Tag: Pakistan

ଭାରତର ଏୟାରଷ୍ଟ୍ରାଇକ ପରେ LoCରେ ପାକିସ୍ତାନର ଗୁଳିମାଡ଼; ୧୦ ନାଗରିକଙ୍କ ମୃତ୍ୟୁ, ୩୮ ଆହତ

ଅପରେସନ ସିନ୍ଦୂର ପରେ ଉତ୍ତେଜିତ ହୋଇ ଏଲଓସିରେ ଗୁଳିମାଡ଼ କରୁଛି ପାକିସ୍ତାନ । ଖାଲି ହେଉଛି ଏଲଓସି ଅଞ୍ଚଳରେ ଥିବା ଗାଁରେ ଗୁଳିମାଡ଼ କରିଛି ପାକିସ୍ତାନ । ଜାମ୍ମୁ ଓ କାଶ୍ମୀରର ପୁଞ୍ଚରେ ହୋଇଥିବା ପାକିସ୍ତାନର ଗୁଳିମାଡ଼ରେ ୧୦ ନାଗରିକଙ୍କ ମୃତ୍ୟୁ…

ପାକିସ୍ତାନରୁ ସମସ୍ତ ଆମଦାନୀ, ରପ୍ତାନୀ ବ୍ୟାନ୍‌ କଲା ଭାରତ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଗୋଟେ ପରେ ଗୋଟେ ଝଟକା ଦେଉଛି ଭାରତ । ଭାରତ ପକ୍ଷରୁ ପାକିସ୍ତାନରୁ ସମସ୍ତ ପ୍ରକାରର ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀ ବ୍ୟାନ୍ କରିଛନ୍ତି ଭାରତ ସରକାର । ଏନେଇ ବାଣିଜ୍ୟ…

ଭାରତ ଝେଲମ ନଦୀ ପାଣି ଛାଡ଼ିବା ପରେ ପାକିସ୍ତାନରେ ବନ୍ୟା ସ୍ଥିତି; ଭାରତକୁ ଦାୟୀ କଲା ପାକିସ୍ତାନ

ପହଲଗାମ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାକୁ ଲାଗିଛି। ଝେଲମ ନଦୀ ପାଣି ଭାରତ ଛାଡିଦେବାକୁ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନର ଛକୋଟି ବୋର୍ଡରରୁ ମୁଜାଫରବାଦ ପର୍ଯ୍ୟନ୍ତ ଅଞ୍ଚଳ ଜଳମଗ୍ନ ହୋଇଯାଇଛି ।…

ୱାଘା ସୀମା- ଆକାଶ ମାର୍ଗ ବନ୍ଦ କରିବା ସହ ୧୯୭୨ ସିମ୍‌ଲା ଶାନ୍ତି ଚୁକ୍ତି ବାତିଲ୍ କଲା ପାକିସ୍ତାନ

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଚରମରେ ପହଞ୍ଚିଛି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ। ପାକିସ୍ତାନ ନାଗରିକଙ୍କ ପାଇଁ ଭିସା…

ପାକିସ୍ତାନୀଙ୍କୁ ଭାରତ ମନା, ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ବାତିଲ

ପହଲଗାମ୍‌ ନରସଂହାର ଘଟଣାକୁ ନେଇ ଦେଶ ସ୍ତବ୍ଧ ପାଲଟି ଯାଇଥିବାବେଳେ ଆଜି ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ନେଇଛି । ଦୁଇ ଦେଶ ମଧ୍ୟରେ ସ୍ଵାକ୍ଷରିତ ସିନ୍ଧୁଜଳ ଚୁକ୍ତିକୁ ରଦ୍ଦ କରାଯାଇଛି । ଭାରତରେ ରହୁଥିବା ସମସ୍ତ ପାକିସ୍ତାନୀ…

ପାକିସ୍ତାନରେ ଟ୍ରେନ ଅପହରଣ; ଶତାଧିକ ଯାତ୍ରୀ ବନ୍ଧକ

ପାକିସ୍ତାନରେ ଟ୍ରେନ ଅପହରଣ । ରେଳ ଧାରଣାରେ ବିସ୍ଫୋରଣ କରି ଟ୍ରେନ ଅପହରଣ କରାଯାଇଥିବା ସୂଚନା । ବଲୋଚ ଆତଙ୍କବାଦୀ ସଂଗଠନ ୪୦୦ ଯାତ୍ରୀ ଥିବା ଟ୍ରେନ୍‌କୁ କବ୍ଜା କରି ନେଇ ୧୦୦ରୁ ଅଧିକ ସେନଙ୍କୁ ବନ୍ଧକ ରଖିଥିବା ଜଣାପଡିଛି। ଏହା…

ପାକିସ୍ତାନ ସେନା ଗାଡ଼ି ଉପରେ ଆତ୍ମଘାତୀ ହମଲା: ୪୭ ମୃତ

ପାକିସ୍ତାନ ସେନା ଗାଡ଼ି ଉପରେ ଆତ୍ମଘାତୀ ହମଲା । ଆତ୍ମଘାତୀ ବିସ୍ଫୋରଣରେ ୪୭ ମୃତ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ବେଲୁଚିସ୍ତାନର ତୁର୍ବତ୍ତ ନିକଟରେ ଏହି ବିସ୍ଫୋରଣ ହୋଇଛି । ଏହି ଆତ୍ମଘାତୀ ହମଲା ଖବର ପାଇ…

ପ୍ରକାଶ ପାଇଲା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ କାର୍ଯ୍ୟସୂଚୀ; ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ ଭାରତ

ଆସନ୍ତା ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଆଇସିସି ସୋମବାର ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ଘୋଷଣା କରିଛି । ଫେବୃଆରୀ ୧୯ ରୁ ଏହି ଟୁର୍ନାମେଣ୍ଟ ପାକିସ୍ତାନର କରାଚିରେ ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୯…

କ୍ୱେଟା ରେଳ ଷ୍ଟେସନରେ ବିସ୍ଫୋରଣ: ୨୪ ମୃତ, ୪୦ରୁ ଅଧିକ ଆହତ

ଆଜି ପାକିସ୍ତାନର ବଲୁଚିସ୍ତାନରେଥିବା କ୍ୱେଟା ରେଳ ଷ୍ଟେସନରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ଘଟିବା ମାତ୍ରେ ରେଳ ଷ୍ଟେସନରେ ଧାଁ ଧୌଡ ଆରମ୍ଭ…

ଦୁଇଦିନିଆ ପାକିସ୍ତାନ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ଆଜି ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଅକ୍ଟୋବର ୧୫ ଏବଂ ୧୬ରେ ଇସଲାମବାଦରେ ଆୟୋଜିତ ହେବାକୁ ଥିବା ସଙ୍ଘାଇ ସମ୍ମିଳନୀର ବାର୍ଷିକ ବୈଠକରେ ଯୋଗଦେବାକୁ ସେ ପାକିସ୍ତାନ ଗସ୍ତ କରିବେ। ପ୍ରତିବର୍ଷ ଏସ୍ ସିଓ (ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ)ର…