ତାଜା ଖବର ରାଜନୀତି ରାଜ୍ୟ ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ July 9, 2024 Papirani ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୋହନ ସରକାରଙ୍କ ଏହା ଦ୍ୱିତୀୟ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ସମାରୋହ ଦିନ ବସିଥିଲା ପ୍ରଥମ ବୈଠକ । ଦିନ ୧୧ଟା ବେଳେ ଲୋକସେବା ଭବନରେ…
ତାଜା ଖବର ରାଜନୀତି ରାଜ୍ୟ ଜୁଲାଇ ୧୯ ଓ ୨୦ରେ ହେବ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ July 8, 2024 Papirani ଶାସନକୁ ଆସିବା ପରେ ରାଜ୍ୟ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଜୁଲାଇ ୧୯ ଓ ୨୦ରେ ବସିବାକୁ ଯାଉଛି । ହେବାକୁ ଥିବା ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।…
ତାଜା ଖବର ରାଜନୀତି ରାଜ୍ୟ ସରକାରୀ ଜମିରୁ ହଟିବ ବେଆଇନ ଦଖଲ, ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ July 8, 2024 Papirani ସରକାରୀ ଜମିରୁ ବେଆଇନ ଦଖଲ ହାତେଇବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେଉଁଠି ବେଆଇନ ଜବରଦଖଲ ଦେଖୁଛ…
ଖେଳ ତାଜା ଖବର ଦେଶ ରାଜ୍ୟ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ କିଶୋର ଜେନା ଓ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା July 8, 2024 Papirani ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବାକୁ ଯାଉଥିବା ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କ୍ରୀଡ଼ାବିତ କିଶୋର ଜେନା ଓ ଅମିତ ରୋହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ପୁରୀ ବେଳାଭୂମିରେ ମହାମହିମଙ୍କ ମର୍ଣ୍ଣିଂ ୱାକ୍ July 8, 2024 Papirani ସକାଳୁ ସକାଳୁ ପୁରୀ ବେଳାଭୂମିରେ ମହାମହିମ କରିଛନ୍ତି ମର୍ଣ୍ଣିଂ ୱାକ୍ । ଆଜି ଭୋରରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କରିଛନ୍ତି । ତାଙ୍କ ସାଙ୍ଗରେ ଥିଲେ ସୁରକ୍ଷା କର୍ମୀ । କଡା…
ତାଜା ଖବର ରାଜ୍ୟ ରଥଯାତ୍ରାର ଆଜି ଦ୍ବିତୀୟ ଦିନ, ପୁଣି ଆଜି ଆରମ୍ଭ ହେବ ରଥଟଣା July 8, 2024 Papirani ରଥଯାତ୍ରାର ଆଜି ଦ୍ବିତୀୟ ଦିନ । ଅଧାବାଟରେ ଅଟକିଛି ଶ୍ରୀବିଗ୍ରହଙ୍କ ତିନିରଥ । ମରିଚିକୋଟ ଛକରେ ଅଟକିଛି ତାଳଧ୍ବଜ ରଥ । ରାଜନଅର ନିକଟରେ ଅଟକିଛି ଦର୍ପଦଳନ ରଥ ଓ ସିଂହଦ୍ବାରର ୨ ପାଦ ଆଗରେ ନନ୍ଦିଘୋଷ ରଥ । ଆଜି…
ରାଜନୀତି ରାଜ୍ୟ କିଛି ଶିଖିଲାନି ବିଜେଡି; ପୁଣି ପାଣ୍ଡିଆନ ଛାପ July 7, 2024 Nirvay ନିର୍ବାଚନ ହାରିବା ପରେ ବି ବିଜେଡିର ଚେତା ପଶିନି। ଦଳରେ ପୁଣି ପାଣ୍ଡିଆନଙ୍କ ଛାପ ଦେଖିବାକୁ ମିଳିଛି। ଲୋକଲୋଚନକୁ ନଆସି ପଛରେ ରହି ଦଳକୁ ଆଜି ବି ସେ ହାତମୁଠାରେ ରଖିଛନ୍ତି। ଆଜି ବିଜେଡିର ସମସ୍ତ ରାଜ୍ୟସ୍ତରୀୟ କମିଟି ଭଙ୍ଗାଯାଇ ନୂତନ…
ତାଜା ଖବର ରାଜନୀତି ରାଜ୍ୟ ୨୪ ବର୍ଷର ବିଜେଡି ସରକାର ଓ ୨୪ ଦିନର ବିଜେପି ସରକାରକୁ ଓଡ଼ିଶାବାସୀ ଭଲଭାବେ ପରଖୁଛନ୍ତି: ତେଜେଶ୍ୱର ପରିଡା July 6, 2024 Papirani ନିର୍ବାଚନରେ ଓଡିଶାବାସୀଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହେବା ପରେ ବିଜେଡିର ନେତା ଓ ନେତ୍ରୀମାନେ ଆରମ୍ଭ କରିଦେଇଥିବା ପ୍ରଳାପ ଅତ୍ୟନ୍ତ ହାସ୍ୟାସ୍ପଦ ଓ ଦୁର୍ଭାଗ୍ୟଜନକ । ରାଜ୍ୟ ସଡକ ପରିବହନ ନିଗମର କ୍ଷତି ପାଇଁ ଦାୟୀ କିଏ? କେଉଁ ସରକାର ସମୟରେ ଓଏସ୍ଆରଟିସି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ July 6, 2024 Papirani ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ପହଞ୍ଚିବା ପରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ…
ତାଜା ଖବର ରାଜନୀତି ରାଜ୍ୟ ୨୨ରୁ ସପ୍ତଦଶ ବିଧାନସଭା ଅଧିବେଶନ July 5, 2024 Nirvay ଆସନ୍ତା ୨୨ ତାରିଖରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବ। ୨୫ ତାରିଖରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍। ଏହା ମଧ୍ୟରେ ଅଗଷ୍ଟ ୧ରୁ ୧୯…