Tag: Pratap Jena

ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପ୍ରତାପ ଜେନା

ୱାକ୍ଫ ବିଲ୍ ସପକ୍ଷରେ ମତ ଦେଇଥିବା ଦଳୀୟ ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ଚିଠି ଲେଖିଛନ୍ତି । ବିଜୁ ଜନତା ଦଳ ସର୍ବଦା ସଂଖ୍ୟାଲଘୁ ସଂପ୍ରାୟରେ…

ମାହାଙ୍ଗା ଡବଲ୍ ମର୍ଡର୍ ମାମଲାରେ ବଢ଼ିପାରେ ପ୍ରତାପ ଜେନାଙ୍କ ଅଡୁଆ; ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ମୃତକ ପୁଅ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର୍ ମାମଲାରେ ପୁଣି ବଢିପାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ । ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବିଶ୍ୱାଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପିଟିସନ ଦାଖଲ କରିଥିବାବେଳେ ୪ ସପ୍ତାହ ଭିତରେ ସତ୍ୟପାଠ…

ନିଜ ଅପରାଧିକ ଘଟଣା କୁ ମନେ ପକାଇ ବିଳିବିଳେଇ ହଉଛି ବିଜେଡି : ଦିଲ୍ଲୀପ ମଲ୍ଲିକ

ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପରେ ମାନ୍ୟବର ସୁପ୍ରିମକୋର୍ଟ କ’ଣ ରାୟ ଦେଇଛନ୍ତି, ଆଗକୁ ଏନେଇ ଆଇନ ଅନୁଯାୟୀ କ’ଣ କରାଯିବ, ସେନେଇ ରାଜ୍ୟ ସରକାର ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବେ,ମାତ୍ର ବିଜେଡିର ଯେଉଁ ନେତାମାନେ ଏହି ଘଟଣାରେ ବ୍ୟସ୍ତବିବ୍ରତ ହେଉଛନ୍ତି…

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି 

୨୦୨୧ ମସିହାରେ ଘଟିଥିବା ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି ମିଳିଛି। ପ୍ରତାପଙ୍କ ନାଁରେ ତଳକୋର୍ଟ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। ପ୍ରତାପଙ୍କ ବିରୋଧରେ ଅପରାଧିକ…

ମହିଳା ୱାର୍ଡମେମ୍ବରଙ୍କ ପ୍ରତି ପ୍ରତାପ ଜେନାଙ୍କ ଅଶାଳୀନ ଶବ୍ଦ ପ୍ରୟୋଗ

ଏବେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଶୁଣିବାକୁ ମିଳିଛି ଭିଡିଓରେ ଅଶାଳୀନ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ପ୍ରତାପ ଜେନା ବୋଲି । ଭୋଟ ମାଗିବାକୁ ଯାଇ ମହିଳା ୱାର୍ଡମେମ୍ବରଙ୍କ ପ୍ରତି ବିଜେଡି ବିଧାୟକ ପ୍ରତାପ ଜେନା…

ବୁଲୁଙ୍କୁ ବଦନାମ ପାଇଁ ଲୁଲୁଙ୍କ ଷଡଯନ୍ତ୍ର !

ନିର୍ଭୟ ମିଡିଆ : ନିଶ୍ଚିନ୍ତକୋଇଲି, କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଗତ ବୁଧବାର ଏକ ବଡ଼ଧରଣର ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ଭାଜପାର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପକ୍ଷରୁ ଏକ ବାଇକ ରାଲିର ଆୟୋଜନ ହୋଇଥିଲାବେଳେ ପୋଡାମରାଇ…