Tag: State governments

‎ଭରତପୁର ଥାନା ମାମଲା: କୋର୍ଟରେ ତଥ୍ୟ ଦାଖଲ କଲେ ରାଜ୍ୟ ସରକାର

ଭରତପୁର ଥାନା ମାମଲାରେ ଆଜି ହାଇକୋର୍ଟରେ ତଥ୍ୟ ଦାଖଲ କରିଛନ୍ତି ସରକାର । ଥାନାରେ ସେନା ଅଧିକାରୀଙ୍କ ବ୍ୟବହାର ନେଇ ଏସଓପି ଅଣାଯାଇଛି । ମାମଲାର ତଦନ୍ତ ଚାଲିଛି, ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ । ଥାନାରେ ସିସିଟିଭି ନେଇ ଏଡିଜି…

ମହିଳା କମିଶନ ଅଧ୍ୟକ୍ଷ ପଦରୁ ହଟିଲେ ମିନତୀ ବେହେରା

ମହିଳା କମିଶନ ଅଧ୍ୟକ୍ଷ ପଦରୁ ମିନତୀ ବେହେରା ହଟିଛନ୍ତି । ମିନତୀଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ସରକାର ଆସିବା ପରେ ଗତ ଅକ୍ଟୋବର ମାସରେ ମହିଳା କମିଶନ…

ଟାକୁଆ ପରେ ଉଠିଲାଣି ମିଲର୍ସଙ୍କୁ ଟଙ୍କା ମଗା ଅଭିଯୋଗ; ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବି କଲା ବିଜଦ

କନ୍ଧମାଳ ଜିଲାରେ ଆମ୍ବ ଟାକୁଆ ଜାଉ ଖାଇବା ଘଟଣାଟି ଭାଜପା ସରକାର ସକାଶେ କଳାଦାଗ ହୋଇଛି। ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଘଟଣାର ଆରଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଛନ୍ତି । ଏହି…

ରାଜ୍ୟ ସରକାରଙ୍କ ଫୋକସ ବାତ୍ୟା ମୁକାବିଲାରେ ନୁହେଁ, ପ୍ରଶଂସା ସାଉଁଟିବାରେ ଥିଲା: ବିଜେଡି

ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରି ଡିଣ୍ଡିମ ପିଟି ଚାଲିଥିବା ବେଳେ ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ…