Tag: Odisha

Cold Wave Returns Odisha: ପୁଣି ରାଜ୍ୟରେ ହାଡ଼ଭଙ୍ଗା ଶୀତ; ଝାରସୁଗୁଡ଼ାରେ ୬ ଡ଼ିଗ୍ରୀ ଛୁଇଁଲା ପାରଦ

ରାଜ୍ୟରେ ପୁଣି ଫେରିଲା ଶୀତ । ଆଜି ସକାଳ ୫ଟା ୩୦ ରେ ଝାରସୁଗୁଡ଼ା ସହରରେ ତାପମାତ୍ରା ୬.୮ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡ଼ାର କେତେକ ଜାଗାରେ ତୁଷାରପାତ ଦେଖାଦେଇଛି । ସେଇଭଳି କେନ୍ଦୁଝରରେ ୯.୪ ଡିଗ୍ରି ଏବଂ ଚାନ୍ଦବାଲିରେ…

BJD Suspends 2 MLAs: ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ୱିତ

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜୁ ଜନତା ଦଳ । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦଳରୁ ନିଲମ୍ବନ କରିଛନ୍ତି…

Communal Violence In Sundargarh: ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣାରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ

ଗୋହତ୍ୟାକୁ ନେଇ ବିବାଦ ପରେ ସୁନ୍ଦରଗଡ଼ ଜିଲ୍ଲାରେ ହିଂସା ଦେଖାଦେଇଛି । ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାର ନିକଟରେ ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ଅନେକ ଯୁବକ ଏବଂ ପୋଲିସ କର୍ମଚାରୀ ଆହତ…

Investors’ Meet: କୋଲକାତାରେ ହେବ ଦୁଇ ଦିନିଆ ଇନଭେଷ୍ଟର ମିଟ୍‌; ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପଶ୍ଚିମବଙ୍ଗ କୋଲକାତାରେ ହେବ ନିବେଶକ ସମ୍ମିଳନୀ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲିଠାରୁ ପଶ୍ଚିମବଙ୍ଗର ଏକ ତିନି ଦିନିଆ ଗସ୍ତରେ ଆସି ବିଭିନ୍ନ ଶିଳ୍ପ କ୍ଷେତ୍ରରେ ନିବେଶକୁ ଆକର୍ଷିତ କରିବାକୁ ଯାଉଛନ୍ତି। ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ…

Puri Shrimandir: ପୁଣି ଶ୍ରୀମନ୍ଦିର ଭିତରକୁ ମୋବାଇଲ୍; ଭିଡିଓ ଭାଇରାଲ

ପୁଣି ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେବା ଭିଡିଓ ଭାଇରାଲ । ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପିବାର ଭିଡିଓ ଏବେ ଭାଇରାଲ୍ ହୋଇଛି । ଏହା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । କଟକଣା ସତ୍ତ୍ୱେ…

Lingaraj Temple Rituals Dispute: ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି

ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ଦୁଇ ସେବକ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଦୀର୍ଘ ସମୟ ଧରି ବ୍ୟାଘାତ ହେବା ପରେ ଲିଙ୍ଗରାଜ ମନ୍ଦିରରେ ପ୍ରଭୁ ଲିଙ୍ଗରାଜଙ୍କ ଦୈନନ୍ଦିନ ରୀତିନୀତି ସ୍ୱାଭାବିକ ହୋଇଛି। ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି…

OBC Quota In Medical & Engineering: ଖୁବଶୀଘ୍ର ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ଓବିସି କୋଟା

ଓଡ଼ିଶା ସରକାର ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦେବା ନେଇ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କୁ ୧୧.୨୫% ସଂରକ୍ଷଣ ଦିଆଯିବ । ଏହି ନିଷ୍ପତ୍ତି ୨୦୨୬-୨୭ ଶିକ୍ଷା ବର୍ଷରୁ ଲାଗୁ ହେବ ।…

Chess Mahakumbh at KIIT: କିଟ୍‍ ରେ ଚେସ୍‍ ମହାକୁମ୍ଭ ଉଦଘାଟିତ

କିଟ୍‍ ରେ ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍‌) ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ବୁଧବାର ଉଦଘାଟିତ ହୋଇଯାଇଛି । ଏହାକୁ ଅନ୍ତର୍ଜାତୀୟ ଚେସ୍‍ ଫେଡେରେସନ୍‍ (ଏଫ୍‌ଆଇଡିଇ)ର ଉପସଭାପତି ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍…

Bhubaneswar Airport Creates Record: ନୂଆ ରେକର୍ଡ କଲା ଭୁବନେଶ୍ୱର ବିମାନ ବନ୍ଦର: ୨୦୨୫ ରେ ୫.୧୫ ମିଲିୟନ ଯାତ୍ରୀ କରିଛନ୍ତି ଯାତାୟାତ

ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ୨୦୨୫ ମସିହାରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି । ରେକର୍ଡ ଅନୁସାରେ, ସର୍ବକାଳୀନ ୫.୧୫ ମିଲିୟନ ଯାତ୍ରୀ ୨୦୨୫ ମସିହାରେ ଯାତାୟାତ କରିଛନ୍ତି । ପୂର୍ବରୁ କେବେ ଏତେ ଯାତ୍ରୀ ଯାତ୍ରା କରି…

Crocodile Population Rises In Similipal: ଚଳିତ ବର୍ଷ ଶିମିଳିପାଳରେ ବଢିଛି କୁମ୍ଭୀରଙ୍କ ସଂଖ୍ୟା

ଭିତରକନିକାରେ ମଧ୍ୟ କୁମ୍ଭୀର ଗଣତି ସାରିଛି। ଜାନୁଆରୀ ୬ରୁ ୮ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କୁମ୍ଭୀର ଗଣନା ହୋଇଥିଲା। ଚଳିତ ବର୍ଷ ଶିମିଳିପାଳରେ କୁମ୍ଭୀର ଗଣନା ବେଳେ କୁମ୍ଭୀର ସଂଖ୍ୟା ବଢିଛି। ଗତବର୍ଷ ତୁଳନାରେ ୩ଟି ବଢିଛନ୍ତି। ସର୍ବାଧିକ ୬୦ କୁମ୍ଭୀର…