Tag: Odisha

କୀଟନାଶକ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗୀର ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଘଟଣା । ଟିଟିଲାଗଡ ବ୍ଲକ କଣ୍ଡରା ଗାଁରେ କୀଟନାଶକ ପିଇ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ବର୍ଷା ଅଭାବରୁ ଧାନ ଓ କପା ଚାଷ ନଷ୍ଟ ହୋଇଯିବାରୁ କିଛିଦିନ…

ଛୁଟି ଦିନ ଓ ରବିବାରରେ ମଧ୍ୟ ହେବ ଚାଷୀ ପଞ୍ଜୀକରଣ

ରାଜ୍ୟ ସମବାୟ ବିଭାଗ ବଡ଼ ନିଷ୍ପତ୍ତି ନେଇଛି । ଏଣିକି ଛୁଟି ଦିନରେ ମଧ୍ୟ ଚାଷୀ ପଞ୍ଜିକରଣ ହେବ । ଅଗଷ୍ଟ ୨୦ ତାରିଖରେ ପଞ୍ଜୀକରଣ ଶେଷ ହେଉଥିବା ବେଳେ ଟାର୍ଗେଟ୍ ପୂରଣ ନହେବାରୁ ଏଭଳି ନିଷ୍ପତ୍ତି ନେଇଛି ବିଭାଗ ।…

୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍‌ରେ ଅନୁମୋଦନ

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟର ୨୪ତମ ବୈଠକ । ଏହି ବୈଠକରେ ୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି । କ୍ୟାବିନେଟ୍‌ ବୈଠକ ପରେ…

ନିର୍ବାଚନ ପୂର୍ବରୁ ରାଜ୍ୟରେ ପୁନର୍ଗଠନ ହେବ ପଞ୍ଚାୟତ ଓ ବ୍ଲକ୍

ଓଡ଼ିଶାରେ ପଞ୍ଚାୟତ ଓ ବ୍ଲକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ସେ କହିଛନ୍ତି ଆଗାମୀ ୨୦୨୬ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମସ୍ତ…

ଏମ୍‌.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ‘ଏମ.ଏଲ.ଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍.ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିବା ସହିତ ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର (https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ କରିଛନ୍ତି। ଆଜି କ୍ୟାବିନେଟ୍ ବୈଠକ ଆରମ୍ଭ ହେବା…

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ୨୪ ଘଣ୍ଟାରେ ଲଘୁଚାପର ରୂପ ଅଧିକ ସ୍ପଷ୍ଟ ହେବ । ଏହା ଆନ୍ଧ୍ର-ଓଡ଼ିଶା ଉପକୂଳ ଦେଇ ଗତି…

ପୁଣିଥରେ ମ୍ୟାଲେରିଆରେ ଓଡ଼ିଶା ଏକ ନମ୍ବର

କିଛି ବର୍ଷ ପୂର୍ବେ ମ୍ୟାଲେରିଆ ହ୍ରାସର ଏକ ଜ୍ଵଳନ୍ତ ଉଦାହରଣ ଥିଲା ଓଡ଼ିଶା। ଏବେ କିନ୍ତୁ ଓଡ଼ିଶା ସମୟକୁ ଓଲଟାଇ ଦେଇଛି ଏବଂ ଗତ ଛଅମାସରେ ୩୬,୦୦୦ରୁ ଅଧିକ ମ୍ୟାଲେରିଆ ରୋଗୀ ସଂକ୍ରମଣ ଚିହ୍ନଟ କରି ଲଗାତାର ତୃତୀୟ ବର୍ଷ ପାଇଁ…

କେଉଁ ସୁଯୋଗକୁ ଅନେଇ ବସିଚନ୍ତି ନବୀନ ?

ଶଙ୍ଖ ଦଳର ଅଘୋଷିତ ଚିଫ୍ ପିଆରଓ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ନବୀନ ବାବୁ କୁଆଡେ ସୁଯୋଗ ଅପେକ୍ଷାରେ ଅଛନ୍ତି । ସୁଯୋଗ ପାଇଲେ ବୋଧେ ଖେଳ କରିବେ । କିନ୍ତୁ ସୁଯୋଗଟା କ’ଣ ? ସୁଯୋଗ କଥା କିନ୍ତୁ ସେହି…

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ଉପାୟ…

‘ଭୋଟ୍‌ ଚୋରି’ ପ୍ରସଙ୍ଗକୁ ନେଇ ୧୪ ରେ କଂଗ୍ରେସର ମଶାଲ ଶୋଭାଯାତ୍ରା

‘ଭୋଟ୍‌ ଚୋରି’ ପ୍ରସଙ୍ଗକୁ ନେଇ ୧୪ ରେ କଂଗ୍ରେସର ‘ଭୋଟ୍ ଚୋର୍ ଗାଦି ଛୋଡ଼୍’ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବ । କଂଗ୍ରେସର ସର୍ବମାନ୍ୟ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗତ ୭ ତାରିଖ ଦିଲ୍ଲୀଠାରେ…