Tag: Odisha

ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ଓଡ଼ିଶାର ୨ ରେଳଲାଇନ୍‌କୁ ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ୍‌। ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନକୁ କ୍ୟାବିନେଟ୍‌ ମଞ୍ଜୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିକୁ ବୁଧବାର ଏହାକୁ ଅନୁମୋଦନ ମିଳିଛି। ୧୩୮କିମି…

ଭିଜିଲାନ୍ସ ଜାଲରେ ଆର୍‌ଆଇ

ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରି ବାବୁ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବାଲିକୁଦା ତହସିଲ ମଲ୍ଲିକାପୁର ଆର୍‌ଆଇ ବିଭୁଦତ୍ତ ସାହୁ । ଜଗତସିଂହପୁର ଭିଜିଲାନ୍ସ ବିଭାଗ ଦ୍ଵାରା ଆରଆଇ ବିଭୁଦତ ସାହୁଙ୍କୁ ଗିରଫ କରାଯାଇଛି। ଜମି କିସମ ବଦଳ…

ଦୁର୍ନୀତିଗ୍ରସ୍ତଙ୍କ ଆୟକର ଠକେଇର ଯାଞ୍ଚ କରାଯିବ – ଜଷ୍ଟିସ ପଶାୟତ

କଳାଧନ ପ୍ରସଙ୍ଗରେ ସରିଲା ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । କଟକ ସ୍ଥିତ ଅରଜିତ ପଶାୟତଙ୍କ ବାସଭବନରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତଙ୍କ ମନ୍ତବ୍ୟ । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି ରାଜ୍ୟରେ…

ରାଜ୍ୟରେ ଗ୍ରାହକଙ୍କୁ ଠକୁଛନ୍ତି ବ୍ୟବସାୟୀ; ୩୭୦ ପେଟ୍ରୋଲ ପମ୍ପରେ ଗଫଲତି

ରାଜ୍ୟରେ ମାପ ଏବଂ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି କିଛି ବ୍ୟବସାୟୀ । ଆଜି ବିଧାନସଭାର ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତ୍ତରରେ କହିଛନ୍ତି ବର୍ଷକରେ ୨ ହଜାର ୮ ଶହ ୪୬ ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି…

ରାଜ୍ୟରେ ୧୫ ହଜାର ୩୧୫ ବନ୍ଦ ରହିଛି ପଞ୍ଜୀକୃତ ଶିଳ୍ପ; କଟକରେ ସର୍ବାଧିକ

ରାଜ୍ୟରେ ୧୫ ହଜାରରୁ ଅଧିକ ବନ୍ଦ ରହିଛି ପଞ୍ଜୀକୃତ କରାଯାଇଥିବା ଶିଳ୍ପ । ବିଧାନସଭା ଗୃହରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉତ୍ତର ଦେଇ କହିଛନ୍ତି ଓଡ଼ିଶାରେ ୧୫ ହଜାର ୩୧୫ ପଞ୍ଜୀକୃତ କରାଯାଇଥିବା ଶିଳ୍ପ ବନ୍ଦ ରହିଛି । ଏଥି…

ମଣିଷ ଶରୀରରେ ଚିହ୍ନଟ ହେଲା ବାର୍ଡ ଫ୍ଲୁ ଭାଇରସ୍‌

ପୁରୀ ଜିଲ୍ଲା ମଙ୍ଗଳପୁରରେ ଜଣେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ସୂଚନା ଦେଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ । ସେ କହିଛନ୍ତି ବାର୍ଡ ଫ୍ଲୁ ଏକ ଭୁତାଣୁଜନିତ ରୋଗ ଯାହା ଦ୍ୱାରା କୁକୁଡା ଇତ୍ୟାଦି ପକ୍ଷୀ ଆକ୍ରାନ୍ତ ହୋଇଥାନ୍ତି…

ନୂଆଁଖାଇରେ ରାଜ୍ୟବାସୀଙ୍କୁ ମିଳିବ ସିଏମ୍‌ କିଷାନ ଟଙ୍କା

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା । ଯେଉଁଥିରେ ଚାଷୀଙ୍କୁ ମିଳିବ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା । ଆଜି ବିଧାନସଭାରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ କୃଷିମନ୍ତ୍ରୀ କେଭି ସିଂଦେଓ ଉତ୍ତର ଦେଇ…

E KYC ଯାଞ୍ଚ ପରେ ରାଜ୍ୟବାସୀଙ୍କୁ ମିଳିବ ନୂଆ ରାସନ କାର୍ଡ

E KYC ଯାଞ୍ଚ ପରେ ରାଜ୍ୟବାସୀଙ୍କୁ ମିଳିବ ନୂଆ ରାସନ କାର୍ଡ । ବିଧାନସଭାରେ ଅନ୍ୟ ରାଜ୍ୟରେ କାମ କରୁଥିବା ଦାଦନ ଶ୍ରମିକ ମାନେ କେମିତି E-KYC କରିବେ ବୋଲି ବାସୁଦେବପୁର ବିଧାୟକ ଅଶୋକ ଦାସ ଖାଉଟି କଲ୍ଯାଣ ମନ୍ତ୍ରୀଙ୍କୁ କରିଥିବା…

ବିଧାନସଭା ଭିତରକୁ ମୋବାଇଲ ଓ ପାଣି ବୋତଲ ମନା

ଏଣିକି ଆଉ ବିଧାନସଭାରେ କେହି ବି ନେଇ ପାରିବେ ନାହିଁ ମୋବାଇଲ ଓ ପାଣି ବୋତଲ । ବିଧାନସଭା ଗୃହ ଭିତରକୁ ମୋବାଇଲ ଓ ପାଣି ବୋତଲ ନେବା ଉପରେ ଲାଗିଲା କଟକଣା । ଏହି ଭଳି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି…

ଅଭୟାରଣ୍ୟ ଜଗିବେ ସନ୍ଧାନୀ କୁକୁର

ଅଭୟାରଣ୍ୟ ଜଗିବେ ସନ୍ଧାନୀ କୁକୁର। ବନ୍ୟଜନ୍ତୁ ଶିକାର ରୋକିବାକୁ ସନ୍ଧାନୀ କୁକୁର ନିୟୋଜିତ ହେବେ। ଏ ସମ୍ପର୍କରେ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ଟି କୁକୁର ଛଡ଼ାଯିବ। ୭ଟି ବନଖଣ୍ଡରେ ଛଡ଼ାଯିବ ୧୦ଟି ସନ୍ଧାନୀ କୁକୁର। ବଢ଼ୁଥିବା…