ତାଜା ଖବର ରାଜ୍ୟ ପବିତ୍ର ମହାନବମୀ ଅବସରରେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ October 1, 2025 Papirani ମା ଦୁର୍ଗାଙ୍କ ପବିତ୍ର ମହାନବମୀ ଅବସରରେ କଟକ ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଆଜି ପ୍ରଥମେ କଟକର ପୋତାପୋଖରୀ ପୂଜାମଣ୍ଡପରେ ପହଞ୍ଚି ମାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ସେଠାରେ…
ତାଜା ଖବର ରାଜ୍ୟ କାର ଦୁର୍ଘଟଣାରେ ଆରଆଇ ମୃତ, ୬ ଜଣ ଗୁରୁତର ଆହତ October 1, 2025 Papirani ବ୍ରହ୍ମପୁରରୁ ମା’ ତାରାତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ କାର୍ ଦୁର୍ଘଟଣା ଗ୍ରସ୍ତ । ହିନ୍ଦୋଳ ନିକଟରେ ହୋଇଥିବା ଏହି ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବଂ ଅନ୍ୟ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ…
ରାଜ୍ୟ ବର୍ଷାରେ ଭିଜିବ ଦଶହରା, ସୃଷ୍ଟି ହେଲା ଲଘୁଚାପ October 1, 2025 Nirvay ଫିକା ପଡ଼ିବ ଦଶହରା । ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ ଲଘୁଚାପ । ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ…
ରାଜ୍ୟ ପୁଲିସ ଏସ୍ଆଇ ପରୀକ୍ଷା ବାତିଲ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ September 30, 2025 Nirvay ପୁଲିସ ଏସ୍ଆଇ ପରୀକ୍ଷା ବାତିଲ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି । ଉଦାହାରଣ ଦେଇ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଗତ ଜୁଲାଇ ମାସ ଠାରୁ ଏବେ ପର୍ଯ୍ୟନ୍ତ ୪ଥର…
ତାଜା ଖବର ରାଜ୍ୟ ଝୁମ୍ପୁରାରେ ମା’ଦୁର୍ଗାଙ୍କ ପୂଜା ଅର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 30, 2025 Papirani କେନ୍ଦୁଝର ଗସ୍ତରେ ଯାଇ ମାଆ ଦୁର୍ଗାଙ୍କ ପୂଜାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପବିତ୍ର ମହାଅଷ୍ଟମୀ ଅବସରରେ କେନ୍ଦୁଝରସ୍ଥିତ ଝୁମ୍ପୁରା ପୂଜା ମଣ୍ଡପରେ ଜଗତଜନନୀ ମା’ଦୁର୍ଗାଙ୍କ ପୂଜା ଅର୍ଚ୍ଚନା କରିବା ସହ ମା’ଙ୍କ ନିକଟରେ ରାଜ୍ୟବାସୀଙ୍କ ମଙ୍ଗଳ କରିଛନ୍ତି…
ତାଜା ଖବର ରାଜ୍ୟ ସର୍ବୋଚ୍ଚ ସ୍ତର ଛୁଇଁଲା ହୀରାକୁଦ ଜଳସ୍ତର September 30, 2025 Papirani ଶୀର୍ଷ ସ୍ତରକୁ ଛୁଇଁଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦର ଜଳସ୍ତର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ଛୁଇଁଲା । ୧ଲକ୍ଷ ୨ହଜାର ୨୨୬ କ୍ୟୁସେକ ଜଳ ନିଷ୍କାସନ ହେଉଥିବା ବେଳେ ସମାନ ପରିମାଣରେ ଜଳ ଡ୍ୟାମକୁ ପ୍ରବେଶ କରୁଛି…
ତାଜା ଖବର ରାଜ୍ୟ ଲଘୁଚାପ ବର୍ଷାରେ ଭିଜିବ ପାର୍ବଣ September 30, 2025 Papirani ଲଘୁଚାପ ବର୍ଷାରେ ଫିକା ପଡିବ ଦଶହରା । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା। ଆଜି ଘୂର୍ଣ୍ଣିଂବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତାକାଲି ଅବପାତର ରୂପ ନେବ। ଏହାର ପ୍ରଭାବରେ ୧ ଅକ୍ଟୋବର ବେଳକୁ ଏହା ଲଘୁଚାପ କ୍ଷେତ୍ର…
ତାଜା ଖବର ରାଜ୍ୟ ସ୍ଥଗିତ ରହିଲା ପୁଲିସ ଏସ୍ଆଇ ପରୀକ୍ଷା September 30, 2025 Papirani ଓଡ଼ିଶାରେ ହେବାକୁ ଥିବା ପୋଲିସ ଏସ୍ଆଇ ପରୀକ୍ଷା ସ୍ଥଗିତ। ଲିଖିତ ପରୀକ୍ଷା ସ୍ଥଗିତ ରହିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଅକ୍ଟୋବର ୫ ଓ ୬ ରେ ହୋଇଥାନ୍ତା ପରୀକ୍ଷା। ପରବର୍ତ୍ତୀ ସମୟରେ ଆଗାମୀ ପରୀକ୍ଷା ତାରିଖ ଘୋଷଣା…
ତାଜା ଖବର ରାଜ୍ୟ ଓଡ଼ିଶା ପୋଲିସର ସବ୍ ଇନ୍ସପେକ୍ଟର ପରୀକ୍ଷାରେ ଜାଲିଆତି; ଧରାପଡ଼ିଲେ ୧୨୦ ଜଣ ପରୀକ୍ଷାର୍ଥୀ September 30, 2025 Papirani ଓଡ଼ିଶା ପୋଲିସ ଏସ୍ଆଇ ପଦବୀର ବଡ଼ ଜାଲିଆତି ଏବେ ସମ୍ନାକୁ ଆସିଛି। ବ୍ରହ୍ମପୁର ପୋଲିସ ଦ୍ବାରା ଶତାଧିକ ଏସ୍ଆଇ ପରୀକ୍ଷାର୍ଥୀ ଅଟକ ସୂଚନା । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଧରିଥିବା ସୂଚନା । ଏସ୍ଆଇ ପରୀକ୍ଷା ଜାଲିଆତି ପାଇଁ ହାଇଦ୍ରାବାଦ…
ରାଜ୍ୟ କେନ୍ଦ୍ରୀୟ ଡେପୁଟେସନରେ ଗଲେ ୨ ଆଇଏସ ଅଧିକାରୀ September 29, 2025 Nirvay କେନ୍ଦ୍ରୀୟ ଡେପୁଟେସନରେ ଗଲେ ଦୁଇ ଆଇଏଏସ୍ ଅଧିକାରୀ ସମର୍ଥ ବର୍ମା ଏବଂ ସ୍ଵାଧା ଦେବ ସିଂ । ୨୦୧୧ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ସମର୍ଥ ବର୍ମାଙ୍କୁ ସିପିଂ ଓ ଜଳପଥ ନିର୍ଦ୍ଦେଶକ ଭାବେ ଭାବରେ ନିଯୁକ୍ତି ଦିଆଯାଇଛି ।…