Tag: Puri

ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରୁ ଖସିଲା ବୋଲେରୋ; ଡ୍ରାଇଭର ଗୁରୁତର

ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ । ପୁରୀର ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରୁ ଖସିଲା ବୋଲେରୋ । ଗାଡ଼ି ପାର୍କିଂ ସମୟରେ ଗୋଟିଏ ମହଲାରୁ ତଳକୁ ଖସିଲା ବୋଲେରୋ। ଏହି ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି ।…

ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା। ଏ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ଠେଲାପେଲାରେ ଆହତ ହେବା ସହ ମହାପ୍ରଭୁଙ୍କ ଦର୍ଶନରୁ…

ଶ୍ରୀମନ୍ଦିର ଭାଙ୍ଗିବାକୁ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣା; ସଂପୃକ୍ତ ବ୍ୟକ୍ତିଙ୍କୁ କରାଯାଇଛି ଚିହ୍ନଟ: ପିନାକ ମିଶ୍ର

ଶ୍ରୀମନ୍ଦିରକୁ ଭାଙ୍ଗିଦେବାକୁ ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣାରେ ତତ୍ପରତା ଦେଖାଇଛି ପୁରୀ ପୋଲିସ। ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ବୋଲି କହିଛନ୍ତି ପୁରୀ ଏସ୍‌ପି ପିନାକ ମିଶ୍ର । ସେ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷାକୁ ଆମେ ସର୍ବାଧିକ…

ଶ୍ରୀମନ୍ଦିରରୁ ୧୨ ଜଣ ନକଲି ଗୁମାସ୍ତା ଗିରଫ

ପୋଲିସ ହାତରେ ଧରାପଡିଲେ ନକଲି ଗୁମାସ୍ତା। ପୁରୀ ସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଏନ୍‌ଏସ୍ ଧାରା ୧୧୧ ଅନୁଯାୟୀ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ…

ଚନ୍ଦ୍ରଭାଗା ବେଳାଭୂମିରେ ବୁଡ଼ି ୩ ଯୁବକ ମୃତ

ପୁରୀ ଚନ୍ଦ୍ରଭାଗା ବେଳାଭୂମିରେ ଅଘଟଣ। ଗାଧେଇବା ବେଳେ ବୁଡ଼ି ଯାଇ ୩ ଜଣ ଯୁବକ ପ୍ରାଣ ହରାଇଛନ୍ତି। ଚନ୍ଦ୍ରଭାଗା ଇକୋରିଟ୍ରିଟ୍ ନିକଟରେ ୨ ଜଣ ବୁଡି ଯାଇ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ଯୁବକ ସାମାନ୍ୟ ଦୂରରେ ଗାଧୋଉଥିବାବେଳେ ସମୁଦ୍ରରେ ବୁଡି…

ବାୟୁସେନା ଯବାନ ସ୍ଵରାଜ୍ୟ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ

ଆଗରେ ଚାଲିଛନ୍ତି ଶୁଭେଚ୍ଛୁ ଓ ପରିଜନ । ପଛେ ପଛେ ବୀର ଯବାନଙ୍କ ପାର୍ଥିବ ଶରୀର । ସିଲିଣ୍ଡର ବିସ୍ଫୋରଣରେ ଆହତ ହୋଇ ମୃତ୍ୟୁବରଣ କରିଥିବା ଭାରତୀୟ ବାୟୁସେନା ଜବାନ ସ୍ୱରାଜ୍ୟ ସାହୁଙ୍କ ଶେଷକୃତ୍ୟ ପୂର୍ଣ୍ଣ ସାମରିକ ସମ୍ମାନ ସହିତ କୋଣାର୍କ,…

ବଳଙ୍ଗା ପୀଡ଼ିତା ମାମଲା: କେଉଁ ଡାକ୍ତରଙ୍କୁ ଦେଖାଉଥିଲେ ଝିଅକୁ ?

ବଳଙ୍ଗା ପୀଡ଼ିତା ମାମଲାରେ ଦି’ଟା କଥା ଆଦୌ ହଜମ ହଉନି । ପୀଡ଼ିତାଙ୍କ ବାପା ଓ ବୋଉ ଦି’ ପ୍ରକାର କଥା କେମିତି କହିଲେ ? ନିଆଁ ଲାଗିବା ଦିନ ପୀଡ଼ିତାଙ୍କ ବୋଉ ଅପହରଣ କଥା କହିଥିଲେ । କହିଥିଲେ କି…

ପୁଣି ଶ୍ରୀମନ୍ଦିରରେ ଧରାହେଲା ହିଡେନ୍‌ କ୍ୟାମେରା ଯୁକ୍ତ ଚଷମା

ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍‌ କ୍ୟାମେରା ଯୁକ୍ତ ଚଷମା ।ପଶ୍ଚିମ ଦ୍ୱାର ନିକଟରୁ ଧରାପଡ଼ିଲା ହିଡେନ୍‌ କ୍ୟାମେରା । ପଶ୍ଚିମବଙ୍ଗର ଜଣେ ଭକ୍ତକୁ ଧରିଲା ସିଂହଦ୍ବାର ଥାନା ପୋଲିସ । ଚଷମାରେ ହିଡେନ୍‌ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ ।ଯୁବକଙ୍କୁ ଅଟକ…

କୁହେଳିକା ଭିତରେ ବଳଙ୍ଗା ଝିଅ

ବଳଙ୍ଗା ପୀଡ଼ିତାଙ୍କ ନାଁ କ’ଣ ? ପୁଲିସ କହୁଚି ଯେ, ଝିଅଟା ଆତ୍ମହତ୍ୟା କରିଚି । ଅନ୍ୟ କେହି ଏଥରେ ସଂପୃକ୍ତ ନାହାଁନ୍ତି । ଏହା ବଳାତ୍କାର କି ଦୁଷ୍କର୍ମ ମାମଲା ନୁହେଁ । ଅପହରଣ ଅଭିଯୋଗ ମିଛ । ତେବେ…

ଶ୍ରୀମନ୍ଦିରରେ ପୁଣି ଗୁପ୍ତ କ୍ୟାମେରା ଯୁକ୍ତ ଚଷମା

ପୁରୀ ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା ନେଇ ଜଣେ ଯୁବକଙ୍କ ପ୍ରବେଶ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଗୁଜରାଟର ଜଣେ ଭକ୍ତ ଚଷମାରେ ଗୁପ୍ତ କ୍ୟାମେରା ଲଗାଇ ଫଟୋ ଉଠାଉଥିବା ସମୟରେ ଧରାପଡିଛନ୍ତି । କୀର୍ତ୍ତନଚକଡା ନିକଟରୁ ତାଙ୍କୁ ସିଂହଦ୍ୱାର ଥାନା…