Tag: Rajya Sabha Elections

Rajya Sabha Elections: ପିଏମଓ ନଜରରେ ରାଜ୍ୟସଭା ନିର୍ବାଚନ

ନିର୍ଭୟ ମିଡିଆ : ନୂଆଦିଲ୍ଲୀ ଓଡ଼ିଶାର ୪ ଆସନ ପାଇଁ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ । ମନୋନୟନ ପତ୍ର ଦାଖଲ ସରିଛି । ଭାଜପା ପକ୍ଷରୁ ମନମୋହନ ସାମଲ ଏବଂ ସୁଜିତ କୁମାର, ଭାଜପା ସମର୍ଥନରେ ସାଧୀନ ପ୍ରାର୍ଥୀ ଦିଲୀପ…

Rajya Sabha Polls: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିରୋଧୀ ଦଳ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ ଦତ୍ତେଶ୍ୱର ହୋତା

ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି, ବିଜୁ ଜନତା ଦଳ ଏବଂ କଂଗ୍ରେସ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଏକ ଅଭୂତପୂର୍ବ ମେଣ୍ଟ ଗଠନ କରିଛନ୍ତି। ଉଭୟ ଦଳର ଶୀର୍ଷ ନେତାଙ୍କ ଉପସ୍ଥିତିରେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର…

Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ୫ ପ୍ରାର୍ଥୀ

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର କରିବେ ଓଡ଼ିଶାର ୫ ଜଣ ପ୍ରାର୍ଥୀ । ଓଡିଶାର ଚାରୋଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ଆଜି। ସେଥିପାଇଁ ବିଜେପିର ଦୁଇ ଜଣ ପ୍ରାର୍ଥୀ ସଭାପତି ମନମୋହନ ସାମଲ…

Nitish to quit as Bihar CM: ରାଜ୍ୟସଭା ଯାଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ରାଜ୍ୟସଭା ସାଂସଦ ହୋଇ ପାରନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର।ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପିକୁ ମିଳିପାରେ ବିହାର ମୁଖ୍ୟମନ୍ତ୍ରୀ ପଦ । ନୀତିଶ କୁମାର ୨୦୦୫ରୁ ବିହାରର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି। ଏହାସହ…

Rajya Sabha Election: ମହାରାଷ୍ଟ୍ର ପାଇଁ ୪ ଜଣ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି

ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ମହାରାଷ୍ଟ୍ରରୁ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଚାରି ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ଦଳୀୟ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ରାମଦାସ…

Arvind praises Dilip Ray: ଦିଲ୍ଲୀପ ରାୟ ଯୋଗ୍ୟ ପ୍ରାର୍ଥୀ କହିଲେ ଅରବିନ୍ଦ

ରୋଚକ ମୋଡ଼ରେ ରାଜ୍ୟସଭା ରାଜନୀତି । ଏହା ମଧ୍ୟରେ ଆଜି ହୋଲି ଦିନରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ । ଏ ନେଇ ସୂଚନା ଦେଇଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ସେ…

Rajya Sabha Election: ରୋଚକ ମୋଡ଼ରେ ରାଜ୍ୟସଭା ରାଜନୀତି; ବିଜେପିକୁ ଟାର୍ଗେଟ କଲେ ସଂତୃପ୍ତ ମିଶ୍ର

ରଙ୍ଗର ଉତ୍ସବରେ ଜମୁଛି ରାଜନୀତିର ରଙ୍ଗ। ରୋଚକ ମୋଡ଼ରେ ରାଜ୍ୟସଭା ରାଜନୀତି। ପ୍ରାର୍ଥୀ ଘୋଷଣା ପରେ ରାଜ୍ୟସଭାର ନିର୍ବାଚନକୁ ନେଇ ନେତାଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇ ଯାଇଛି । ରାଜ୍ୟସଭା ନିର୍ବାଚନକୁ ନେଇ ବିଜେପିକୁ ତେରଚ୍ଛା ବାଣ ମାରିଛନ୍ତି ବିଜେଡି…

Rajya Sabha Candidates: ରାଜ୍ୟସଭା ପ୍ରାର୍ଥୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନମୋହନ ସାମଲ ଓ ସୁଜିତ କୁମାର 

ବିଜେପିର ଦୁଇ ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ମଧ୍ୟ ସମର୍ଥନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଉଭୟଙ୍କ ସଫଳତା ପାଇଁ ମହାପ୍ରଭୁ…

Rajya Sabha Polls: ଚତୁର୍ଥ ପ୍ରାର୍ଥୀ ନିମନ୍ତେ ସବୁ ଦଳର ସମର୍ଥନ ପାଇଁ ଉଦ୍ୟମ ଜାରି ରହିବ: ଦିଲ୍ଲୀପ ରାୟ

ସ୍ବାଧୀନ ପ୍ରାର୍ଥିତ୍ବ ଘୋଷଣା ପରେ ଦିଲ୍ଲୀପ ରାୟଙ୍କ ବଡ଼ ବୟାନ । ସେ କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ସାରିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନ ସାମଲଙ୍କୁ ଭେଟିଛି । ନବୀନ ବାବୁ ଓ ଭକ୍ତ…

Dilip Ray Enters Rajya Sabha Race: ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭାରିବେ ଦିଲ୍ଲୀପ ରାୟ

ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଦିଲ୍ଲୀପ ରାୟ । ଏ ନେଇ ସୂଚନା ଦେଇଛନ୍ତି ନିଜେ ଦିଲ୍ଲୀପ ରାୟ । ସେ କହିଛନ୍ତି ରାଜ୍ୟସଭା ପାଇଁ ଆସନ୍ତା ୫ ତାରିଖରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ…