Tag: Resignation

BJD Demands CEC’s Resignation: ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବି କଲା ବିଜେଡି

ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ପରେ ଦେଶର ରାଜନୈତିକ ପାରଦ ବୃଦ୍ଧି ପାଇଛି। ଭାରତୀୟ ନିର୍ବାଚନ କମିଶନଙ୍କ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ନୈତିକ ଇସ୍ତଫା ଦାବି କରି ବିଜୁ ଜନତା ଦଳ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ସ୍ପଷ୍ଟ କରିଛି।…

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ମଞ୍ଜୁର

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ମଞ୍ଜୁର । ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼। ଯାହାକୁ ରାଷ୍ଟ୍ରପତି ସମ୍ବିଧାନର ଅନୁଚ୍ଛେଦ ୬୭(ଏ) ଆଧାରରେ…

ଅନାସ୍ଥା ପୂର୍ବରୁ କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷା ଏସ୍‌.ଲକ୍ଷ୍ମୀଙ୍କ ଇସ୍ତଫା

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏସ.ଲକ୍ଷ୍ମୀ ସେଠୀଙ୍କ ଇସ୍ତଫା । ଅନାସ୍ଥା ପୂର୍ବରୁ ଏନଏସି ଅଧ୍ୟକ୍ଷାଙ୍କ ଇସ୍ତଫା । କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଇସ୍ତଫାପତ୍ର ପଠାଇଥିବା ସୂଚନା । ଅଧ୍ୟକ୍ଷାଙ୍କ ବିରୋଧରେ ମନମୁଖୀ କାର୍ଯ୍ୟ, ଦୁର୍ନୀତି, ଭ୍ରଷ୍ଟାଚାର ଓ…

କ୍ରୀଡ଼ାର ଉନ୍ନତି ପାଇଁ କିଛି କରିନାହାନ୍ତି: ଇସ୍ତଫା ଦିଅନ୍ତୁ ବବି

ଓସିଏରୁ ବବି ଦାସଙ୍କ ଇସ୍ତଫା ଦାବି କରିଛନ୍ତି ନୂଆ ଫାଓ ସଭାପତି ସମୀର ଦେ। ଫାଓ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ପରେ ସମୀରଙ୍କ ପ୍ରତିକ୍ରିୟା। ଓସିଏ ସଭାପତି ପଦରୁ ବବି ଦାସ ଇସ୍ତଫା ଦେବା ଉଚିତ। ଓସିଏ କିମ୍ବା କ୍ରୀଡ଼ାର…