Tag: Odisha

Medical Colleges & Hospitals In Odisha: ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ବୈଠକରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା…

National Farmers Day: ଧାନକିଣା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲା ବିଜେଡି

ଧାନ କିଣାକୁ ନେଇ ରାଜ୍ୟର ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ପ୍ରମିଳା…

Gold Price Hike: ଉପରମୁହାଁ ସୁନାଦର; ୧୦ ଗ୍ରାମ୍ ଦର ୨୪ ଶହ ଟଙ୍କା ବୃଦ୍ଧି

ଆଜି ପୁଣି ଉପରମୁହାଁ ସୁନାଦର । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ଦର ୨୪ ଶହ ଟଙ୍କା ବୃଦ୍ଧି ପାଇ ହେଲା ୧ ଲକ୍ଷ ୩୮ ହଜାର ୫ ଶହ ୫୦ ଟଙ୍କା । ୨୨ କ୍ୟାରେଟ୍ ୨୨ ଶହ…

Christmas And New Year Celebration: ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ୍‌

ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ହେବ କଡ଼ାକଡ଼ି କରାଯାଇଛି । ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ ରହିବେ । ବିଶେଷକରି ଜିରୋ ନାଇଟ୍ ସେଲିବ୍ରେସନ ସମୟରେ ଯେପରି କୌଣସି…

BJD Rajya Sabha Elections: ରାଜ୍ୟସଭା ନିର୍ବାଚନ ବେଳେ ବିଭାଜିତ ହୋଇପାରେ ବିଜଦ

ବଡ଼ ସଂକଟ ଘଡି ଭିତର ଦେଇ ଗତି କରୁଛି ବିଜୁ ଜନତା ଦଳ । କ୍ଷମତାରୁ ଯିବାର ଦୁଇବର୍ଷ ନପୁରୁଣୁ ବିଭାଜନର କଳାବାଦଲ ଘୋଟିଗଲାଣି ବିଜଦ ଆକାଶରେ । ଅନେକ ଦଳ ଭାଙ୍ଗି ନବୀନ ପଟନାୟକ ନିଜ ଦଳକୁ ସମୃଦ୍ଧ କରିଛନ୍ତି…

Farmer Protest: ନବରଙ୍ଗପୁରର ଝରିଗାଁରେ ଚାଷୀଙ୍କ ଅନନ୍ୟ ପ୍ରତିବାଦ

ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ଚାଷୀଙ୍କ ଅନନ୍ୟ ଦିବାରାତ୍ର ପ୍ରତିବାଦ। ଧାନ ଓ ମକା ଫସଲ କିଣିବାରେ ଜିଲ୍ଲା ପ୍ରଶାସନର ବିଫଳତାକୁ ନେଇ ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ ଏବଂ ଝରିଗାଁ ତିନିଟି ବ୍ଲକର ମିଳିତ ଚାଷୀ ସଂଘ ପକ୍ଷରୁ ଧାରଣା ଦିଆଯାଇଛି…

West Bengal Tourists Drown In Puri Sea: ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ; ପୁରୀ ସମୁଦ୍ରରେ ବୁଡ଼ିଗଲେ ୪ ବଙ୍ଗୀୟ ପର୍ଯ୍ୟଟକ

ପୁରୀ ସମୁଦ୍ରରେ ବୁଡ଼ିଗଲେ ୪ ବଙ୍ଗୀୟ ପର୍ଯ୍ୟଟକ । ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । ଉଦ୍ଧାର ସମସ୍ତ ପର୍ଯ୍ୟଟକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡ଼ିଛି । ଚୈତନ୍ୟ ଛକ ସମ୍ମୁଖ ସମୁଦ୍ରରେ ଗାଧୋଇବା ବେଳେ…

Cold wave: ହାଡଭଙ୍ଗା ଶୀତରେ ଥରୁଛି ପୂରା ଓଡ଼ିଶା

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଉପକୂଳରୁ ଉପାନ୍ତ ସବୁଠି ହାଡଭଙ୍ଗା ଶୀତ । ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତକୁ ଜାଡ କଲବଲ କରୁଛି । ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି ।…

BJD Press Meet: ଶିଳ୍ପାୟନ ସ୍ୱପ୍ନ ବେଶୀ, ସତ କମ୍: ବିଜେଡି

ରାଜ୍ୟରେ ଶିଳ୍ପର ଉନ୍ନତି କରିବା ନିମନ୍ତେ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ରାଜକୋଷରୁ କୋଟି କୋଟି ଟଙ୍କା ପାଣି ଭଳି ବ୍ୟୟ କରି ଦେଶ ବିଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରି ପୁଞ୍ଜି ଆଣୁଛନ୍ତି ବୋଲି ଡିଣ୍ଡିମ ପିଟୁଥିଲା…

BJD Gathering: ବିଜେଡିରେ ପୁଣି ନେତାଙ୍କ ଭୋଜି

ବିଜେଡିରେ ପୁଣି ଭୋଜି ପଲିଟିକ୍ସ । ପୂର୍ବରୁ ଚନ୍ଦକା ଉପକଣ୍ଠ ଝୁମୁକାରେ ବହୁ ନେତା ଏକାଠି ହୋଇଥିଲେ, ଆଜି ପୁରୁଣା ଭୁବନେଶ୍ୱରରେ ବି ଏକାଠି ହୋଇଥିଲେ ଅନେକ ବରିଷ୍ଠ ନେତା । ଭୋଜି ପରେ ଭୋଜି ନାଁରେ ଚାଲିଛି ରାଜନୀତି ।…