ରାଜନୀତି ରାଜ୍ୟ Naveen-Pitambar Travel Together: ବିମାନରେ ନବୀନଙ୍କ ସହ ପୀତାମ୍ବର ଆଚାର୍ଯ୍ୟଙ୍କ ସେଲ୍ଫିକୁ ନେଇ ଚର୍ଚ୍ଚା April 10, 2026 Nirvay ନୂଆଦିଲ୍ଲୀ ଅଭିମୁଖେ ଉଡ଼ୁଥିବା ବିମାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ରାଜ୍ୟର ମୁଖ୍ୟ ଆଇନ ପରାମର୍ଶଦାତା ତଥା ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟଙ୍କ ସେଲ୍ଫିକୁ ନେଇ ଆଜି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଛି…
ତାଜା ଖବର ଦେଶ ରାଜନୀତି Assembly Elections 2026: ଆସାମ, କେରଳ ଏବଂ ପୁଡ଼ୁଚେରୀରେ ମତଦାନ ଶେଷ April 9, 2026 Nirvay କଡ଼ା ସୁରକ୍ଷା ମଧ୍ୟରେ, ଶାନ୍ତିପୂର୍ଣ୍ଣ ଭାବେ ଆଜି ଆସାମ, କେରଳ ଏବଂ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସନ୍ଧ୍ୟା ୬ଟାରେ ଶେଷ ହୋଇଛି । ନିର୍ବାଚନ କମିସନ ତଥ୍ୟ ଅନୁଯାୟୀ ପୁଡ଼ୁଚେରୀରେ ସର୍ବାଧିକ ୮୯.୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବାବେଳେ…
ରାଜ୍ୟ Clash Over Sijimali Bauxite Mine: ଶିଜିମାଳି ଅଞ୍ଚଳରେ ଖଣି ଖନନ ପ୍ରସଙ୍ଗକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କୁ ଭେଟିଛି ବିଜେଡି ପ୍ରତିନିଧି ଦଳ April 9, 2026 Nirvay ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ଶିଜିମାଳି ଖଣି ଅଞ୍ଚଳରେ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଘଟିଥିବା ହିଂସାତ୍ମକ ସଂଘର୍ଷ ଏକ ଗୁରୁତର ଓ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏହି ଘଟଣାକୁ ଗଭୀର…
ବ୍ୟବସାୟ Naveen to Visit New Delhi: ଦିଲ୍ଲୀ ଗସ୍ତରେ ଯିବେ ନବୀନ ପଟ୍ଟନାୟକ April 8, 2026 Nirvay ବିରୋଧୀ ଦଳର ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏପ୍ରିଲ ୧୦ ତାରିଖରେ ଦିଲ୍ଲୀ ଯିବେ ବୋଲି ଜଣାପଡିଛି । ସେ ତାଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିବା ପାଇଁ ଦିଲ୍ଲୀ ଯିବେ ।…
ରାଜନୀତି ରାଜ୍ୟ Bobby Das Targets Odisha Govt: ଘର ସାମ୍ନାରେ ଗୁଳିକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ବବି ଦାସଙ୍କ ଟାର୍ଗେଟ୍ April 7, 2026 Nirvay ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ବାସଭବନ ସମ୍ମୁଖରେ ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡକୁ ନେଇ ଦାସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ ଘର ସାମ୍ନାରେ ଗୁଳି ପରିବାର ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ାଇ…
ରାଜନୀତି ରାଜ୍ୟ Mandal Couple Suspended From BJD: ମୁକ୍ତିକାନ୍ତ ମଣ୍ଡଳ, ମଞ୍ଜୁଲତା ମଣ୍ଡଳ ବିଜେଡିରୁ ନିଲମ୍ବିତ April 6, 2026 Nirvay ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି । ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ସସ୍ପେଣ୍ଡ୍ କରାଯାଇଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି…
ରାଜନୀତି ରାଜ୍ୟ Tender for Kathajodi Bridge: କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ April 5, 2026 Nirvay ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି କଂଗ୍ରେସ ଭବନଠାରେ ଆୟୋଜିତ ପ୍ରେସ ସମ୍ମୀଳନୀରେ କାଠଯୋଡ଼ି ଟେଣ୍ଡରକୁ ନେଇ ରାଜ୍ୟ ସରକାରଙ୍କୁ କଠୋର ଭାବରେ ସମାଲୋଚନା କରାଯାଇଥିଲା । ପ୍ରାୟ ୨୦୦ କୋଟିର କାଠଯୋଡ଼ି ସେତୁ ପ୍ରକଳ୍ପକୁ ଏସପିଏସ୍ କନଷ୍ଟ୍ରକ୍ସନ୍ କମ୍ପାନୀକୁ…
ଦେଶ ରାଜନୀତି Raghav Chadha Hits Out at AAP: ଆପ୍ ଉପରେ ବର୍ଷିଲେ ରାଘବ ଚଢ଼ା April 3, 2026 Nirvay ରାଜ୍ୟସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ ଆମ ଆଦମୀ ପାର୍ଟିର ନିଷ୍ପତ୍ତି ଉପରେ ରାଘବ ଚଢ଼ା ପ୍ରତିକ୍ରିୟା ଦେଇ ଏକ ଭିଡିଓ ସୋସିଆଲ ମେଡିଆରେ ସେୟାର କରିଛନ୍ତି । ପ୍ରତିକ୍ରିୟାରେ ସେ ଆପ୍ ଓ ଆପ୍ ମୁଖିଆ କେଜରିୱାଲଙ୍କୁ ନିଶାନା…
ଦେଶ ରାଜନୀତି ରାଜ୍ୟ Rajya Sabha Oath Taking Ceremony: ଜାଣନ୍ତୁ କେବେ ନେବେ ଶପଥ ନୂଆ ରାଜ୍ୟସଭା ସାଂସଦ April 3, 2026 Nirvay ଆସନ୍ତା ୬ ତାରିଖରେ ରାଜ୍ୟସଭା ସାଂସଦ ଭାବେ ମନମୋହନ ସାମଲ, ସଂତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ ଶପଥ ନେବେ । ତେବେ ସୁଜିତ କୁମାର ଆସାମ ବିଧାନସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଥିବାରୁ ଅପ୍ରେଲ ୧୬ ତାରିଖରେ ଶପଥ ଗ୍ରହଣ…
ଦେଶ ରାଜନୀତି AAP Removes Raghav Chadha: ରାଘବ ଚଢ଼ାଙ୍କୁ ଦଳର ରାଜ୍ୟସଭା ଉପନେତା ପଦରୁ ହଟାଇଲା ଆପ୍ April 2, 2026 Nirvay ବରିଷ୍ଠ ରାଜନେତା ରାଘବ ଚଢ଼ାଙ୍କୁ ଆମ ଆଦମୀ ପାର୍ଟି, ଦଳର ରାଜ୍ୟସଭା ଉପନେତା ପଦରୁ ହଟାଇ ଦେଇଛି । ଆପ, ରାଜ୍ୟସଭା ସଚିବାଳୟକୁ ଚିଠି ଲେଖି ରାଘବ ଚଢ଼ାଙ୍କୁ ରାଜ୍ୟସଭାରେ ଦଳର ଉପନେତା ପଦରୁ ବହିଷ୍କାର କରିବାକୁ ଅନୁରୋଧ କରିଛି ।…