Tag: omfed

Omfed Hikes Milk Price: ବଢିଲା ଓମ୍‌ଫେଡ୍ କ୍ଷୀର ଦର; ଲିଟର୍ ପିଛା ୪ ଟଙ୍କା ବୃଦ୍ଧି

ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଂଘ ସାରା ଓଡ଼ିଶାରେ କ୍ଷୀର ମୂଲ୍ୟ ପ୍ରତି ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛି । ବିଭିନ୍ନ ବର୍ଗରେ ପ୍ରାୟ ୪ ଟଙ୍କା ଲେଖାଏଁ ଦର…

ଆନ୍ଦୋଳନକୁ ଓହ୍ଲାଇଲେ ଓମଫେଡ୍ ଗାଡ଼ି ଡ୍ରାଇଭର; ବଜାରରେ କ୍ଷୀର ଯୋଗାଣ ସମ୍ପୂର୍ଣ୍ଣ ଠପ୍

ଡ୍ରାଇଭରଙ୍କ ଗିରଫଦାରୀକୁ ବିରୋଧ କରି ନରାଜ୍ ଓମଫେଡ୍ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେଣୁ କଟକ-ଭୁବନେଶ୍ୱରରେ ଓମଫେଡ୍ କ୍ଷୀର ଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସୂଚନା ଯୋଗ୍ୟ ଗତ ରବିବାର ଜଣେ ଓମଫେଡ୍ ଡ୍ରାଇଭରଙ୍କ ଗାଡ଼ିରୁ ୧୦୦ ଲିଟରରୁ ଅଧିକ…

ରାଜ୍ୟରେ କଡାକଡି ହେବ ଗୋଚାଲାଣ ଆଇନ ଓ ପ୍ରତି ବ୍ଲକରେ ଖୋଲାଯିବ ଓମ୍‌ଫେଡ୍ ଷ୍ଟଲ

ଗୋଚାଲାଣକୁ ନେଇ କଠୋର ଆଇନ ଆପଣେଇଛନ୍ତି ରାଜ୍ୟ ସରକାର । ଗୋ ଚାଲାଣ, ଗୋ ହତ୍ୟାକାରୀଙ୍କ ବିରୋଧରେ କଠୋର ଭାବେ ଆଇନ କଡ଼ାକଡ଼ି ହେବ ବୋଲି ସୂଚନା ଦେଇଛିମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସେ କହିଛନ୍ତି ରାଜ୍ୟରେ…

ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ

ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ । ମହାପ୍ରସାଦ ପ୍ରସ୍ତୁତି ଏବଂ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ନିଆଗଲା ନିଷ୍ପତ୍ତି । ଏଥିନିମନ୍ତେ ସଂପୃକ୍ତ ନିଯୋଗ ଗୁଡ଼ିକ ସହ ମଧ୍ୟ ଆଲୋଚନା ବେଳେ ସହମତି ପ୍ରକାଶ ପାଇବା…

ଭୁବନେଶ୍ୱରରେ ଖୋଲିବ ଓମଫେଡ୍ ଭେଣ୍ଡିଂ ମେସିନ୍

ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ଫେଡେରେସନ୍ (ଓମଫେଡ୍) ଖୁବ୍‌ଶୀଘ୍ର ରାଜଧାନୀରେ ନିଜର ଭେଣ୍ଡିଂ ମେସିନ୍ ଆରମ୍ଭ କରିବାକୁ ଯାଉଛି । ଯାହା ଗ୍ରାହକଙ୍କୁ ଡିଜିଟାଲ୍ ପେମେଣ୍ଟ ପଦ୍ଧତି ମାଧ୍ୟମରେ ଏହାର ଉତ୍ପାଦ କ୍ରୟ କରିବାକୁ ଅନୁମତି ଦେବ ବୋଲି ସୂଚନା…