Tag: Sambalpur

Spotlight on Sambalpuri Heritage in Parliament: ସଂସଦରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

ସମ୍ବଲପୁରୀ ହସ୍ତତନ୍ତ ବୁଣାକାର, ଲୋକ ସଙ୍ଗୀତ, ଲୋକ ନୃତ୍ୟ ଏବଂ ପଶ୍ଚିମ ଓଡ଼ିଶାର ପାରମ୍ପରିକ ପର୍ବପର୍ବାଣି ସହ ଜଡ଼ିତ ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟର ନବୀକରଣ, ସଂରକ୍ଷଣ ଓ ପ୍ରଚାର ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ପଦକ୍ଷେପ…

Hirakud Dam Water Level Rises: ହୀରାକୁଦରେ ଜଳସ୍ତର ବୃଦ୍ଧି; ଖୋଲିଲା ଢ୍ୟାମର ଆଉ ୧୦ ଗେଟ୍‌

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ଲଗାତାର ବଢ଼ୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବଡ଼ ପଦକ୍ଷେପ ନେଇଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ। ଆଜି ଏକାଥରେ ଆଉ ୧୦ଟି ଗେଟ୍ ଖୋଲାଯାଇଥିବାରୁ ବର୍ତ୍ତମାନ ଡ୍ୟାମର ମୋଟ ୧୨ଟି ଗେଟ୍…

Hirakud Dam Opens: ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୪ ଗେଟ୍‌

ସମ୍ୱଲପୁରର ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୪ ଗେଟ୍‌ । ମୋଟ୍‌ ୪ଟି ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ । ଉପରମୁଣ୍ଡରେ କ୍ରମାଗତ ବର୍ଷା ଏବଂ ଜଳସ୍ତର ବୃଦ୍ଧି ପାଇବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି…

Hirakud Gates Opened: ଖୋଲିଲା ହୀରାକୁଦ ଡ୍ୟାମ୍‌ର ଗେଟ୍‌; ୭ ନମ୍ବର ଗେଟ୍‌ ଦେଇ ନିଷ୍କାସିତ ହେଲା ପ୍ରଥମ ବନ୍ୟାଜଳ

ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଗୁରୁବାର ପୂର୍ବାହ୍ନ ୧୧ଟାରେ ହୀରାକୁଦ ଡ୍ୟାମରୁ ନିଷ୍କାସନ କରାଯାଇଛି। ପ୍ରଥମ ଗେଟ୍‌ ଖୋଲିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୂର୍ବ ଘୋଷଣା ଅନୁଯାୟୀ ପୂଜାପାଠ ପରେ ପାରମ୍ପରିକ ରୀତିନୀତି ମଧ୍ୟରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍…

Amit Shah to Visit Odisha: ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ

ଜୁଲାଇ ୪ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ଗସ୍ତ ସମୟରେ ସେ ରାଜ୍ୟରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏ ନେଇ ଆଜି ସୂଚନା ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ…

Vigilance Arrests CADA Sambalpur Executive Engineer: ଆୟଠାରୁ ୧୧୯% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର CADA ନିର୍ବାହୀ ଯନ୍ତ୍ରୀ ଗିରଫ

ସମ୍ବଲପୁର CADA ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ନିଜ ଆୟଠାରୁ ୧୧୯% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପଦ୍ମଲୋଚନ ନାୟକ। ରେଡ୍‌ ବେଳେ…

Vigilance Raids Sambalpur CADA Executive Engineer: ଭିଜିଲାନ୍ସ ଜାଲରେ ସମ୍ବଲପୁର ସିଏଡିଏ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ସମ୍ବଲପୁର ସିଏଡିଏ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି (ସିଏଡିଏ)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। କଟକ, ବାଲେଶ୍ୱର,…

Mob Violence in Sambalpur: ସମ୍ବଲପୁରରେ ଭିଡ ହିଂସା; ରାଜ୍ୟ ବାହାରର ଶ୍ରମିକଙ୍କୁ ମାଡ ମାରିଥିବା ଅଭିଯୋଗ

ସମ୍ବଲପୁରରେ ଭିଡ ହିଂସା । କ୍ଷେତ୍ରାଜପୁର ଥାନା ଧୋବାପଡ଼ା ଅଞ୍ଚଳରେ କେରଳର ଜଣେ ଶ୍ରମିକକୁ କିଛି ଲୋକ ମାଡ ମାରିଥିବା ଅଭିଯୋଗ ହୋଇଛି । ତାଙ୍କର ଭାଷାଗତ ସମସ୍ୟା ଓ ସନ୍ଦିଗ୍ଧ ହାବଭାବକୁ କିଛି ଲୋକ ପିଲାଚୋରି ସନ୍ଦେହରେ ତାଙ୍କୁ ଘେରି…

Shyam Metallics Factory Sealed: ଶ୍ୟାମ ମେଟାଲିକ୍ସ କାରଖାନାକୁ ସିଲ୍ କଲା ପ୍ରଶାସନ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ କାରଖାନାକୁ ସିଲ୍ କଲା ପ୍ରଶାସନ। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରଦୂଷଣ ମାମଲାରେ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡକୁ…

Ram Navami 2026: ଶ୍ରୀରାମନବମୀ ପାଇଁ ସମ୍ବଲପୁର ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି

ଶ୍ରୀରାମନବମୀ ପାଇଁ ସମ୍ବଲପୁର ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି । ରିଜର୍ଭ ପୋଲିସ୍ ପଡ଼ିଆ ପରିସରରେ ବ୍ରିଫିଂ କାର୍ଯ୍ୟକ୍ରମ ଆଜି ହୋଇଛି । ଆଇନ-ଶୃଙ୍ଖଳା ରକ୍ଷା କରାଯିବା ନେଇ ଆଲୋଚନା ହୋଇଛି । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ଓ ସେନ୍ସିଟିଭ୍ ଅଞ୍ଚଳଗୁଡ଼ିକୁ…