ତାଜା ଖବର ରାଜ୍ୟ Puri Srimandir Mahaprasad: ଜୈବିକ ଚାଉଳରେ ପ୍ରସ୍ତୁତ ମହାପ୍ରଭୁଙ୍କ କୋଠ ଭୋଗ October 24, 2025 Papirani ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରୁ ପ୍ରସ୍ତୁତ ହେବ କୋଠ ଭୋଗ । ପୁରୀ ଶ୍ରୀମନ୍ଦିରରେ ଥିବା ଆନନ୍ଦ ବଜାରରେ ଏକ ସ୍ୱତନ୍ତ୍ର କାଉଣ୍ଟର୍ ରହିବ, ଯେଉଁଠାରେ ଜୈବିକ ଚାଉଳରେ ପ୍ରସ୍ତୁତ ମହାପ୍ରଭୁଙ୍କ ମହାପ୍ରସାଦ ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି କୃଷି…
ତାଜା ଖବର ରାଜ୍ୟ Puri shrimandir; ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ୍ ଫୋନ୍; ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତା ଅଟକ October 21, 2025 Papirani ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ୍ ଫୋନ୍ । ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତାଙ୍କୁ ଅଟକ ରଖାଯାଇଛି। ପ୍ରତିହାରୀ ନିଯୋଗ ସମ୍ମୁଖରେ ଫଟୋ ଉଠାଇ ଧରାପଡ଼ିଛନ୍ତି ଗୁମାସ୍ତା।ଗୁମାସ୍ତା ଫୋନ୍ରେ ଯାତ୍ରୀଙ୍କ ଫଟୋ ଉଠାଇଥିବା ସୂଚନା ମିଳିଛି। ବର୍ତ୍ତମାନ ଯାଏଁ ଗୁମାସ୍ତାଙ୍କ ପରିଚୟ…
ତାଜା ଖବର ରାଜ୍ୟ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍ ଫୋନ୍; ବ୍ୟବହାର ହେବ ୱାକିଟକି: ଗିରୀଶ ଚନ୍ଦ୍ର ମୁର୍ମୁ October 14, 2025 Papirani ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍ ଫୋନ୍। ଶ୍ରୀମନ୍ଦିରକୁ କୌଣସି ପୋଲିସ କିମ୍ବା ସେବାୟତ ବି ନେଇ ପାରିବେନି ମୋବଇଲ୍। ତେଣୁ ଆଗକୁ ଶ୍ରୀମନ୍ଦିର ସୁରକ୍ଷା ପାଇଁ ୱାକିଟକି ବ୍ୟବସ୍ଥା ହେବ । କାହାକୁ ହଇରାଣ କରିବାକୁ ନୁହେଁ, ଶ୍ରୀମନ୍ଦିର ସୁରକ୍ଷା…
ତାଜା ଖବର ରାଜ୍ୟ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ; ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଲୋଚନା ଚକ୍ରରେ ଦେଲେ ଯୋଗ October 13, 2025 Papirani ଆଜି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ, ପୁରୀ ଠାରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ, ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ ପୁରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇ ବିକ୍ରେତାଙ୍କ ସହ ସୁଖଦୁଃଖ ହେଲେ ମୁଖ୍ୟମନ୍ତ୍ରୀ October 13, 2025 Papirani ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ ସମୟରେ ବାଟରେ କାଦୁଆ ଠାରେ ଅଟକି ଜଣେ ପଇଡ ବିକ୍ରେତା ଠାରୁ ପଇଡ କିଣି ପିଇଥିଲେ ଏବଂ ପଇଡ ବିକ୍ରେତା ଶ୍ରୀଧର…
ତାଜା ଖବର ରାଜ୍ୟ ଆମ ବସ୍ ଭିତରେ ପଶି ଯାତ୍ରୀଙ୍କୁ ହାଣିଲେ ଯୁବକ October 7, 2025 Papirani ପୁରୀ କଣାସ ନିକଟରେ ବସ୍ ଭିତରେ ପଶି ଯାତ୍ରୀଙ୍କୁ ହାଣିଲେ ଯୁବକ । ହରଷପଡାରୁ ସତ୍ୟବାଦୀ ଶୁକଳକୁ ଯାଉଥିବା ଆମ ବସରେ ଯାତ୍ରୀଙ୍କୁ ଆକ୍ରମଣ । ଏହି ଆକ୍ରମଣରେ ୪ ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ…
ତାଜା ଖବର ରାଜ୍ୟ ଶେଷ ହେଲା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର September 23, 2025 Papirani ମହାପ୍ରଭୁଙ୍କ ଅଳଙ୍କାର ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି ସକାଳ ୧୦ଟା ୫୫ରୁ ଆରମ୍ଭ ହୋଇଥିଲା ସ୍ଥାନାନ୍ତର । ଅପରାହ୍ନ ୨ଟା ୫୫ରେ ସରିଲା…
ତାଜା ଖବର ରାଜ୍ୟ ଶ୍ରୀମନ୍ଦିରରେ ବନ୍ଦ ହେଲା ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ September 23, 2025 Papirani ଶ୍ରୀମନ୍ଦିରରେ ବନ୍ଦ ହେଲା ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ।ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ବନ୍ଦ ହେଲା ମହାପ୍ରଭୁଙ୍କ ଦର୍ଶନ । ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ଭିତରକୁ ଗଲେ ପ୍ରାଧୀକୃତ ସଦସ୍ୟ । ଜଷ୍ଟିସ ବିଶ୍ବନାଥ ରଥ, ମୁଖ୍ୟ ପ୍ରଶାସକଙ୍କ…
ତାଜା ଖବର ରାଜ୍ୟ ଆସନ୍ତାକାଲି ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର; ୧୦ଟାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ September 22, 2025 Papirani ପୁରୀ ଆସନ୍ତାକାଲି ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର ।ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର । ଏଥିପାଇଁ କାଲି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା…
ରାଜନୀତି ରାଜ୍ୟ ବାଲିହରଚଣ୍ଡୀ ଛାତ୍ରୀ ଗଣଧର୍ଷଣ ଘଟଣା: ୧୭ ତାରିଖରେ ରାଜ୍ୟବ୍ୟାପୀ ଏସପି ଅଫିସ୍ ଘେରିବ ବିଜେଡି September 16, 2025 Nirvay ବାଲିହରଚଣ୍ଡୀ ଛାତ୍ରୀ ଗଣଧର୍ଷଣ ଘଟଣାରେ ୧୭ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାର ଏସ୍ପି ଅଫିସ ସମ୍ମୁଖରେ ଧାରଣା ଦେବ ବିଜୁ ମହିଳା ଜନତା ଦଳ । ବ୍ରହ୍ମଗିରିର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ପ୍ରେମିକକୁ ଗଛରେ ବାନ୍ଧି ତା…