Tag: Student sucide case

୧୧ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ ମୃତ ନେପାଳୀଛାତ୍ରୀ: ଉଚ୍ଚଶିକ୍ଷା ମନ୍ତ୍ରୀ

ଆଜି ବିଧାନସଭା ଗୃହରେ ଉଠିଲା କିଟ୍‌ରେ ନେପାଳୀଛାତ୍ରୀଙ୍କ ହତ୍ୟା ମାମଲା। କିଟ୍‌ କାଣ୍ଡ ନେଇ ବିଧାନସଭାରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି ୧୧ ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ ମୃତ ଛାତ୍ରୀ । ୨୦୨୪ ମାର୍ଚ୍ଚ…

କିଟ୍ ମାମଲା: ଆଉ ୩ ଜଣଙ୍କୁ ଉଚ୍ଚସ୍ତରୀୟ କମିଟି ଆଗରେ ହାଜିର ପାଇଁ ଜାରି ହେଲା ନୋଟିସ୍‌

କିଟ୍ ବିଶ୍ଵବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ କମିଟି ତଦନ୍ତ ଜାରି ରଖିଥିବା ବେଳେ ଆଉ ୩ ଜଣଙ୍କୁ ନୋଟିସ୍ ଜାରି ହୋଇଛି । ଆଜି ପଚରାଉଚୁରା ପାଇଁ ଆଉ ୩ ଜଣ ବରିଷ୍ଠ ଅଧିକାରୀ ଓ କିଟ୍‌ର ୩…

କିଟ୍ ଛାତ୍ରୀ ମୃତ୍ୟୁକୁ ନେଇ ଏନଏଚଆରସିଙ୍କ ତଦନ୍ତ ନିର୍ଦ୍ଦେଶ

କିଟ୍ ବିଶ୍ୱ ବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବ ଅଧିକାର ଆୟୋଗ(ଏନଏଚଆରସି) ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏକ ଟିମ ଗଠନ କରି କିଟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଡିଜି ଇନଭେଷ୍ଟିଗେସନଙ୍କୁ…

କିଟ୍‌ ଛାତ୍ରୀଙ୍କ ମୃତ୍ୟୁ ମାମଲା: ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ହାଇଲେବୁଲ୍‌ କମିଟି ଆଗରେ ହାଜର ନିର୍ଦ୍ଦେଶ

କିଟ୍‌ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଏବେ ରାଜ୍ୟ ସମେତ ଅନ୍ତର୍ଜାତୀୟ ସ୍ତରରେ ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାକୁ ନେଇ ଆକ୍ସନ ମୋଡରେ ରହିଛନ୍ତି ରାଜ୍ୟ ସରକାର । ଏହି ଘଟଣା ପାଇଁ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ…

କିଟ୍‌ ଛାତ୍ରୀ ଆତ୍ମହତ୍ୟା ମାମଲା: ଲୋୟର ପିଏମ୍‌ଜିରେ ଏବିଭିପିର ବିକ୍ଷୋଭ

ଭୁବନେଶ୍ୱର କିଟ୍ କ୍ୟାମ୍ପସରେ ଚାଲିଥିବା ଛାତ୍ର ଅଶାନ୍ତି ଏବେ ଜାରି ରହିଥିବା ବେଳେ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି ଏବିଭିପି । କିଟ୍‌ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଏବିଭିପି। କିଟ୍‌ରେ ନେପାଳି ଛାତ୍ରଙ୍କୁ ମାଡ଼ର ନିରପେକ୍ଷ…

କିଟରେ ଛାତ୍ରୀ ମୃତ୍ୟୁ ମାମଲା: ନେପାଳ କାଉନସେଲରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା କିଟ୍‌ରେ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେପାଳୀ ସହ କଥା ହେଇଥିବା ଜଣାପଡିଛି । ନେପାଳ କାଉନସେଲର ସଞ୍ଜୀବ ଦାସଶର୍ମା ଓ ନବୀନରାଜ ଅଧିକାରୀଙ୍କ ସହ…

ଛାତ୍ରୀ ଆତ୍ମହତ୍ୟା: ନେପାଳୀ ଛାତ୍ରଛାତ୍ରୀଙ୍କୁ ତଡି଼ଲା କିଟ୍; ଅଭିଯୁକ୍ତ ଛାତ୍ର ଗିରଫ

ଗତକାଲି କିଟ୍ କଲେଜର ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଅଶାନ୍ତ ହୋଇପଡିଛି କଲେଜ କ୍ୟାମ୍ପସ । ନ୍ୟାୟ ଦାବିରେ କଲେଜ କ୍ୟାମ୍ପସରେ ଭଙ୍ଗାରୁଜା କରିବା ସହ ରାଜରାସ୍ତାକୁ ଓହ୍ଳାଇଛନ୍ତି ଛାତ୍ରଛାତ୍ରୀ । ତେବେ ଏହି ଘଟଣାରେ ଦେଖାଯାଇଥିବା ଉତ୍ତେଜନା ପରେ ଯଥାଶୀଘ୍ର…