Tag: Piyush Mohanty

ପଦ୍ମ ଧରିଲେ ବିଲ୍‌ଡର ପୀୟୂଷ ମହାନ୍ତି

ସାଧାରଣ ନିର୍ବାଚନ ଆସୁଥିବାବେଳେ ଅନେକ ନେତା ଦଳ ବଦଲାଉଛନ୍ତି। ସେହିଭଳି ଆଜି ବିଜେପିରେ ଯୋଗଦେଲେ ବିଲ୍‌ଡର ପୀୟୂଷ ମହାନ୍ତି। ଆଜି ବିଜେପି ରାଜ୍ୟ ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ପୀୟୂଷ। ସୂଚନା ଅନୁଯାୟୀ ମିଶ୍ରଣ ପର୍ବରେ ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ।