Tag: Odisha

ମୋହନ ସରକାର ଆସିବା ପରେ ଗଞ୍ଜାମରେ ହୋଇଛି ୧୨୮ ମର୍ଡର: ବିଜେଡି

ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇ ଆସୁଥିବା ବେଳେ, ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଅଣାୟତ ହୋଇ ପଡିଛି ବୋଲି ଅଭିଯୋଗ କରି ଆଜି ରାଜ୍ୟ ବିଜେପି…

ଅଶାନ୍ତ ଗଞ୍ଜାମ, ଭୁଶୁଡ଼ି ଗଲାଣି ଆଇନ ବ୍ୟବସ୍ଥା  

ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ ସହର । ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ ହୋଇଛି । ରାଜରାସ୍ତାରେ ରକ୍ତର ଛିଟା । କଥା କଥାରେ ବୁଲୁଛି ଖଣ୍ଡା ଭୁଜାଲି…

କଟକରୁ ହଟିଲା କର୍ଫ୍ୟୁ

କଟକରୁ ହଟିଲା କର୍ଫ୍ୟୁ। କର୍ଫ୍ୟୁ କଟକଣା ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ସେ କହିଛନ୍ତି ଏବେ ପରିସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୋଲିସ ମୁତୟନ କରାଯାଇଛି। କର୍ଫ୍ୟୁ ସମୟରେ କୌଣସି…

ଭାଇଚାରାର ସହର କଟକ; ଫେରିଆସୁ ଶାନ୍ତି 

ହଜାର ବର୍ଷର ସହର ହେଉଛି କଟକ । ଭାଇଚାରାର ଅନନ୍ୟ ନିଦର୍ଶନ ଦିଏ ଏହି ସହର । ଏହାର ଏକ ଉଦାହରଣ ହେଉଛି ଦଶହରା । ପ୍ରତିବର୍ଷ ମା’ ଦୁର୍ଗାଙ୍କ ପୂଜା ସମୟରେ ସମସ୍ତ କଟକବାସୀ ବାଦବିବାଦ ଭୁଲି ଏକାଠି ହୋଇ…

କଟକରେ ସ୍ଥିତି ସ୍ବାଭାବିକ; କୋହଳ ହେଲା କର୍ଫ୍ୟୁ କଟକଣା

କଟକ ସହରରେ କୋହଳ ହେଲା କର୍ଫ୍ୟୁ କଟକଣା । କର୍ଫ୍ୟୁ ଅବଧି ବୃଦ୍ଧି ନିର୍ଦ୍ଦେଶନାମା ନ ଆସିବାରୁ କଟକଣା କୋହଳ କରାଯାଇଛି । ସହରରେ ସ୍ଥିତି ସ୍ବାଭାବିକ ଥିବାରୁ କର୍ଫ୍ୟୁ କଟକଣାକୁ କୋହଳ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଆସିନଥିବାରୁ କର୍ଫ୍ୟୁ…

ଅକ୍ଟୋବର ୨୧ ଯାଏଁ ବାଲେଶ୍ୱର ସହରରେ ଲାଗିଲା କର୍ଫ୍ୟୁ

କଟକ ପରେ ବାଲେଶ୍ୱର ସହରରେ ଲାଗିଲା କର୍ଫ୍ୟୁ । ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବାଲେଶ୍ବର ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ଆସନ୍ତା ୨୧ ତାରିଖ ଯାଏଁ ବାଲେଶ୍ବର ସହରରେ ରାତ୍ରିକାଳୀନ କଟକଣା ଲଗାଯାଇଛି । ଏହା ରାତି ୧୦ଟାରୁ ସକାଳ…

ବ୍ରହ୍ମପୁରରେ ଗୁଳିମାଡ଼: ବିଜେପି ନେତା ପୀତବାସ ପଣ୍ଡା ମୃତ୍ୟୁ

ବ୍ରହ୍ମପୁରରେ ଗୁଳିମାଡ । ବ୍ରହ୍ମପୁର ସହରର ବ୍ରହ୍ମନଗର ଅଞ୍ଚଳରେ ବିଜେପି ନେତା ତଥା ବରିଷ୍ଠ ଆଇନ୍‌ଜୀବୀ ପୀତବାସ ପଣ୍ଡାଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ତାଙ୍କ ଘର ବାହାରେ ରାତି ପ୍ରାୟ ୧୦ଟା ସମୟରେ ବାଇକ୍‌ରେ ଆସି…

ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ଫିଲଅପ୍‌ ତାରିଖ ଘୋଷଣା

ଯୁକ୍ତ ୨ ପରୀକ୍ଷା ଫର୍ମ ଫିଲଅପ୍‌ ନେଇ ତାରିଖ ଘୋଷଣା କଲା CHSE । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୋମବାର ଉଭୟ ରେଗୁଲାର୍ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ୨୦ରୁ…

Late Lulu Mahapatra: ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ନବମ ଶ୍ରାଦ୍ଧ ଦିବସ ପାଳିତ

ଓଡ଼ିଶାର ବିଶିଷ୍ଟ ରାଜନେତା ସ୍ଵର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନବମ ଶ୍ରାଦ୍ଧବାର୍ଷିକୀ ଭୁବନେଶ୍ୱରସ୍ଥିତ ଚେତନା କଲେଜ ଅଫ୍ ସ୍ପେଶାଲ୍ ଏଜୁକେସନ ଠାରେ ଆୟୋଜିତ ହୋଇଯାଇଛି। ଅମିୟ କୁମାର ଦାସ ଫାଉଣ୍ଡେସନ ଏବଂ କଳିଙ୍ଗ ଯୁବ ସେନାର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ…

ଆଜି ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା; ସାରା ଓଡିଶା ଉତ୍ସବମୁଖର

ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା । ଏହି ଅବସରରରେ ଗାଁ ଠାରୁ ସହର ସବୁଠି ଚଳଚଞ୍ଚଳ ଓ ଉତ୍ସବମୁଖର ପରିବେଶ ଲାଗିରହିଛି । ସବୁଠି ଆଧ୍ୟାତ୍ମିକତାର ପରିବେଶ । ପୂର୍ଣ୍ଣ ଚନ୍ଦ୍ରର ଆଲୋକମାଳାରେ ଆଶିଷ ବାଢ଼ିବା ପାଇଁ…