ତାଜା ଖବର ବ୍ୟବସାୟ ରାଜ୍ୟ Odisha UAE Investment Outreach: ଦୁବଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶିଳ୍ପପତିଙ୍କ ସହ ଆଲୋଚନା: ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ September 10, 2026 Papirani ଓଡ଼ିଶାରେ ବୈଦେଶିକ ନିବେଶକୁ ଉତ୍ସାହିତ କରିବା ଏବଂ ରାଜ୍ୟର ଶିଳ୍ପ କ୍ଷେତ୍ରକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତ ଅବସରରେ ଦୁବଇଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ସେଠାରେ ବିଭିନ୍ନ ପ୍ରମୁଖ ଶିଳ୍ପପ୍ରତିନିଧିଙ୍କ…