ରାଜ୍ୟ ମୋ ବସ୍ ଧକ୍କାରେ ୨ ଯୁବତୀ ଗୁରୁତର, କେବେ ମିଳିବ ମୋ ବସ୍ ଦୁର୍ଘଟଣାରୁ ତ୍ରାହି? February 6, 2025 Nirvay ମୋ ବସ୍ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ମୋ ବସ୍ ଧକ୍କାରେ ନାବଳିକାଙ୍କ ଜୀବନ ଚାଲିଯିବା ଘଟଣାକୁ ୨ ଦିନ ବିତିଥିବା ବେଳେ ପୁଣି ଦୁର୍ଘଟଣା ଘଟାଇଛି ମୋ ବସ୍ । ଚନ୍ଦ୍ରଶେଖରପୁର ବିଡିଏ ଛକରେ ଧକ୍କା ଦେଇଛି…
ରାଜ୍ୟ ଡମ୍ବରୁ ଧରି ଖଣ୍ଡଗିରି ମେଳାରେ ରାଣୀ ପ୍ରିୟଦର୍ଶିନୀ; ଘଉଡାଇଲେ ସାଧୁ February 6, 2025 Nirvay ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ। ଦୟା ନଦୀରେ ବୁଡ଼ ପକାଇ, ଡମ୍ବରୁ ଧରି ଗେରୁଆ ବସ୍ତ୍ର ପିନ୍ଧି, ଟିକା ତିଳକ ମାରି, ହର୍ ହର୍ ମହାଦେବ କହି ଖଣ୍ଡଗିରି ମେଳାରେ ନାଗା ସାଧୁଙ୍କ ଆଶୀର୍ବାଦ ନେବାକୁ ଯାଇ ତଡ଼ା…
ତାଜା ଖବର ରାଜ୍ୟ ବଦଳିବ ଭୂମିହୀନଙ୍କ ସଂଜ୍ଞା: ସୁରେଶ ପୂଜାରୀ February 6, 2025 Papirani ବଦଳିବ ଭୂମିହୀନଙ୍କ ସଂଜ୍ଞା । ଜାଗା ସରକାର ଦେବେ ବୋଲି ଆଜି କହିଛନ୍ତି ମନ୍ତ୍ରୀ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ସେଟଲମେଣ୍ଟ ଆକ୍ଟ ଅନୁଯାୟୀ ଜାଗା ମିଳିବ । ଉତ୍ତରାଧିକାରୀ ସୂତ୍ରରୁ ୪ ଡିସିମିଲରୁ କମ୍ ଥିଲେ…
ତାଜା ଖବର ରାଜ୍ୟ ଚଳିତ ବର୍ଷ ହୋଇପାରିବ ନାହିଁ ମାଟ୍ରିକ ପ୍ରଶ୍ନପତ୍ର ଲିକ୍; ଜାଣନ୍ତୁ କଣ ନିଆଯାଇଛି ପଦକ୍ଷେପ February 6, 2025 Papirani ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ଏହା ପୂର୍ବରୁ ଆଜି ବୋର୍ଡ ପକ୍ଷରୁ ପ୍ରେସମିଟ୍ କରାଯାଇଛି । ସାମ୍ୱାଦିକ ସମ୍ମିଳନୀରେ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା…
ତାଜା ଖବର ରାଜ୍ୟ ଲୋକଙ୍କ ସମସ୍ୟା ତ୍ବରିତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଲେ ସିଏମ୍ଓ February 6, 2025 Papirani ଜନଶୁଣାଣିର ଅଭିଯୋଗ ତୁରନ୍ତ ସମାଧାନ କରିବାକୁ ସିଏମ୍ଓରୁ ଚିଠି । ସିଏମ୍ଓ ପକ୍ଷରୁ ମୁଖ୍ୟ ଶାସନ ସଚିବ, ପୋଲିସ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିବା ସୂଚନା । ଅଭିଯୋଗ ପତ୍ର ଗୁଡ଼ିକର ତ୍ବରିତ ସମାଧାନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।…
ତାଜା ଖବର ରାଜ୍ୟ ଫେବ୍ରୁଆରି ୧୦ରୁ ହେବ ଜୋର୍ଦାର୍ ହେବ ଗାଡି ଚେକିଂ February 6, 2025 Papirani ଫେବ୍ରୁଆରି ୧୦ରୁ ହେବ ରାଜ୍ୟରେ ଜୋର୍ଦାର୍ ହେବ ଗାଡି ଚେକିଂ। ଏନେଇ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ। ସୂଚନା ଅନୁଯାୟୀ, ଗାଡ଼ି କାଚରେ କଳାଜରି, ଉଚ୍ଚ ଶବ୍ଦରେ ହର୍ଣ୍ଣ ଥିଲେ କଡ଼ା ଆକ୍ସନ ନିଆଯିବ। ଗାଡ଼ିର ଆଗ ଓ ପଛକାଚ ଦେଇ…
ରାଜ୍ୟ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଷୋଡ଼ଶ ଅର୍ଥ କମିଶନ February 5, 2025 Nirvay ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ଓଡିଶା ଗସ୍ତରେ ଆସିଥିବା ୧୫ ଜଣିଆ ପ୍ରତିନିଧି ଦଳ ଆଜି ଦ୍ଵିତୀୟ ଦିନରେ ପୁରୀଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ପୁରୀ ରାଜଭବନରେ ପୁରୀ ପୌର ପାଳିକା…
ତାଜା ଖବର ରାଜ୍ୟ ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: କମିଶନଙ୍କ ତଦନ୍ତ ଶେଷ February 5, 2025 Papirani ବହୁଚର୍ଚ୍ଚିତ ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ଦିଆଯାଇଥିବା ନିର୍ଯାତନା ମାମଲାରେ କମିଶନଙ୍କ ତଦନ୍ତ ଶେଷ ହୋଇଛି। ଏ ନେଇ ଆଜି ସୂଚନା ଦେଇଛନ୍ତି ଜଷ୍ଟିସ ସି.ଆର ଦାଶ କମିଶନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି । ସେ କହିଛନ୍ତି ସମସ୍ତ ସାକ୍ଷ୍ୟ…
ତାଜା ଖବର ରାଜ୍ୟ ଇଓଡବ୍ଲ୍ୟୁ ଦ୍ୱାରା ଠକ ଦମ୍ପତ୍ତି ଗିରଫ February 5, 2025 Papirani ଭୁବନେଶ୍ୱରରୁ ଠକ ଦମ୍ପତ୍ତି ଗିରଫ । ଠକେଇ ଅଭିଯୋଗରେ ଇଓଡବ୍ଲ୍ୟୁ ଦ୍ୱାରା ଦମ୍ପତ୍ତି ଗିରଫ ହୋଇଛନ୍ତି । ଜାଲ ଡକ୍ୟୁମେଣ୍ଟ ଦେଇ ଲୋନ ନେବା ଅଭିଯୋଗରେ ଦମ୍ପତ୍ତି ଗିରଫ କରାଯାଇଥିବା ସୂଚନା ମିଳିଛି । ପଟିଆ ସୀତାନାଥ ରେସିଡେନ୍ସିରେ ରହୁଥିବା ଦମ୍ପତ୍ତି…
ଖେଳ ତାଜା ଖବର ରାଜ୍ୟ ଇଣ୍ତିଆ-ଇଂଲଣ୍ଡ ମ୍ୟାଚର ଟିକେଟ୍ ଲାଗି ଅସମ୍ଭାଳ ଭିଡ଼; ଦଳାଚକଟା ପରସ୍ଥିତି February 5, 2025 Papirani ଇଣ୍ତିଆ-ଇଂଲଣ୍ଡ ମ୍ୟାଚର ଟିକେଟ୍ ଲାଗି ଠେଲା ପେଲା ଧସ୍ତାଧସ୍ତି ପରସ୍ଥିତି। ବାରବାଟୀ ମ୍ୟାଚ ପାଇଁ ଟିକେଟ୍ କାଉଣ୍ଟରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ପରିସ୍ଥିତି ଏଭଳି ହୋଇଛି ଯେ ସେଠାରେ ଅନେକ ଯୁବକ ଅଚେତ୍ ହୋଇଯାଇଛନ୍ତି । ଭିଡ଼ ସାଙ୍ଗକୁ ଗୁଳୁଗୁଳି…