Tag: Odisha

‘ରଜ’ ପର୍ବର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଆଜିଠୁ ଆରମ୍ଭ ଓଡ଼ିଶାର ପାରମ୍ପରିକ ଗଣପର୍ବ ରଜ। ଆଜି ହେଉଛି ପହିଲି ରଜ। ରଜ ପର୍ବ ପାଇଁ ଆଜି ସାରା ରାଜ୍ୟ ଉତ୍ସବ ମୁଖର। ଆଜି ଏହି ଗଣପର୍ବ ‘ରଜ’ର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ…

ଓଡ଼ିଶାର ଗଣ ପର୍ବ ରଜ ଉତ୍ସବର ମହତ୍ତ୍ୱ

ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀଗୁଡ଼ିକ ଆମ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସାମାଜିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସାଧାରଣତଃ ପର୍ବଗୁଡ଼ିକର ସୃଷ୍ଟି। ଓଡ଼ିଶାରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରୁ ରଜ ପର୍ବ ଅନ୍ୟତମ। ଏହା ଓଡ଼ିଶାର ଝିଅ ବୋହୂମାନଙ୍କର…

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେଲେ କାମଚଳା ବାଚସ୍ପତି

ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ କାମଚଳା ବାଚସ୍ପତି ଭାବେ ରାଜ୍ଯପାଳ ନିଯୁକ୍ତି ଦେଲେ ରାଜ୍ୟପାଳ ରଘୁବର ଦାସ । ୧୮ ଓ ୧୯ରେ ଶପଥ ନେବେ ନୂଆ ବିଧାୟକ। ନୂଆ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି…

ଛାତ୍ର ରାଜନୀତିକୁ ସମାପ୍ତ କରିଥିଲା ବିଜେଡି; ନୂଆ ସରକାରଠୁ ରହିଛି ଆଶା

ଛାତ୍ର ଜୀବନରୁ ହିଁ ଭବିଷ୍ୟତ ଗଢ଼ିବାର ମୂଳଦୁଆ ପଡ଼ିଥାଏ। ସେହିପରି ଛାତ୍ର ଜୀବନରୁ ହିଁ ନେତୃତ୍ୱ ନେବାର କ୍ଷମତା ଓ ସେବା ମନୋବୃତ୍ତି ଭବିଷ୍ୟତରେ ଜଣେ ଭଲ ରାଜନେତା ଓ ସେବକ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ସେଥିପାଇଁ ଆରମ୍ଭରୁ ହିଁ…

ଜାଣନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରକୃତ ସୋସିଆଲ ମିଡିଆ ଆକାଉଣ୍ଟ କଣ

ମାଳମାଳ ଫେକ୍ ଆଇଡି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମରେ ଥିବା ବେଳେ କେଉଁଟା ସଠିକ୍ ସୋସିଆଲ ମିଡିଆ ଆଇଡି ଏକ୍ସ, ଫେସବୁକ୍‌, ଇନଷ୍ଟାଗ୍ରାମରେ ମଧ୍ୟରେ ରହିଛି ତାକୁ ନେଇ ଦ୍ୱନ୍ଦ୍ୱ ଉଠିଥିଲା। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ଅଧିକାଂଶ…

ଓଡ଼ିଶା ରୂପାନ୍ତରିତ ସ୍କୁଲରୁ ହଟିଲା ୫-ଟି

ରାଜ୍ୟରେ କ୍ଷମତାକୁ ଆସିବା ପରେ ୫ଟି ବନ୍ଦ କରିଛନ୍ତି ବିଜେପି ସରକାର। ସମସ୍ତ ରୂପାନ୍ତରିତ ହାଇସ୍କୁଲରୁ ଚାର୍ଟର ବୋର୍ଡ଼ ହଟାଇବାବୁ ଦିଆଯାଇଛି ନିର୍ଦେଶ । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଅନୁସାରେ ଓସେପା ଦ୍ୱାରା ଏକ ଅଧିସୂଚନା…

ପୋଷ୍ଟାଲ ନିଯୁକ୍ତି ଦୁର୍ନୀତି: ଓଡ଼ିଶାରେ ବଡ଼ ଧରଣର ସିବିଆଇ ରେଡ଼୍

ଓଡ଼ିଶା ଡାକ ବିଭାଗ ନିଯୁକ୍ତିରେ ବଡ଼ ଜାଲିଆତି ସାମ୍ନାକୁ ଆସିଛି। ଏନେଇ ସିବିଆଇ ଗୁରୁବାର ଦିନ ୬୭ରୁ ଅଧିକ ସ୍ଥାନରେ ରେଡ୍‌ କରିଥିବା ସୂଚନା ମିଳିଛି। ଏହି ରେଡ୍‌ରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ରହିଛନ୍ତି ।…

ନବୀନ ନିବାସରୁ ଉଠିଗଲା ଅସ୍ଥାୟୀ ପୋଲିସ କ୍ୟାମ୍ପ

ଚଳିତବର୍ଷ ନିର୍ବାଚନରେ ବହୁମତ ପାଇ ଭାଜପା ସରକାର ଗଢ଼ିଛି। ବିଜେଡି ସରକାର କ୍ଷମତାରୁ ଯିବା ଏବଂ ନୂଆ ସରକାର ଶପଥ ନେବାର ଦିନକ ପରେ ବଦଳିଛି ନବୀନ ନିବାସର ଚିତ୍ର । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସରେ ଥିବା ଅସ୍ଥାୟୀ ପୋଲିସ…

ସୁଆଣ୍ଡୋରେ ପହଞ୍ଚି ଉତ୍କଳମଣି ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଆଜି ପ୍ରତ୍ୟୁଷରେ ପୁରୀ ଶ୍ରୀମନ୍ଦିରଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମନ୍ତ୍ରୀ ମଣ୍ଡଳ ସଦସ୍ୟମାନଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଶ୍ରୀମନ୍ଦିରର ଚାରି ଦ୍ୱାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବା ପରେ ପଣ୍ଡିତ ଗୋପବନ୍ଧୁଙ୍କ…

ଲୋକସେବା ଭବନରେ ସାମ୍ବାଦିକ; ଗଣମାଧ୍ୟମ ଫେରିପାଇଲା ସ୍ୱାଧୀନତା

ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଫେରିପାଇଲା ସ୍ୱାଧୀନତା। ୪ ବର୍ଷ ପରେ ସାମ୍ବାଦିକଙ୍କ ପାଇଁ ଖୋଲିଲା ଲୋକସେବା ଭବନ। ନୂଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ନେଇଛି ଏକ ବଡ଼ ନିଷ୍ପତ୍ତି । ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ…