Tag: Odisha

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ଉପାୟ…

‘ଭୋଟ୍‌ ଚୋରି’ ପ୍ରସଙ୍ଗକୁ ନେଇ ୧୪ ରେ କଂଗ୍ରେସର ମଶାଲ ଶୋଭାଯାତ୍ରା

‘ଭୋଟ୍‌ ଚୋରି’ ପ୍ରସଙ୍ଗକୁ ନେଇ ୧୪ ରେ କଂଗ୍ରେସର ‘ଭୋଟ୍ ଚୋର୍ ଗାଦି ଛୋଡ଼୍’ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବ । କଂଗ୍ରେସର ସର୍ବମାନ୍ୟ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗତ ୭ ତାରିଖ ଦିଲ୍ଲୀଠାରେ…

୨୨ ତାରିଖକୁ ଘୁଞ୍ଚିଲା ବାଲେଶ୍ୱରରେ କଂଗ୍ରେସ ପକ୍ଷରୁ ହେବାକୁଥିବା ‘ନାରୀ ନ୍ୟାୟ ଯାତ୍ରା’

ନିକଟ ଅତୀତରେ ଓଡ଼ିଶାରେ ଦିବଂଗତା ସୌମ୍ୟାଶ୍ରୀଙ୍କ ସମେତ ନାରୀ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ ଆସନ୍ତା ୧୪ ତାରିଖରେ ବାଲେଶ୍ୱରରେ ପିସିସି ପକ୍ଷରୁ ହେବାକୁଥିବା ନାରୀ ନ୍ୟାୟ ପଦଯାତ୍ରା ଆସନ୍ତା ୨୨ ତାରିଖ ଶୁକ୍ରବାରକୁ ଘୁଞ୍ଚେଇ ଦିଆଯାଇଛି । ସେଦିନ…

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ

ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ । ୧୩ ତାରିଖରେ ଭୁବନେଶ୍ଵରରେ ପହଞ୍ଚିବେ ଭାଗବତ । କଟକ, ଭୁବନେଶ୍ଵରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ଗୌଡୀୟ ମିଶନ…

ବରଗଡ଼ ନାବାଳିକା ପୋଡ଼ି ମୃତ୍ୟୁ ଘଟଣାକୁ ନେଇ ପରିବାରକୁ ଭେଟିଛି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ

ବରଗଡ଼ ନାବାଳିକା ପୋଡ଼ି ମୃତ୍ୟୁ ଘଟଣାକୁ ନେଇ ଫିରିଙ୍ଗିମାଲ ଗାଁରେ ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ । ବରିଷ୍ଠ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ର ନେତୃତ୍ୱ ନେଇଥିଲେ…

ପେଟ ପାଇଁ ଦାଦନ ଯିବେ ଲକ୍ଷାଧିକ ଚାଷୀ

ବଲାଙ୍ଗିର ଜିଲ୍ଲାରେ ଚଳିତ ବର୍ଷ ନୂଆଁଖାଇ ପାଖେଇ ଆସୁଥିବା ବେଳେ ଅଭାବୀ ବର୍ଷା ଯୋଗୁଁ ଦାଦନମୁହାଁ ହେବେ ଚାଷୀ । ରାଜ୍ୟ ବାହାରର ଇଟା ଭାଟିରେ ଦାଦନ ଖଟାଇବାକୁ ଦାଦନ ଶ୍ରମିକ ଚାଲାଣ ପାଇଁ ଗାଁ ଗାଁରେ ବଇନା ବଣ୍ଟା ଆରମ୍ଭ…

କେଉଁ ମନ୍ତ୍ରୀ କେଉଁଠି କରିବେ ପତାକା ଉତ୍ତୋଳନ ? ତାହାକୁ ନେଇ ପ୍ରକାଶ ପାଇଲା ସୂଚୀ

ସାରା ଦେଶ ପାଳନ କରିବାକୁ ଯାଉଛି ୭୯ ତମ ସ୍ୱାଧୀନତା ଦିବସ । ଏଥିପାଇଁ ଚାରିଆଡ଼େ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି ସମୟରେ ଓଡ଼ିଶାରେ ସ୍ବାଧୀନତା ଦିବସରେ…

ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ AI କ୍ୟାମେରା

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ ହୋଇଛି । ଏହି ବୈଠକରେ ୧୦ଟି ଦିଗ ଉପରେ ଫୋକସ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । CMଙ୍କ ଅଫିସରୁ ଆସୁଥିବା UI ନୋଟ୍‌ର ତୁରନ୍ତ ଉତ୍ତର ସହ ପଦକ୍ଷେପ…

ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାକ୍ଷୀ ପୂର୍ଣ୍ଣିମାରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ରାଜନଗର ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ରାକ୍ଷୀ ପୂର୍ଣ୍ଣିମା ଦିନ ପିଉସା ଘରକୁ ଆସିଥିଲେ ଛାତ୍ରୀ । ଏହି…

ଅକ୍ଟୋବର ୨ ରୁ କଂଗ୍ରେସ କରିବ ସମ୍ବିଧାନ ବଞ୍ଚାଓ ଅଭିଯାନ

ସମ୍ବିଧାନ ବଞ୍ଚାଅ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ତଥା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୋଧରେ ସମ୍ବିଧାନ ବଞ୍ଚାଓ ଅଭିଯାନ କରିବ ଓଡିଶା କଂଗ୍ରେସ । ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ) ରୁ ଆରମ୍ଭ ହୋଇ ତିନିଟି ପର୍ଯ୍ୟାୟରେ…