Tag: Passes away

Arttatran Mishra Passes Away: ବରିଷ୍ଠ କଳାକାର ଆର୍ତ୍ତତ୍ରାଣ ମିଶ୍ରଙ୍କ ପରଲୋକ

ଓଡ଼ିଶାର ଜଣାଶୁଣା ବରିଷ୍ଠ କଳାକାର ଆର୍ତ୍ତତ୍ରାଣ ମିଶ୍ରଙ୍କର ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୨ ତାରିଖରେ ଗଣିଆ କିଶୋରପ୍ରସାଦ ନିକଟରେ ଘଟିଥିବା ଏକ…

Jharkhand Higher Education Minister Passes Away: ଝାଡ଼ଖଣ୍ଡ ଉଚ୍ଚଶିକ୍ଷା ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁଙ୍କ ପରଲୋକ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଛା (JMM) ର ବରିଷ୍ଠ ନେତା ତଥା ଝାଡ଼ଖଣ୍ଡର ଉଚ୍ଚ ଓ ବୈଷୟିକ ଶିକ୍ଷା, ନଗର ଉନ୍ନୟନ, ପର୍ଯ୍ୟଟନ, କଳା, ସଂସ୍କୃତି, କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁଙ୍କର ହୃଦଘାତ ଯୋଗୁଁ ପରଲୋକ ହୋଇଯାଇଛି।…

Odisha IPS Shefeen Ahamed K Passes Away: ବରିଷ୍ଠ ଆଇପିଏସ ଅଫିସର ଶେଫିନ ଅହମ୍ମଦ କେ.ଙ୍କ ପରଲୋକ

ଓଡ଼ିଶା କ୍ୟାଡରର ୨୦୦୩ ବ୍ୟାଚ୍‌ର ବରିଷ୍ଠ ଆଇପିଏସ ଅଫିସର ଶେଫିନ ଅହମ୍ମଦ କେ. ଙ୍କର ଦେହାନ୍ତ ହୋଇଛି । ତିରୁବନନ୍ତପୁରମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କେରଳର ମୂଳ ବାସିନ୍ଦା ଶେଫିନ…

Konda Babu Passes Away: ବିଜେପି ନେତା କୋଣ୍ଡାବାବୁଙ୍କ ପରଲୋକ

ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ୱାଇ ଭେଙ୍କଟେଶ୍ବର ରାଓ (କୋଣ୍ଡାବାବୁ)ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସୂଚନା ଅନୁଯାୟୀ; କୋଣ୍ଡାବାବୁ ଗୁରୁବାର ରାତିରେ ଘରେ ଖାଇ ସାରିବା ପରେ ଛାତ…

Former Padampur MLA Passes Away: ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ

ପଦ୍ମପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସତ୍ୟ ଭୂଷଣ ସାହୁଙ୍କର ଦେହାନ୍ତ ହୋଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ୭୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଗଭୀର…

CM Majhi Mourns Death of Veteran Singer Pranab Patnaik: କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ; ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଆ ସଙ୍ଗୀତ ଜଗତର କାଳଜୟୀ ଗାୟକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ସମଗ୍ର ଓଡ଼ିଶାରେ ଗଭୀର ଶୋକର ଛାୟା ଖେଳିଯାଇଛି। ତାଙ୍କର ଅକାଳ ବିୟୋଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ…

Veteran Odia Singer Pranab Patnaik Passes Away: ଆରପାରିରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

ଓଡ଼ିଆ ସଙ୍ଗୀତ ଜଗତର ଅନ୍ୟତମ ବରିଷ୍ଠ ଓ ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ତାଙ୍କର ବିୟୋଗରେ ଓଡ଼ିଶାର କଳା,…

Former Lanjigada MLA Passes Away: ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ

ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଶିବାଜୀ ମାଝୀ ଦୀର୍ଘଦିନ ଧରି ଅସୁସ୍ଥତା ଅନୁଭବ କରୁଥିଲେ। ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଓ ସ୍ଥାନୀୟ…

Jagadish Chandra Kanungo Passes Away: ବିଶିଷ୍ଟ ଚିତ୍ରଶିଳ୍ପୀ ଜଗଦୀଶ କାନୁନଗୋଙ୍କ ପରଲୋକ

ଓଡ଼ିଶାର କଳା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି। ଓଡ଼ିଶାର ଜଣେ ପ୍ରତିଷ୍ଠିତ ଆଧୁନିକ କଳାକାର, ସମ୍ପାଦକ ଏବଂ କଳା ସମୀକ୍ଷକ ଭାବେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ…

Pradeep Rawat Passed Away: ବିଶିଷ୍ଟ ଅଭିନେତା ପ୍ରଦୀପ ସିଂହ ରାୱତଙ୍କ ପରଲୋକ

ପ୍ରସିଦ୍ଧ ଭାରତୀୟ ଅଭିନେତା ପ୍ରଦୀପ ସିଂହ ରାୱତଙ୍କ ୭୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ରକ୍ତ କର୍କଟ (ବ୍ଲଡ୍ କ୍ୟାନ୍ସର) ରୋଗରେ ପୀଡ଼ିତ ଥିଲେ ଏବଂ ଆଜି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରଦୀପ ରାୱତ ହିନ୍ଦୀ,…