ସମ୍ପାଦକୀୟ ଦାଦନ ସମସ୍ୟା: ମୋହନ ସରକାରଙ୍କ ପାଇଁ ବଡ଼ ଆହ୍ୱାନ June 15, 2024 Nirvay ଦାଦନ ସମସ୍ୟା ରାଜ୍ୟର ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଲକ୍ଷାଧିକ ଟଙ୍କାର ପୁଞ୍ଜିନିବେଶ ପରେ ବି ରାଜ୍ୟରେ କମୁନି ଦାଦନ ସମସ୍ୟା। ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବିଜେଡି ସରକାର। ଏବେ ଏହି ସମସ୍ୟା ନୂଆ ମୁଖ୍ୟମନ୍ତ୍ରୀ…
ରାଜନୀତି ରାଜ୍ୟ କାହିଁକି ହେଇପାରୁନି ଓଡ଼ିଶା ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ June 15, 2024 Nirvay ରାଜ୍ୟରେ ସରିଛି ନିର୍ବାଚନ । ବାଜି ମାରି ନେଇଛି ବିଜେପି । ୨୪ ବର୍ଷର ସ୍ଥିର ସରକାର ବିଜେଡି ହାତରୁ କ୍ଷମତା ନେଇ ସରକାର ଗଠନ କରିଛି ବିଜେପି । ଏହା ସହ ୧୨ ତାରିଖରେ ଭବ୍ୟ ଆୟୋଜନ ସହ ମୁଖ୍ୟମନ୍ତ୍ରୀ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ଆଇନ ସୁରକ୍ଷା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କଲେ ମୁଖ୍ୟମନ୍ତ୍ରୀ June 15, 2024 Papirani ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ରାଜ୍ୟ ଅତିଥ୍ ଭବନରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ଏଡିଜି ଆଇନ ଶୃଙ୍ଖଳା ସଞ୍ଜୟ କୁମାର ସାମିଲ ଥିଲେ।…
ତାଜା ଖବର ରାଜ୍ୟ ଆସନ୍ତା ୧୮ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ June 15, 2024 Papirani ଜୁନ ୧୮ ତାରିଖରେ ଖୋଲିବାକୁ ଯାଉଛି ରାଜ୍ୟର ସମସ୍ତ ବିଦ୍ୟାଳୟ। ସ୍କୁଲ୍ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ। ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ନିର୍ଦ୍ଦେଶ…
ତାଜା ଖବର ରାଜନୀତି ରାଜ୍ୟ ଭୁବନେଶ୍ୱରରେ ପହଞ୍ଚିଲା କୁଏତରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ପାର୍ଥିବ ଶରୀର June 15, 2024 Papirani କୁଏତରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡ଼ିଆଙ୍କ ପାର୍ଥିବ ଶରୀର ଶନିବାର ଭୁବନେଶ୍ୱରରେ ପହଞ୍ଚିଛି। ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କ ମରଶରୀର ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ଆଜି ମୃତଦେହ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ପାର୍ଥିବ…
ତାଜା ଖବର ରାଜ୍ୟ ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା June 15, 2024 Papirani ଜହ୍ନିକୁଦା ଘାଟପେଣ୍ଠରୁ ସାତପଡ଼ା ଯାଉଥିବା ବେଳେ ମଝି ଚିଲିକାରେ ଫସିରହିଥିଲା ଯାତ୍ରୀବାହୀ ଡଙ୍ଗା। ମଏଁସା ନିକଟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଲାଗି ଡଙ୍ଗାଟି ଅଟକି ଯାଇଥିଲା । ଯାହାଫଳରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୁଚନମୂତାବକ, ଡଙ୍ଗାଟି ଆଜି…
ରାଜନୀତି ରାଜ୍ୟ ଖୁବଶୀଘ୍ର ବିଭାଗ ବଣ୍ଟନ ହେବ: ମୁଖ୍ୟମନ୍ତ୍ରୀ June 14, 2024 Nirvay କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିବ ସେ ନେଇ ସମସ୍ତେ ଆଶା ଆଶଙ୍କାରେ ଅଛନ୍ତି। ବିଭାଗ ବଣ୍ଟନକୁ ସମସ୍ତେ ଚାହିଁ ରାହିଥିବାବେଳେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନରେ ବିଳମ୍ବ ହେଉଛି। ଏ ନେଇ ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ। ଖୁବ୍…
ତାଜା ଖବର ରାଜ୍ୟ କଟକରେ ବୋମା ନିଷ୍କ୍ରିୟ ବେଳେ ହାବିଲଦାର ମୃତ୍ୟୁ June 14, 2024 Papirani ରଜରେ କଟକ ଗୋପାଳପୁର ଅଞ୍ଚଳରେ ଅଘଟଣ ଘଟିଛି। ଜବତ ବୋମା ନିଷ୍କ୍ରିୟ କଲା ବେଳେ ନିଷ୍କ୍ରିୟକାରୀ ପୁଲିସ ଟିମ୍ରେ ଥିବା ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୁଲିସ ଜବତ କରିଥିବା ବୋମା ପାଣିରେ ନିଷ୍କ୍ରିୟ କରିବା ସମୟରେ ହଠାତ…
ରାଜ୍ୟ ଆସନ୍ତା ୧୭ରୁ ଛେଚିବ ବର୍ଷା June 14, 2024 Nirvay ଆସନ୍ତା ୧୭ରୁ ବଢ଼ିବ ବର୍ଷା। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସୂଚନା। ୧୮ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ହେବ ବର୍ଷା। ମୌସୁମୀ ବର୍ତ୍ତମାନ କୋରାପୁଟରେ ସକ୍ରିୟ ରହିଥିବାବେଳେ ଆଗାମୀ ୩ରୁ ୪ ଦିନ ଭିତରେ ଆଗକୁ ଅଗ୍ରସର ହେବ।…
ତାଜା ଖବର ରାଜନୀତି ରାଜ୍ୟ କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ June 14, 2024 Papirani ପ୍ରୋ-ଟେମ୍ ସ୍ପିକର ବା କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆଜି ସପ୍ତଦଶ ଓଡ଼ିଶା ବିଧାନସଭାର ଆଠଗଡ ବିଧାୟକ ରାଜା ସ୍ୱାଇଁଙ୍କୁ କାମଚଳା ବାଚସ୍ପତି ଭାେବେ ଶପଥପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ । କାମଚଳା ବାଚସ୍ପତି…