ରାଜ୍ୟ Sijimali Unrest: ସିଜିମାଳିରେ ଆସନ୍ତା ୨୨ ତାରିଖରୁ ପଦଯାତ୍ରା ମାଧ୍ୟମରେ ଘରକୁ ଘର ବୁଲିବ ଯୁବ କଂଗ୍ରେସ May 16, 2026 Nirvay ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଓଡ଼ିଶା ପ୍ରଦେଶ କାର୍ଯ୍ୟାଳୟ ଠାରେ ରାଜ୍ୟ ଯୁବ କଂଗ୍ରେସ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଏହା ନିଷ୍ପତି ନିଆଯାଇଛି ଯେ, ଯୁବ କଂଗ୍ରେସ…