ତାଜା ଖବର ରାଜ୍ୟ ଶ୍ରୀମନ୍ଦିର ଭିତରେ ଟଳି ପଡିଲେ ସୁଆର ବଡୁ ସେବାୟତ January 15, 2025 Papirani ଶ୍ରୀମନ୍ଦିରରେ ଅଘଟଣ । ଶ୍ରୀମନ୍ଦିର ଭିତରେ ଟଳି ପଡିଲେ ସୁଆର ବଡୁ ସେବାୟତ ଜଗନ୍ନାଥ ସୁନାଥାଳି । ରତ୍ନ ସିଂହାସନ ନିକଟରେ ସେବା କରୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ଛାତିରେ ତାଙ୍କୁ ଯନ୍ତ୍ରଣା ହୋଇଥିଲା ସେ ପଡିଯାଇଥିଲେ । ଗୁରୁତର…
ତାଜା ଖବର ରାଜ୍ୟ ଆସନ୍ତାକାଲି ୫ ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ January 14, 2025 Papirani ଆସନ୍ତାକାଲି ୫ ଘଣ୍ଟା ପାଇଁ ସ୍ଥଗିତ ରହିବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ । ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ସନ୍ଧ୍ୟା ୫ଟାରୁ ରାତି ୧୦ଟା…
ତାଜା ଖବର ରାଜ୍ୟ ପୁରୀ ଚାଷୀଙ୍କୁ ମିଳିଲା କ୍ଷତିପୂରଣ ବୀମା ରାଶି January 10, 2025 Papirani ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲା ସହାୟତା । ପୁରୀ ଜିଲ୍ଲାର ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ ପର୍ଯ୍ୟାୟ ବୀମା ଟଙ୍କା । ୫୬ ହଜାର ଚାଷୀ କ୍ଷତିପୂରଣ ନେଇ ଅନଲାଇନରେ ଆବେଦନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୬୯୫ ଜଣ ଚାଷୀଙ୍କୁ…
ରାଜ୍ୟ ଆନ୍ତର୍ଜାତିକ ଶ୍ରୀ ଜଗନ୍ନାଥ ଚେତନା ମହୋତ୍ସବ-୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ January 7, 2025 Nirvay ଆନ୍ତର୍ଜାତିକ ଶ୍ରୀ ଜଗନ୍ନାଥ ଚେତନା ମହୋତ୍ସବ-୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଭାଷଣ ଦେଇ କହିଛନ୍ତି ଯେ ‘ଜୟ ଜଗନ୍ନାଥ’,ଏହି ଦୁଇ ପଦ କେବଳ ଦୁଇଟି ଶବ୍ଦ ନୁହେଁ, ଏହା କୌଣସି ମନ୍ତ୍ର ଠାରୁ କମ ନୁହେଁ । ଯେ କୌଣସି…
ତାଜା ଖବର ରାଜ୍ୟ ମାରପିଟ୍ ଘଟଣାରେ ଶ୍ରୀମନ୍ଦିର ସେବାୟତ ବିଶ୍ବନାଥ ଖୁଣ୍ଟିଆ ନିଲମ୍ବିତ January 5, 2025 Papirani ଶ୍ରୀମନ୍ଦିର ମୁଖ ପଖାଳ ସେବାୟତ ବିଶ୍ବନାଥ ଖୁଣ୍ଟିଆ ନିଲମ୍ବିତ । ଶ୍ରୀମନ୍ଦିର ପରିସରରେ ବିଶୃଙ୍ଖଳା ସହ ଅନ୍ୟ ସେବାୟତଙ୍କୁ ମାରପିଟ୍ ଘଟଣାରେ ମୁଖ ପଖାଳ ସେବାୟତ ବିଶ୍ବନାଥ ଖୁଣ୍ଟିଆଙ୍କୁ ୩ ମାସ ପାଇଁ ନିଲମ୍ବିତ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ମୁଖ…
ରାଜ୍ୟ ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ January 3, 2025 Papirani ଆଜିଠୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ବଡଦିନ ଓ ନୂଆବର୍ଷରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମରାମତି କାର୍ଯ୍ୟ ବନ୍ଦ ରହିଥିବା ବେଳେ ଆଜିଠାରୁ ପୁଣି କାର୍ଯ୍ୟ ଆରମ୍ଭ ହେବ । ପ୍ରତିଦିନ ମାର୍ଗଦର୍ଶିକା ଆଧାରରେ…
ତାଜା ଖବର ରାଜ୍ୟ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼; ବ୍ୟାରିକେଡ଼ ଭାଙ୍ଗିଲେ ଶ୍ରଦ୍ଧାଳୁ January 1, 2025 Papirani ନୂଆ ଉତ୍ସାହ ଓ ନୂଆ ସମ୍ଭାବନା ସହ ପାଦ ଥାପିଛି ବର୍ଷ ୨୦୨୫ । ନୂଆ ବର୍ଷ ପାଇଁ ବଡଦାଣ୍ଡ ପାଲଟିଛି ଜନସମୁଦ୍ର । ମହାପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ଅଗଣିତ ଭକ୍ତ । ଏଥିସହ ଶ୍ରୀମନ୍ଦିରରେ…
ରାଜ୍ୟ ନୂଆବର୍ଷରେ ଜଗା ଦର୍ଶନ; ଆଜି ରାତି ୧ଟାରୁ ଖୋଲିବ ସିଂହଦ୍ବାର December 31, 2024 Papirani ରାତି ପାହିଲେ ନୂଆ ଆଶା, ଆକାଂକ୍ଷା ଓ ସମ୍ଭାବନାକୁ ନେଇ ଆସିବ ବର୍ଷ ୨୦୨୫ । ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ୱାଗତ ଜଣାଇବା ଲାଗି ପୁରୀ ସହର ସମ୍ପୂର୍ଣ୍ଣ ପ୍ରସ୍ତୁତ । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନବ ବର୍ଷର…
ତାଜା ଖବର ରାଜ୍ୟ ଶ୍ରୀମନ୍ଦିରରେ ଅବ୍ୟବସ୍ଥା; ଠେଲାପେଲାରେ ୧୦ ଭକ୍ତ ଅସୁସ୍ଥ December 30, 2024 Papirani ଆଜି ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ବର୍ଷର ଶେଷରେ ପୁରୀରେ ଏବେ ବିଭିନ୍ନ ରାଜ୍ୟ ଓ ଦେଶରୁ ବହୁ ସଂଖ୍ୟକ ଭକ୍ତ ଆସି ଅସମ୍ଭାଳ ଭିଡ଼ ଜମାଉଛନ୍ତି । ଏଥିପାଇଁ ବାହାରକାଠ ନିକଟରେ ଜଗାକୁ…
ରାଜ୍ୟ ଇଂରାଜୀ ନୂଆବର୍ଷ ପାଇଁ ପୁରୀ ଶ୍ରୀମନ୍ଦିରରେ ଦର୍ଶନ କଟକଣା December 30, 2024 Nirvay ଇଂରାଜୀ ନୂଆବର୍ଷ ସମୟରେ ହେବାକୁ ଥିବା ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରରେ ଦର୍ଶନ କଟକଣା ଜାରି କରାଯାଇଛି । ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖ ଦିନ କେବଳ ସିଂହଦ୍ଵାର ଦେଇ ପ୍ରବେଶ କରିବେ ଭକ୍ତ। ଅନ୍ୟ ତିନି…