Tag: Odisha

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: କମିଶନଙ୍କ ତଦନ୍ତ ଶେଷ

ବହୁଚର୍ଚ୍ଚିତ ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ଦିଆଯାଇଥିବା ନିର୍ଯାତନା ମାମଲାରେ କମିଶନଙ୍କ ତଦନ୍ତ ଶେଷ ହୋଇଛି। ଏ ନେଇ ଆଜି ସୂଚନା ଦେଇଛନ୍ତି ଜଷ୍ଟିସ ସି.ଆର ଦାଶ କମିଶନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି । ସେ କହିଛନ୍ତି ସମସ୍ତ ସାକ୍ଷ୍ୟ…

ଇଓଡବ୍ଲ୍ୟୁ ଦ୍ୱାରା ଠକ ଦମ୍ପତ୍ତି ଗିରଫ

ଭୁବନେଶ୍ୱରରୁ ଠକ ଦମ୍ପତ୍ତି ଗିରଫ । ଠକେଇ ଅଭିଯୋଗରେ ଇଓଡବ୍ଲ୍ୟୁ ଦ୍ୱାରା ଦମ୍ପତ୍ତି ଗିରଫ ହୋଇଛନ୍ତି । ଜାଲ ଡକ୍ୟୁମେଣ୍ଟ ଦେଇ ଲୋନ ନେବା ଅଭିଯୋଗରେ ଦମ୍ପତ୍ତି ଗିରଫ କରାଯାଇଥିବା ସୂଚନା ମିଳିଛି । ପଟିଆ ସୀତାନାଥ ରେସିଡେନ୍ସିରେ ରହୁଥିବା ଦମ୍ପତ୍ତି…

ଇଣ୍ତିଆ-ଇଂଲଣ୍ଡ ମ୍ୟାଚର ଟିକେଟ୍ ଲାଗି ଅସମ୍ଭାଳ ଭିଡ଼; ଦଳାଚକଟା ପରସ୍ଥିତି

ଇଣ୍ତିଆ-ଇଂଲଣ୍ଡ ମ୍ୟାଚର ଟିକେଟ୍ ଲାଗି ଠେଲା ପେଲା ଧସ୍ତାଧସ୍ତି ପରସ୍ଥିତି। ବାରବାଟୀ ମ୍ୟାଚ ପାଇଁ ଟିକେଟ୍ କାଉଣ୍ଟରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ପରିସ୍ଥିତି ଏଭଳି ହୋଇଛି ଯେ ସେଠାରେ ଅନେକ ଯୁବକ ଅଚେତ୍ ହୋଇଯାଇଛନ୍ତି । ଭିଡ଼ ସାଙ୍ଗକୁ ଗୁଳୁଗୁଳି…

ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା; ୪୫ ଦିନରେ ଆସିବ ରେଜଲ୍ଟ

ଚଳିତ ମାସ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖରେ ଶେଷ ହେବ । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା, ପତ୍ର ବିନିମୟ ପାଠ୍ୟକ୍ରମର ନିୟମିତ ଓ…

ଡବଲ ଇଞ୍ଜିନ ସରକାରଙ୍କ ରେଳ ବଜେଟ ନୈରାଶ୍ୟଜନକ: ବିଜେଡି

କେନ୍ଦ୍ର ରେଳ ବଜେଟ ସମ୍ବନ୍ଧରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜୁ ଜନତା ଦଳ ଏହାକୁ ଏକ ଫମ୍ପା ଶବ୍ଦ ଓ ପ୍ରଚାର ସର୍ବସ୍ୱ ବୋଲି କହିଛି…

ମାର୍ଚ୍ଚ ୧୫ ସୁଦ୍ଧା ନୂତନ ଶିକ୍ଷାବର୍ଷର ବହି ବଣ୍ଟନ କରିବାକୁ ନିର୍ଦ୍ଦେଶ

ଏଣିକି ଶିକ୍ଷାବର୍ଷ ଆରମ୍ଭରୁ ବିଦ୍ୟାଳୟରେ ପହଞ୍ଚିବ ମାଗଣା ପାଠ୍ୟପୁସ୍ତକ । ଆସନ୍ତା ଏପ୍ରିଲରୁ ୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭ ହେବ । ଏଥିପାଇଁ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ବିଦ୍ୟାଳୟରେ ନୂତନ ଶିକ୍ଷାବର୍ଷର ପାଠ୍ୟପୁସ୍ତକ ପହଞ୍ଚିବ । ଏ ନେଇ ସବୁ ଜିଲ୍ଲା…

ବଲାଙ୍ଗିର ରେଳ ୱାଗନ୍‌ରୁ ବୋମା ଜବତ ଘଟଣା: ଗୋଳାବାରୁଦ କାରଖାନାର ୨ କର୍ମଚାରୀ ନିଲମ୍ବିତ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଜବତ ହୋଇଛି ୧୨ଟି ବୋମା । ତେବେ ଏହାକୁ ଜବତ କରି ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି । ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ଷ୍ଟେସନ୍ ମ୍ୟାନେଜର କହିଛନ୍ତି ଯେ, ଯାହାର ବୋମା ଥିଲା ତାଙ୍କୁ…

ଓଡ଼ିଶାରେ ତିଆରି ହେବ କ୍ୟାନ୍‌ସର ରେଜିଷ୍ଟ୍ରି

ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ପାଳନ ହୁଏ ‘ବିଶ୍ବ କ୍ୟାନସର ଦିବସ’। କର୍କଟ ରୋଗ ବିଷୟରେ ସଚେତନତା ପୂର୍ବକ ଏହି ଦିନକୁ ପାଳନ କରାଯାଏ। ଆଜି ଏହି ବିଶ୍ବ କର୍କଟ ଦିବସରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଓଡ଼ିଶାରେ ତିଆରି…

ହସ୍ପିଟାଲରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ: ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ପହଞ୍ଚିଲେ ନବୀନ ପଟ୍ଟନାୟକ

‏ପୂର୍ବତନ ମନ୍ତ୍ରୀ ତଥା ବରଗଡ଼ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁଶାନ୍ତ ସିଂ ଅସୁସ୍ଥ । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାର…

ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ରେଡ୍

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଥିବା ଲାଇବ୍ରେରୀ ସାଇନ୍ସ ବିଭାଗର ଫାକଲ୍ଟି ମୁଖ୍ୟ ପ୍ରଫେସର ଡ. ବୁଲୁ ମହାରଣାଙ୍କ ଘରେ ସିବିଆଇ । ବୁର୍ଲା ଜ୍ୟୋତିବିହାର ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଲା ସିବିଆଇ। ନାକ୍ ରେଟିଂରେ ଲାଞ୍ଚ ମାମଲାର ଖୋଳତାଡ଼ ପାଇଁ ପହଞ୍ଚିଲା ସିବିଆଇ…