ରାଜନୀତି ରାଜ୍ୟ ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ September 4, 2025 Nirvay ବିଜେଡି ସଭାପତି ନବୀନ ପଟ୍ଟନାୟକ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ବିଜୁ ମହିଳା ଜନତା ଦଳର ସଭାପତି ରହିସାରିଥିବା ଛୁରିଆଙ୍କ ଉପରେ ପୁଣିଥରେ ନବୀନ…
ରାଜ୍ୟ କୋମାରେ, ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର September 4, 2025 Nirvay ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର କୋମାରେ । ଏମ୍ସରେ ଭର୍ତ୍ତି କରିବା ପୂର୍ବରୁ କୋମାରେ ଅଛନ୍ତି ଅଭିଜିତ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି, ସେ ନିମୋନିଆରେ ପୀଡ଼ିତ ଅଚ୍ଛନ୍ତି । ଆଜି ମଧ୍ୟାହ୍ନ ପରଠାରୁ ଭେଣ୍ଟିଲେଟର…
ତାଜା ଖବର ରାଜ୍ୟ ସବୁ ଅଙ୍ଗନବାଡି ଏବେ ସ୍କୁଲ୍ରେ ସାମିଲ୍ ହେବା ସମ୍ଭବ ନୁହେଁ: ଗଣଶିକ୍ଷା ମନ୍ତ୍ରୀ September 4, 2025 Papirani ସ୍କୁଲ୍ରେ ଅଙ୍ଗନବାଡି ସାମିଲ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ବର୍ତ୍ତମାନ ସମସ୍ତ ଅଙ୍ଗନବାଡ଼ିକୁ ବିଦ୍ୟାଳୟରେ ମିଶାଇବା ସମ୍ଭବ ନୁହେଁ । ଶିଶୁବାଟିକା ୩କୁ ବିଦ୍ୟାଳୟରେ ସାମିଲ କରାଯାଇଅଛି। ଏବେ…
ରାଜନୀତି ରାଜ୍ୟ ମୋହନ-ମନମୋହନ ଏଇଠି; ଗ୍ରହଣ ସପ୍ତାହ ପରେ ନିଗମ ନିଯୁକ୍ତି ! September 4, 2025 Papirani ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏଠାରେ। ଭାଜପା ସଭାପତି ମନମୋହନ ସାମଲ ମଧ୍ଯ ଏଇଠି । ଗତ ଦୁଇମାସ ମଧ୍ୟରେ ଏହି ଦୁଇ ଶୀର୍ଷ ନେତା ଅନ୍ତତଃ ୩ଥର ଏଠାକୁ ଏକାଠି ଆସିଲେନି । ଚର୍ଚ୍ଚା ହେଉଛି ଯେ ହାଇକମାଣ୍ଡଙ୍କ ଚୂଡ଼ାନ୍ତ ଅନୁମୋଦନ…
ରାଜ୍ୟ ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଖୋଲିଲା September 3, 2025 Nirvay ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଖୋଲିଛି । ୨୦୧୫ରେ ପ୍ରକାଶିତ ନିର୍ବାଚନ ବିଜ୍ଞପ୍ତିକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରି ୬ ସପ୍ତାହ ମଧ୍ୟରେ ନୂଆ ବିଜ୍ଞପ୍ତି ପ୍ରକାଶ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିଜ୍ଞପ୍ତି ସଂରକ୍ଷଣ…
ରାଜ୍ୟ ନବରଙ୍ଗପୁର ଜିଲ୍ଲାରେ ସାମ୍ବାଦିକଙ୍କୁ ଛୁରାମାଡ଼ ଘଟଣାରେ ଡିଜିପିଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ September 3, 2025 Nirvay ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଏକ ଗଣମାଧ୍ୟମ ରିପୋର୍ଟର ସ୍ୱତଃ ସଂଜ୍ଞାନ ନେଇଛନ୍ତି, ଯେଉଁଥିରେ ଦର୍ଶାଯାଇଥିଲା ଯେ ୨୯ ଅଗଷ୍ଟ, ୨୦୨୫ ରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ନିଶାଶକ୍ତ ବ୍ୟକ୍ତି ଅନେକ ଥର ଛୁରାମାଡ଼…
ତାଜା ଖବର ରାଜ୍ୟ ଆସନ୍ତାକାଲି ୫ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ September 3, 2025 Papirani ଆସନ୍ତାକାଲି ଗୁରୁବାର ଭାଦ୍ରବ ଶୁକ୍ଳ ଦ୍ୱାଦଶୀ । ଏହି ଅବସରରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଥିଲାଗି ସନ୍ଧ୍ୟା ଦୀର୍ଘ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏଁ…
ପ୍ରିମିୟମ ଖବର ରାଜନୀତି ରାଜ୍ୟ ଭକ୍ତଙ୍କ ଗୁଲାମୀ ଉପାଖ୍ୟାନ September 3, 2025 Papirani ୨୦୧୪ରୁ ୨୦୨୪ ଯାଏଁ କଉଁ ନେତାଙ୍କର ପାଟି ଫିଟୁନଥିଲା ଶଙ୍ଖ ସରକାର ବିରୋଧରେ। କୌଣସି ବିରୋଧୀ ଦଳ ମିଡ଼ିଆ ବିରୋଧରେ ବି ଉଁ କି ଚୁଁ କହୁନଥିଲେ । ୨୦୨୪ ନିର୍ବାଚନ ଫଳ କିନ୍ତୁ ସବୁ ଦଳର ନେତାଙ୍କ ବାକ୍ ଶକ୍ତି…
ତାଜା ଖବର ରାଜ୍ୟ ୨୦ ତାରିଖ ପୂର୍ବରୁ ସରିବ ରାସ୍ତା ମରାମତି କାମ: ପୃଥ୍ବୀରାଜ ହରିଚନ୍ଦନ September 3, 2025 Papirani ଦୁର୍ଗାପୂଜା ପୂର୍ବରୁ ମରାମତି ହେବ ସମସ୍ତ ସହରାଞ୍ଚଳ ରାସ୍ତା । ୨୦ ତାରିଖ ପୂର୍ବରୁ ଟ୍ବିନ୍ସିଟି ସମେତ ସବୁ ସହରାଞ୍ଚଳ ରାସ୍ତା ମରାମତି କାମ ସରିବ ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ସମସ୍ତ…
ତାଜା ଖବର ରାଜ୍ୟ ଶ୍ରୀମନ୍ଦିର ସୁରକ୍ଷା ନେଇ ଗଠନ ହେଲା ସବ୍କମିଟି: ଅରବିନ୍ଦ ପାଢୀ September 3, 2025 Papirani ଶ୍ରୀମନ୍ଦିର ପରିଚାଳନା କମିଟିର ଶେଷ ହେଲା ପ୍ରଥମ ବୈଠକ । ବୈଠକରେ ଏକାଧିକ ସବ୍କମିଟି ଗଠନ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢୀ । ସେ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ନେଇ ସବ୍କମିଟି ଗଠନ ହୋଇଛି ।…