Tag: Odisha

ଆସନ୍ତା ୨୫ ତାରିଖରେ ଆସିବ ରାଜ୍ୟ ସରକାରଙ୍କ ପ୍ରଥମ ବଜେଟ

ଆସନ୍ତା ୨୫ ତାରିଖରେ ଆସିବ ରାଜ୍ୟ ସରକାରଙ୍କ ପ୍ରଥମ ବଜେଟ। ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପରେ ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୦୨୫ ମସିହା ପାଇଁ ରାଜ୍ୟ ବଜେଟ୍ ହେବାକୁ ଯାଉଛି। ଲୋକସେବା ଭବନରେ ଦିନ ସାଢେ…

ବରିଷ୍ଠ ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କ ବଦଳି

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଆଇଜି ଆଶିଷ ସିଂଙ୍କୁ ବଦଳି । ଗୃହ ବିଭାଗ OSD ଭାବେ ଆଶିଷ ସିଂଙ୍କୁ ବଦଳି । IPS ଆଶିଷ ସିଂଙ୍କ ବଦଳି ନେଇ ଗୃହ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ନିର୍ବାଚନ…

ଆଇଏଏସ୍‌ସ୍ତରରେ ଅଦଳବଦଳ: ହଟିଲେ ମାଥିଭାଥାନନ୍ ଓ ଭିନିଲ କ୍ରିଷ୍ଣା

ରାଜ୍ୟରେ ପ୍ରଥମ କରି ସରକାର କରିଥିବା ବିଜେପି ଆଜି ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛି। ବିଜେଡି ସରକାରର ଦୁଇ ପ୍ରଭାବଶାଳୀ ଅଧିକାରୀଙ୍କୁ ଗୁରୁତ୍ବହୀନ ପଦବୀକୁ ବଦଳି କରିଛନ୍ତି। ନବୀନ ପଟ୍ଟନାୟକଙ୍କ ସମୟରେ ଗ୍ଲେହାପୁଅ ସାଜିଥିବା ଆଇଏଏସ୍ ଜି.ମାଥିଭାଥାନନ୍‌ ଓ ଆର.ଭିନିଲ କ୍ରିଷ୍ଣାଙ୍କୁ…

ପୂର୍ବ ସରକାର ଲାଗୁ କରିଥିବା ପ୍ରକଳ୍ପକୁ ଦୋହରାଇଲେ ନୂଆ ସରକାର: ବିଜେଡି

ବୁଧବାର ରାଜ୍ୟ କ୍ୟାବିନେଟ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା କରିବା ପରେ ଏହାକୁ କଟାକ୍ଷ କରିଛି ବିଜେଡି। ଶଙ୍ଖ ଭବନରେ ସାମ୍ୱାଦିକ ସମ୍ମିଳନୀ କରି ବିଜେଡି କହିଛି ୩ ମାସ ତଳର ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ସରକାର। ପୂର୍ବ…

୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର

ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି। ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବଢ଼ିଲା। ଅଣକୁଶଳୀ ମଜୁରୀ ୩୫ରୁ…

ଚାଲିଛି ଦ୍ୱିତୀୟ କ୍ୟାବିନେଟ ବୈଠକ

ଆଜି ଚାଲିଛି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ହେଉଛି। ବଜେଟ ଆଗତ ପୂର୍ବରୁ ଏହି ବୈଠକ ବସୁଛି । ତେଣୁ ଅନେକ ପ୍ରସଙ୍ଗ ଉପରେ କ୍ୟାବିନେଟ ମୋହର ବାଜିପାରେ। ମୁଖ୍ୟମନ୍ତ୍ରୀ ଭାବେ…

ଓଡ଼ିଶାରେ ଲାଗୁ ହେଲା ପିଏମ୍‌ ଶ୍ରୀ ସ୍କୁଲ ଯୋଜନା

ଓଡ଼ିଶାରେ ପିଏମ୍‌ ଶ୍ରୀ ଯୋଜନା (ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ) କାର୍ଯ୍ୟକାରୀ ହେବ। ସେଥିପାଇଁ ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଏବଂ ଓଡ଼ିଶା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ସରକାର,…

ଏଫ୍ଏଓ ସଭାପତି ପଦରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ

ଫୁଟବଲ ଆସୋସିଏସନ ଅଫ୍‌ ଓଡ଼ିଶା (FAO) ସଭାପତି ପଦରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ । ସୋସିଆଲ ମିଡ଼ିଆ ‘ଏକ୍ସ’ରେ ଇସ୍ତଫା ପତ୍ର ପୋଷ୍ଟ କରି ପଦ ଛାଡ଼ିବାଥିବା ସୂଚନା । ବ୍ୟସ୍ତତା ଓ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦିଆଯାଇଥିବା…

ଦେବାଶିଷଙ୍କ ପ୍ରତ୍ୟାଖ୍ୟାନ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ଦେଲେ ସମ୍ବିତ ରାଉତରାୟ

ବିଜେଡି ରାଜ୍ୟସଭା ସଦସ୍ୟ ତଥା ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କ ପ୍ରତ୍ୟାଖ୍ୟାନ ମନ୍ତବ୍ୟ ପରେ ପ୍ରତିକ୍ରିୟା ଦେଇଛନ୍ତି ସମ୍ବିତ ରାଉତରାୟ । ସେ କହିଛନ୍ତି, ୨୦୧୯ରେ ୭୦ ହଜାର ଭୋଟ ପାଇଥିଲି, ଆଉ ୨୦୨୪ରେ ପତ୍ନୀ ୭୦ ହଜାର ପାଇଲେ…

ଡରାଇଲାଣି ଡେଙ୍ଗୁ ଆତଙ୍କ, ସ୍ୱାସ୍ଥ୍ୟ ବିଭାଗ ତତ୍ପର

ରାଜ୍ୟରେ ଡରାଇଲାଣି ଡେଙ୍ଗୁ ଆତଙ୍କ। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ତତ୍ପରତା ଦେଖାଇଛି ସ୍ୱାସ୍ଥ୍ୟ ବିଭାଗ । ଗତ ୫ ବର୍ଷରେ ରାଜ୍ୟର ଯେଉଁ ଅଞ୍ଚଳ ଡେଙ୍ଗୁର ହ୍ଵାଟ୍ସପଟ ରହିଆସିଛି, ସେସବୁ ଅଞ୍ଚଳକୁ ମ୍ୟାପିଂ କରିବା ସହ ସେଠାରେ ସର୍ବେକ୍ଷଣ ଆରମ୍ଭ…