Tag: Odisha

ଆଜିଠାରୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜିଠାରୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ। ରାଜ୍ୟକୁ ପୁଞ୍ଜି ଆଣିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ କରିଛନ୍ତି। ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା ଲାଗି ସେ ଉଚ୍ଚସ୍ତରୀୟ ବୈଠକରେ ଭାଗ…

ନିବେଶକ ସମ୍ମିଳନୀ ରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମାଝୀ ଙ୍କ ସିଙ୍ଗାପୁର ଗସ୍ତ

ରାଜ୍ଯର ପାରମ୍ପାରିକ ବାଲି ଯାତ୍ରା ଉତ୍ସବ ସହିତ ବିଦେଶୀ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାକୁ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ନଭେମ୍ବର ୧୭-୨୦ ରୁ ସିଙ୍ଗାପୁର ଗସ୍ତ କରିବାର କାର୍ଯ୍ଯକ୍ରମ ରହିଛି, ଯାହା ଓଡ଼ିଶାର ପ୍ରସିଦ୍ଧ ସାମୁଦ୍ରିକ ଐତିହ୍ଯକୁ ସ୍ମରଣ କରେ। ମୁଖ୍ଯମନ୍ତ୍ରୀ…

ଆଜି ଠାରୁ ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା

ଓଡ଼ିଶାର ରୌପ୍ଯ ସହର କଟକ ଠାରେ ଆଜିଠାରୁ ଆରମ୍ଭ ହୋଇଛି ଐତିହାସିକ ବାଲି ଯାତ୍ରା-୨୦୨୪। ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ବାଲି ଯାତ୍ରା ସ୍ଥଳର ଉପର ଏବଂ ତଳ ଭାଗରେ ବିଶ୍ୱ ପ୍ରସିଦ୍ଧ ମେଳାକୁ ଉଦଘାଟନ କରିଥିଲେ।ସୂଚନା ଅନୁଯାୟୀ ,…

ଜଟଣୀ ସ୍ଥିତ ଲୁଗାଦୋକାନ ରେ ଅଗ୍ନିକାଣ୍ଡ , ଦୋକାନ ମାଲିକ ମୃତ

ଏକ ଦୁଃଖଦ ଘଟଣାରେ, ଶୁକ୍ରବାର ଦିନ ଲୁଗା ଦୋକାନରେ ନିଆଁ ଲାଗିବା ପରେ ଜଟଣୀର ଜଣେ ଦୋକାନୀ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।ଅପରାହ୍ନରେ ଜଟଣୀ ର ରାଜା ବଜାରରେ ଏହି ଘଟଣା ଘଟିଥିଲା। ମୃତକ ବ୍ଯବସାୟୀ ଙ୍କ…

ରଣଜୀ ଟ୍ରଫି: ବାରବାଟୀରେ ମହାରାଷ୍ଟ୍ରକୁ ୩ ୱିକେଟରେ ହରାଇଲା ଓଡ଼ିଶା

ଚଳିତ ରଣଜୀ ଟ୍ରଫିରେ ଲଗାତାର ଦୁଇ ପରାଜୟ ପରେ ଚଳିତ ରଣଜୀ ଋତୁରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। ସିଜିନର ୪ର୍ଥ ମ୍ୟାଚ୍‌ ଖେଳୁଥିବା ଓଡ଼ିଶା ବାରବାଟୀରେ ମହାରାଷ୍ଟ୍ରକୁ ୩ ୱିକେଟରେ ହରାଇ ଦେଇଛି। ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୩୮…

ପ୍ରଦୀପ ପାଣିଗ୍ରାହୀ ବିରୋଧୀ ଷଡଯନ୍ତ୍ରରେ ପୂର୍ଣ୍ଣଚ୍ଛେଦ

ବେଳ ଖରାପ ପଡିଲେ ତନ୍ତ୍ରମନ୍ତ୍ରଯନ୍ତ୍ର କିଛି କାମ ଦିଏନି । କ୍ଷମତା ବି କଉଁ କାମକୁ ଆସେନି । କ୍ଷମତା ବଳରେ ଆଉ କାହାକୁ ଦହଗଞ୍ଜ ଦେଇହୁଏ । ହଇରାଣ ହରକତ କରିହୁଏ । ଜନବିରୋଧୀ କହି କାହାକୁ ଜେଲ ପଠାଯାଇପାରେ…

ଯମୁନା ପରେ ମହାରାଷ୍ଟ୍ରରୁ ଶିମିଳିପାଳକୁ ଆସିଲା ବାଘୁଣୀ ଜିନତ୍

ମହାରାଷ୍ଟ୍ର ତଡବା ଜଙ୍ଗଲରୁ ବାଘୁଣୀ ଯମୁନା ଆସିବାର ୧୭ ଦିନ ପରେ ଆଜି ଶିମିଳିପାଳକୁ ଆସିଛି ବାଘୁଣୀ ଜିନ୍ନତ। ଆଜି ସକାଳ ୯ଟାରେ ବାଘୁଣୀ ଜିନତକୁ ଏନକ୍ଲୋଜରକୁ ଛଡାଯାଇଛି । ଯମୁନାକୁ ଛଡାଯାଇଥିବା ଏନକ୍ଲୋଜରରେ ବାଘୁଣୀ ଜିନତ୍‌କୁ ଛଡାଯାଇଛି । ଶିମିଳିପାଳ…

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ: ରାଜଧାନୀରେ ଜନଜାତି ଗୌରବ ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଆଜି ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ । ଦେଶରେ ପାଳିତ ହେଉଛି ଜନଜାତୀୟ ଗୌରବ ଦିବସ । ଏହି ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜନତା ମୈଦାନଠାରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ଜନଜାତି ଗୌରବ ଦିବସ। ଅନୁସୂଚିତ…

କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ୧୦ଟି ବ୍ୟାଟେରୀଚାଳିତ ଯାନ ଶ୍ରୀମନ୍ଦିରକୁ ଦାନ

କେନ୍ଦ୍ର ନୂତନ ଏବଂ ନବୀକରଣଯୋଗ୍ଯ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ଦିନ ପୁରୀ ଠାରେ ୧୦ଟି ବ୍ୟାଟେରୀ ଚାଳିତ ଯାନର ଶୁଭାରମ୍ଭ କରିଛନ୍ତି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଦେଶର ସଫଳତା ଉପରେ ଆଲୋକପାତ କରିବା ପାଇଁ ଭୁବନେଶ୍ୱରରେ ଦୁଇ…

ପତିତପାବନଙ୍କ ମନ୍ଦିର ଓ ସିଂହାସନ ହେବ ରୂପା ଛାଉଣୀ

ଶ୍ରୀମନ୍ଦିର ସିଂହଦ୍ବାର ଦ୍ବାର ବନ୍ଧ ଓ ପତିତପାବନଙ୍କ ମନ୍ଦିର ସଂପୂର୍ଣ୍ଣ ରୁପା ଆଚ୍ଛାଦିତ କରାଯିବ। ଡିସେମ୍ବର ୨୫ ପୂର୍ବରୁ ଏହି କାମ ଶେଷ ହେବ। ନୂଆବର୍ଷ ରେ ଶ୍ରୀମନ୍ଦିର ଓ ପତିତପାବନଙ୍କ ମନ୍ଦିରର ଏହି ନୂଆରୂପ ଭକ୍ତମାନେ ଦେଖିପାରିବେ ବୋଲି ଶ୍ରୀମନ୍ଦିର…