Tag: Rally

ମହରମ ବେଳେ ମୁଖ୍ୟ ରାସ୍ତାରେ ବାହାରିବନି ଧାର୍ମିକ ଶୋଭାଯାତ୍ରା

ଉତ୍ତରାଞ୍ଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ବସିଥିଲା। ବୈଠକରେ ସମ୍ୱଲପୁରରେ ଚଳିତ ବର୍ଷ ମହରମ ପାଳନକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ମହରମ ବେଳେ ମୁଖ୍ୟ ରାସ୍ତାରେ ଧାର୍ମିକ ଶୋଭାଯାତ୍ରା ବାହାରିବ ନାହିଁ ବୋଲି କୁହାଯାଇଛି। ନିଜ ନିଜ ପଡା…