Tag: OPSC

OPSC OCS Notification: ୧୫୧ଟି ଅଧିକ ପଦବୀ ପୂରଣ ପାଇଁ ଓପିଏସସିକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନିକଟରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା । ହେଲେ ଏଥିରେ ଓଏଏସ୍, ଓଆର୍‌ଏସ୍ ଆଦି କେତେକ କ୍ୟାଡରରେ ଆଦୌ ପଦବୀ ନଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବାର ଖବର…

ପ୍ରକାଶ ପାଇଲା ଓପିଏସ୍‌ସି ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ । ଓପିଏସ୍‌ସି ର ଫଳାଫଳ ଆଜି ପ୍ରକାଶିତ ହୋଇଅଛି । ମୋଟ୍ ୩୮୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ। ଏଥର ଟପ୍ ଟେନ୍‌ରେ ବାଜି ମାରିଛନ୍ତି ପୁଅ । ପ୍ରିୟାଂଶୁ ପାଲ ଓଏଏସ୍‌…

ପ୍ରକାଶ ପାଇଲା ୨୦୨୩ OCS ଲିଖିତ ପରୀକ୍ଷା ଫଳ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) -୨୦୨୩ ର ମୁଖ୍ୟ ଲିଖିତ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ଓସିଏସ୍ ମେନ ପରୀକ୍ଷା ଫଳରେ ମୋଟ ୮୦୬ ଜଣ କୃତକାର୍ଯ୍ୟ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରେ…

ଓପିଏସ୍‌ସି ଓ ଓଏସ୍‌ଏସ୍‌ସିର ନୂତନ ସଦସ୍ୟ ଭାବେ ୪ ଜଣଙ୍କୁ ମିଳିଲା ନିଯୁକ୍ତି

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଓ ଓଡ଼ିଶା ଷ୍ଟାପ ସିଲେକ୍ସନ କମିଶନର (ଓଏସ୍‌ଏସ୍‌ସି)ରେ ଦୁଇଜଣ ଲେଖାଏଁ ସଦସ୍ୟଙ୍କୁ ସାମିଲ କରାଯାଇଛି। ପ୍ରଫେସର ମିହିର ପ୍ରସାଦ ମିଶ୍ର ହେଲେ ଓପିଏସ୍‌ସିର ନୂଆ ସଦସ୍ୟ । ପୁରୀ ଏସ୍‌ସିଏସ୍‌ କଲେଜର ଅଧ୍ୟକ୍ଷ ଅଛନ୍ତି ମିହିର…

SDIPRO ନିଯୁକ୍ତି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ; ମିଳିବ ୬ ମାର୍କ ଗ୍ରେସ୍‌

SDIPRO (OIS-II) ନିଯୁକ୍ତି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗକୁ ନେଇ ଓପିଏସ୍‌ସି ପକ୍ଷରୁ ଜାରି ହେଲା ବିଜ୍ଞପ୍ତି । ସମସ୍ତ ପରୀକ୍ଷାର୍ଥୀଙ୍କୁ ୬ ମାର୍କ ଗ୍ରେସ୍‌ ଦେବାକୁ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ଣ୍ଣ ମାର୍କ ୧୦୦ ବଦଳରେ ୯୪ ମାର୍କର…

OPSC /SSC ପ୍ରଶ୍ନପତ୍ର ବିଭ୍ରାଟ ଘଟଣା; ଯିଏ ଦୋଷୀ ତାକୁ ଛଡ଼ା ଯିବନି: ସୂର୍ଯ୍ୟବଂଶୀ ସୂରଜ

ଗୋଟିଏ ଦିନରେ ୨ଟି ବଡ଼ ପରୀକ୍ଷା OPSC /SSCରେ ତ୍ରୁଟି ସାମ୍ନାକୁ ଆସିବା ପରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ ହେବ । ଯିଏ…

ପ୍ରକାଶ ପାଇଲା ଓଜେଏସ ରେଜଲ୍ଟ, ବାଜି ମାରିନେଲେ ଝିଅ

ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍‌) ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଓଜେଏସ୍‌-୨୦୨୩ ପରୀକ୍ଷାରେ ବାଜି ମାରିନେଲେ ଝିଅ । ଏହି ପରୀକ୍ଷାରେ ପୁଅଙ୍କ ଅପେକ୍ଷା ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି ।…

ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ଫଳ; ୪୭୯୯ ଉତ୍ତୀର୍ଣ୍ଣ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍‌ ପରୀକ୍ଷା-୨୦୨୩ ଆଜି ପ୍ରକାଶିତ ହୋଇଛି । ୧୫୭୩ ଜଣ ମହିଳାଙ୍କ ସମେତ ମୋଟ ୪୭୯୯ ଜଣ ପରୀକ୍ଷାର୍ଥୀ ମେନ୍ ପରୀକ୍ଷା ପାଇଁ କୃତକାର୍ଯ୍ୟ ହୋଇଛନ୍ତି । ସୂଚନା…

ଜୟପୁରରେ ହେବ OPSCର ପରୀକ୍ଷା ଜୋନ୍‌

ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଏକ ଖୁସି ଖବର । ଜୟପୁରରେ OPSCର ନୂଆ ପରୀକ୍ଷା ଜୋନ୍‌ ନେଇ ସୂଚନା ଜାରି ହୋଇଛି । ଲିଖିତ ପରୀକ୍ଷା ପାଇଁ ଜୟପୁରରେ ନୂଆ ଜୋନ୍‌ ନେଇ OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି…

ସରକାରୀ ଚାକିରି ନିଯୁକ୍ତି ପରୀକ୍ଷା ରେ ଅନିୟମିତତା କଲେ ୫ବର୍ଷ ଜେଲ ଓ ୧୦ଲକ୍ଷ ଜୋରିମାନା

ଓଡ଼ିଶାରେ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ଆୟୋଜିତ ସାର୍ବଜନୀନ ପରୀକ୍ଷା ରେ ଜାଲିଆତି, ଠକେଇ, ପରୀକ୍ଷା ପ୍ରକ୍ରିୟାରେ ବବ୍ୟାଘାତ ସୃଷ୍ଟି କରିବା, ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା ସମ୍ବନ୍ଧୀୟ ସୂଚନା ଲିକ୍ କରିବା, ପରୀକ୍ଷା ହଲରେ ଅନଧିକୃତ ପ୍ରବେଶ ଏବଂ ଅନ୍ୟ ନିୟମ…