ଼ ଭୂସ୍ଖଳନ: ୨ ଓଡ଼ିଆ ଡାକ୍ତରଙ୍କୁ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ

କେରଳର ୱାଏନାଡ଼ରେ ଭୟଙ୍କର ଭୂସ୍ଖଳନ ତାଣ୍ଡବ ରଚିଥିବା ବେଳେ ଏଥିରେ ନିଖୋଜ ଅଛନ୍ତି ଦୁଇ ଜଣ ଓଡ଼ିଆ ଡାକ୍ତର । ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନାର ଓ ଡାକ୍ତର ସ୍ୱାଧୀନ ପଣ୍ଡା । ଉଭୟ…

ୱାଏନାଡ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୫୬କୁ ବୃଦ୍ଧି

କେରଳରେ ପ୍ରକୃତିର ତାଣ୍ଡବ। ୱାଏନାଡର ମେପାଡ଼ି ପାହାଡ଼ ଅଞ୍ଚଳରେ ହୋଇଥିବା ଭୂସ୍ଖଳନର ମୃତ୍ୟୁ ସଂଖ୍ୟା ୧୫୬ ଟପିଛି। ଶତାଧିକ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବାରୁ ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ୱାଏନାଡର ମେପାଡ଼ି ପାହାଡ଼ିଆ…

ୱାଏନାଡ଼ ଭୂସ୍ଖଳନକୁ ଭୟଙ୍କର କହିଲେ କେରଳ ମୁଖ୍ୟମନ୍ତ୍ରୀ

କେରଳର ୱାଏନାଡ଼ରେ ଭୂସ୍ଖଳନ ପରେ ସୃଷ୍ଟି ହୋଇଥିବା ଜଳପ୍ରଳୟ ସବୁ କିଛି ଛାରଖାର କରି ଦେଇଛି। ଜିଲ୍ଲାର ପାହାଡ଼ି ଅଞ୍ଚଳ ମେପ୍ପାଡିରେ ମୃତ୍ୟୁର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏସବୁ ଭିତରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଘଟଣାକୁ ନେଇ ଭୟଙ୍କର…