Tag: Vigilance Raid

Rayagada Asst Engineer in Vigilance Net: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା କୋଲନରା ବ୍ଲକ୍‌ RWSS ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସହକାରୀ ଯନ୍ତ୍ରୀଙ୍କ ଗଞ୍ଜାମ ଓ…

Amin Arrested For Taking Bribe: ଭିଜିଲାନ୍ସ ଜାଲରେ ତହସିଲ୍‌ ଅମିନ

ଭିଜିଲାନ୍ସ ଜାଲରେ ବଲାଙ୍ଗିରର ବଙ୍ଗୋମୁଣ୍ଡା ତହସିଲ୍‌ ଅମିନ ।ଲାଞ୍ଚ ନେବା ପଡିଲା ମହଙ୍ଗା । ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଅମିନ ନିର୍ମଳେନ୍ଦୁ କବି ଗିରଫ। ଜମି ପଟ୍ଟା କରାଇ ଦେବାକୁ ମାଗିଥିଲେ ଲାଞ୍ଚ। ଟଙ୍କା ନେବା ସମୟରେ…

Vigilance Nabs Jharsuguda Health Official: ଭିଜିଲାନ୍ସ ଜାଲରେ ସେକ୍ସନ୍ ଅଫିସର

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେକ୍ସନ୍ ଅଫିସର । ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ଝାରସୁଗୁଡ଼ାର ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମ୍ ଏବଂ ପିଏଚ୍ଓ)ଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ଅନିତ୍ କୁମାର ଗୁରୁଙ୍କୁ ୨୫୦୦…

Vigilance Raid: ବନ ଅଧିକାରୀଙ୍କ ଗାଡ଼ିରୁ ମିଳିଲା ଲକ୍ଷାଧିକ ଟଙ୍କା

ବନ ଅଧିକାରୀଙ୍କ ଗାଡ଼ିରୁ ମିଳିଲା ଲକ୍ଷାଧିକ ଟଙ୍କା । ୨ ଲକ୍ଷ ୩୩ ହଜାର ଟଙ୍କା ସହ ଧରାପଡ଼ିଲେ ଗୁଡ଼ାରୀ ରେଞ୍ଜର । ଗୁଡ଼ାରୀ ରେଞ୍ଜର ସୁକୁମାର ଡୁଖୁଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ସୂଚନା ଯୋଗ୍ୟ; ରେଞ୍ଜର ବନ ଅଧିକାରୀ…

Vigilance raids residence of Additional Chief Engineer: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଏକକାଳୀନ ୬ଟି ସ୍ଥାନରେ ଏକକାଳୀନ ରେଡ୍‌ କରୁଛି…

Odisha Vigilance Nabs Sub Treasury Officer: ଭିଜିଲାନ୍ସ ଜାଲରେ ସବ-ଟ୍ରେଜେରୀ ବରିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସବ-ଟ୍ରେଜେରୀ ଅଫିସ୍‌ର ବରିଷ୍ଠ କିରାଣୀ ସରୋଜ କୁମାର ସାହୁ । ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଇଥିଲେ ସରୋଜ…

Vigilance Nabs RI: ଭିଜିଲାନ୍ସ ଜାଲରେ ମଙ୍ଗରାଜପୁର ଆରଆଇ ରାଜାରାମ ବାନ୍ଦ୍ରା

ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ ମଙ୍ଗରାଜପୁରର ରାଜସ୍ୱ ନିରୀକ୍ଷକ ରାଜାରାମ ବାନ୍ଦ୍ରା । ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି ସରକାରୀ ବାବୁ। ଜଣେ ଜମି ମାଲିକଙ୍କଠାରୁ ୩୦,୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଗିରଫ…

Vigilance Nabs Auditor: ଭିଜିଲାନ୍ସ ଜାଲରେ ଅଡ଼ିଟର୍‌ ଅମ୍ବିକା ପ୍ରସାଦ ରଥ

ଲାଞ୍ଚ ନେଇ ବନ୍ଧା ହେଲେ ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଫିସ୍ ଅଡିଟର ଅମ୍ବିକା ପ୍ରସାଦ ରଥ । ୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କିରିଛି । ଖୋର୍ଦ୍ଧାର ଏକ ଡିଗ୍ରୀ କଲେଜର ଜଣେ…

Odisha Vigilance Raid: ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲ୍‌ଦାର

ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍‌ଦାର ।ତହସିଲ୍‌ଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡାର ୭ଟି…

Vigilance Raid: ଭିଜିଲାନ୍ସ ଜାଲରେ କେରଡ଼ାଗଡ଼ ଆରଆଇ

ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ। କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡ଼ ସର୍କଲ ରାଜସ୍ୱ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ରାଜନଗର ତହସିଲ୍ ଅଫିସ୍ ଆଗରୁ ଧରିଲା ଭିଜିଲାନ୍ସ । ପଟ୍ଟା ସଂଶୋଧନ ପାଇଁ ୧୦…