Tag: RBI

ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଏ ନେଇ ଘୋଷଣା କଲେ ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା । ଲଗାତର ଦ୍ୱିତୀୟ ଥର ରେପୋ ରେଟ୍…

ୱେଟ୍ ଆଣ୍ଡ ୱାଚ୍ ପଲିସିକୁ ଆପଣାଇପାରେ ଆରବିଆଇ

ଆରବିଆଇ ଦେବ କି ବଡ଼ ଉପହାର ? ଜିଏସଟି ସଂସ୍କାର ପରେ ଗତ ୨୨ତାରିଖରୁ ପାଳନ ହେଉଛି ଦେଶରେ ସଂଚୟ ଉତ୍ସବ। ଏବେ କେବଳ ଜିଏସଟିର ଦୁଇଟି ସ୍ଲାବ୍ ରହିଛି । ଅନେକ ଖାଦ୍ୟ ପାନୀୟ, ନିତ୍ୟ ବ୍ୟବହୃତ ସାମଗ୍ରୀ, କାର୍,…

ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଅର୍ଥାତ ରେପୋ ହାର ୫.୫ ପ୍ରତିଶତରେ ବଜାୟ ରଖାଯାଇଛି। ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି କରାଯାଇଛି । ଲଗାତାର ତିନିଥର ସୁଧ ହାର ହ୍ରାସ କରିବା ପରେ, RBI…

ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ

ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ । ଏ ନେଇ ଆଜି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଚଳିତ ମାସରେ ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରର ଗଣତିମଣତି ହେବ । ସେଥିପାଇଁ ୨ ଜଣ ଏକ୍ସପର୍ଟ…

ଲଗାତାର ତୃତୀୟ ଥର ପାଇଁ ରେପୋ ହାର ହ୍ରାସ କଲା ଆରବିଆଇ

ଋଣ ନେଉଥିବା କିମ୍ବା ଋଣ ଉପରେ ଇଏମ୍‌ଆଇ ଦେଉଥିବା ଲୋକଙ୍କ ପାଇଁ ଆଶ୍ୱସ୍ତି ଖବର ଆସିଛି। ଲଗାତାର ତୃତୀୟ ଥର ପାଇଁ ରେପୋ ହାର ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ…

ଚଳିତବର୍ଷ ଲଗାତର ଦ୍ବିତୀୟ ଥର ପାଇଁ ରେପୋ ରେଟ୍‌ କମାଇଲା ଆର୍‌ବିଆଇ

ଲଗାତର ଦ୍ବିତୀୟ ଥର ପାଇଁ ରେପୋ ରେଟ୍‌ କମାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)। ୨୦୨୫ ମସିହାରେ ଏହା ଲଗାତାର ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ବଡ଼ ଆଶ୍ୱସ୍ତି ଦେଇଛି। ବିଶ୍ୱ ସ୍ତରରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ମଧ୍ୟରେ ଆର୍ଥିକ…

ଆରବିଆଇକୁ ବୋମାରେ ଉଡାଇ ଦେବାକୁ ଧମକ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ବୋମା ଧମକ ମିଳିଛି। ଗତ କିଛି ଦିନ ହେବ ଦେଶରେ ବିମାନ ଓ ସ୍କୁଲଉପରେ ବୋମା ମାଡ଼ ପାଇଁ ଅନେକ ଧମକପୂର୍ଣ୍ଣ କଲ୍ ଓ ମେଲ୍ ଆସୁଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅଫିସିଆଲ ୱେବସାଇଟରେ…

ଆଜି ସରିଲା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ; ସମସ୍ତଙ୍କ ପାଇଁ ଲେଖିଲେ ଭାବବିହ୍ବଳ ପୋଷ୍ଟ

ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟରେ ଆଜି ଶକ୍ତିକାନ୍ତ ଦାସଙ୍କ ଶେଷ ଦିନ। ଦୀର୍ଘ ୬ ବର୍ଷ ଧରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାୟିତ୍ୱ ତୁଲାଇବା ପରେ ଆଜି ସରିଲା ଶକ୍ତିକାନ୍ତ ଦାସ କାର୍ଯ୍ୟକାଳ। ଗତକାଲି ସଞ୍ଜୟ ମାଲହୋତ୍ରା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର…

ଆରବିଆଇ ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ନୂଆ ଗଭର୍ଣ୍ଣ ଭାବେ ନିଯୁକ୍ତି ପାଇଲେ ସଞ୍ଜୟ ମାଲହୋତ୍ରା। ସରକାର ସଞ୍ଜୟ ମଲହୋତ୍ରାଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୬ ତମ ଗଭର୍ଣ୍ଣର ଭାବରେ ନିଯୁକ୍ତ କରିଛନ୍ତି । ଆଗାମୀ ତିନି ବର୍ଷ ଯାଏ ସରକାର ତାଙ୍କୁ…

ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ପୁଣି ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଭାରତୀ ରିଜର୍ଭ ବ୍ୟାଙ୍କ(ଆରବିଆଇ) ।ଲଗାତାର ୧୧ ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ ହୋଇଛି । ୬.୫ ପ୍ରତିଶତରେ ରେପୋ ରେଟ୍‌ ଅପରିବର୍ତ୍ତିତ ହୋଇଥିବା ନେଇ ଆରବିଆଇ…