ତାଜା ଖବର ରାଜ୍ୟ Odisha Climate Suits Orangutans: ଉଦ୍ଧାର ଓରାଙ୍ଗୁଟାନଙ୍କୁ ସୁହାଉଛି ଓଡ଼ିଶାର ଜଳବାୟୁ, ଖୁବଶୀଘ୍ର ହେବ ଡିଏନ୍ଏ ଟେଷ୍ଟ: ଗଣେଶ ରାମ ସିଂ ଖୁଣ୍ଟିଆ September 30, 2026 Papirani ଉଦ୍ଧାର ହୋଇଥିବା ଓରାଙ୍ଗୁଟାନମାନେ ଓଡ଼ିଶାର ଜଳବାୟୁ ସହିତ ଭଲ ଭାବରେ ଖାପଖୁଆଇ ନେଉଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଆଜି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।…
ତାଜା ଖବର ରାଜ୍ୟ Anemia Detected in Orangutans: ଉଦ୍ଧାର ଓରାଙ୍ଗଉଟାନଙ୍କଠାରେ ଦେଖାଦେଲା ରକ୍ତହୀନତା September 16, 2026 Papirani ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଥିବା ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପ୍ରାଣୀଉଦ୍ୟାନରେ ରହୁଥିବା ଓରାଙ୍ଗଉଟାନମାନଙ୍କଠାରେ ରକ୍ତହୀନତା ସମସ୍ୟା ଦେଖାଦେଇଥିବା ଚିହ୍ନଟ ହୋଇଛି। ଚିହ୍ନଟ ହୋଇଥିବା ଓରାଂଉଟାନ୍ଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ଅନ୍ୟ…
ତାଜା ଖବର ରାଜ୍ୟ Health Check-Up of The Rescued Orangutans: ନନ୍ଦନକାନନରେ ୫ ଓରାଂଓଟାନ୍ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ ୨ ବିଶେଷଜ୍ଞ ଦଳ September 16, 2026 Papirani ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଥିବା ୫ଟି କୋମଳମତି ଓରାଂଓଟାନ୍ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓ ସାମଗ୍ରିକ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ ୨ ଜଣିଆ ବୈଷୟିକ ବିଶେଷଜ୍ଞ ଦଳ ହ୍ୟାଣ୍ଡ-ରିଅରିଂ ସେଣ୍ଟର ଗସ୍ତ କରି ସମୀକ୍ଷା କରିଛନ୍ତି। ମହୀଶୂର ଚିଡ଼ିଆଖାନର ୨ ବିଶେଷଜ୍ଞଙ୍କ…
ତାଜା ଖବର ରାଜ୍ୟ Nandankanan Plans Open-Air Exposure For Orangutans: ନନ୍ଦନକାନନରେ ଓପନ୍ ଏନ୍କ୍ଲୋଜରକୁ ଯାଇପାରନ୍ତି ୫ ଓରାଙ୍ଗଉଟାନ୍ September 15, 2026 Papirani ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରହୁଥିବା ୫ଟି ଓରାଙ୍ଗଉଟାନ୍ଙ୍କୁ କାଚ ଘରୁ ବାହାର କରି ଓପନ୍ ଏନ୍କ୍ଲୋଜରକୁ ସ୍ଥାନାନ୍ତର କରିବା ପାଇଁ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଛନ୍ତି। ଏହି ବିରଳ ପ୍ରାଣୀମାନଙ୍କୁ ନୂଆ ପରିବେଶ ସହ ଖାପ ଖୁଆଇବା ପାଇଁ ପ୍ରଥମେ କ୍ୱାରେଣ୍ଟାଇନ୍ରେ ରଖାଯିବ।…
ତାଜା ଖବର ରାଜ୍ୟ Orangutans Rescued In Odisha: ଶିଶୁ ଓରାଙ୍ଗଉଟାନ୍ ଜବତ ଘଟଣା: ମିଜୋରାମରେ ମାସେ ରହିବା ପରେ ଶାବକଙ୍କୁ ଓଡ଼ିଶା ଅଣାଯାଇଥିଲା ସୂଚନା September 11, 2026 Papirani ବାଲେଶ୍ୱରରେ ୫ଟି ଦୁର୍ଲଭ ଓରାଙ୍ଗଉଟାନ୍ ଶାବକ ଉଦ୍ଧାର ହେବା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ଚୋରା ଚାଲାଣକାରୀ ଦଳ ଦକ୍ଷିଣ-ପୂର୍ବ ଏସିଆରୁ ଏହି ବିରଳ ବନ୍ୟପ୍ରାଣୀଗୁଡ଼ିକୁ ସମୁଦ୍ର ଓ ସ୍ଥଳପଥ ଦେଇ ଭାରତକୁ ଆଣିଥିବା ପ୍ରାଥମିକ ତଦନ୍ତରୁ…
ତାଜା ଖବର ରାଜ୍ୟ Indonesia Seeks Repatriation of 5 Orangutans Rescued in Odisha September 11, 2026 Nirvay The Indonesian Government has written to the Indian authorities seeking the repatriation of five baby orangutans rescued from Baleshwar in Odisha. The five orangutans are currently being cared for at…
ତାଜା ଖବର ରାଜ୍ୟ Orangutans shifted to Nandankanan Zoo: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ September 9, 2026 Papirani ରାଜଧାନୀ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୫ଟି ବିରଳ ଓରାଙ୍ଗଉଟାନ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ର ଏକ ଜଙ୍ଗଲରୁ ଉଦ୍ଧାର ହେବା ପରେ ଏହି ବନ୍ୟପ୍ରାଣୀମାନଙ୍କୁ ନନ୍ଦନକାନନ ଅଣାଯାଇଛି। ଜଙ୍ଗଲ ମଧ୍ୟରେ ଏହି ବିରଳ ପ୍ରଜାତିର ଜୀବମାନଙ୍କୁ ଦେଖିବା ପରେ…