Tag: Odisha

ସୁଶାନ୍ତ ସିଂଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ପୂର୍ବତନ ମନ୍ତ୍ରୀ ତଥା ବରଗଡ଼ ଜିଲ୍ଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁଶାନ୍ତ ସିଂଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଅସୁସ୍ଥ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଭେଟିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ସାକ୍ଷାତ…

ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ

ଆଜି ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି…

କ୍ଷମତା ଲୋଭ ଛାଡ଼ି ପାରିବେନି କି ସୁରେଶ ?

ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ଏବଂ କମିଶନର ସଦସ୍ୟ କିଏ ହେବେ ଏହାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଥିବାବେଳେ ହଠାତ ଆବେଦନ‌କାରୀଙ୍କ ତାଲିକା ସାର୍ବଜନୀନ ହେବାକୁ ନେଇ ଅନେକ ସନ୍ଦେହ ଉଙ୍କି ମାରିଛି । ପୂର୍ବରୁ କେବେ ଆବେଦନକାରୀଙ୍କ ତାଲିକା…

ମୋ ବସ୍‌ ଧକ୍କାରେ ୨ ଯୁବତୀ ଗୁରୁତର, କେବେ ମିଳିବ ମୋ ବସ୍ ଦୁର୍ଘଟଣାରୁ ତ୍ରାହି?

ମୋ ବସ୍ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ମୋ ବସ୍‌ ଧକ୍କାରେ ନାବଳିକାଙ୍କ ଜୀବନ ଚାଲିଯିବା ଘଟଣାକୁ ୨ ଦିନ ବିତିଥିବା ବେଳେ ପୁଣି ଦୁର୍ଘଟଣା ଘଟାଇଛି ମୋ ବସ୍‌ । ଚନ୍ଦ୍ରଶେଖରପୁର ବିଡିଏ ଛକରେ ଧକ୍କା ଦେଇଛି…

ଡମ୍ବରୁ ଧରି ଖଣ୍ଡଗିରି ମେଳାରେ ରାଣୀ ପ୍ରିୟଦର୍ଶିନୀ; ଘଉଡାଇଲେ ସାଧୁ

ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ। ଦୟା ନଦୀରେ ବୁଡ଼ ପକାଇ, ଡମ୍ବରୁ ଧରି ଗେରୁଆ ବସ୍ତ୍ର ପିନ୍ଧି, ଟିକା ତିଳକ ମାରି, ହର୍ ହର୍ ମହାଦେବ କହି ଖଣ୍ଡଗିରି ମେଳାରେ ନାଗା ସାଧୁଙ୍କ ଆଶୀର୍ବାଦ ନେବାକୁ ଯାଇ ତଡ଼ା…

ବଦଳିବ ଭୂମିହୀନଙ୍କ ସଂଜ୍ଞା: ସୁରେଶ ପୂଜାରୀ

ବଦଳିବ ଭୂମିହୀନଙ୍କ ସଂଜ୍ଞା । ଜାଗା ସରକାର ଦେବେ ବୋଲି ଆଜି କହିଛନ୍ତି ମନ୍ତ୍ରୀ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ସେଟଲମେଣ୍ଟ ଆକ୍ଟ ଅନୁଯାୟୀ ଜାଗା ମିଳିବ । ଉତ୍ତରାଧିକାରୀ ସୂତ୍ରରୁ ୪ ଡିସିମିଲରୁ କମ୍‌ ଥିଲେ…

ଚଳିତ ବର୍ଷ ହୋଇପାରିବ ନାହିଁ ମାଟ୍ରିକ ପ୍ରଶ୍ନପତ୍ର ଲିକ୍; ଜାଣନ୍ତୁ କଣ ନିଆଯାଇଛି ପଦକ୍ଷେପ

ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ଏହା ପୂର୍ବରୁ ଆଜି ବୋର୍ଡ ପକ୍ଷରୁ ପ୍ରେସମିଟ୍ କରାଯାଇଛି । ସାମ୍ୱାଦିକ ସମ୍ମିଳନୀରେ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା…

ଲୋକଙ୍କ ସମସ୍ୟା ତ୍ବରିତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଲେ ସିଏମ୍‌ଓ

ଜନଶୁଣାଣିର ଅଭିଯୋଗ ତୁରନ୍ତ ସମାଧାନ କରିବାକୁ ସିଏମ୍‌ଓରୁ ଚିଠି । ସିଏମ୍‌ଓ ପକ୍ଷରୁ ମୁଖ୍ୟ ଶାସନ ସଚିବ, ପୋଲିସ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିବା ସୂଚନା । ଅଭିଯୋଗ ପତ୍ର ଗୁଡ଼ିକର ତ୍ବରିତ ସମାଧାନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।…

ଫେବ୍ରୁଆରି ୧୦ରୁ ହେବ ଜୋର୍‌ଦାର୍‌ ହେବ ଗାଡି ଚେକିଂ 

ଫେବ୍ରୁଆରି ୧୦ରୁ ହେବ ରାଜ୍ୟରେ ଜୋର୍‌ଦାର୍‌ ହେବ ଗାଡି ଚେକିଂ। ଏନେଇ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ। ସୂଚନା ଅନୁଯାୟୀ, ଗାଡ଼ି କାଚରେ କଳାଜରି, ଉଚ୍ଚ ଶବ୍ଦରେ ହର୍ଣ୍ଣ ଥିଲେ କଡ଼ା ଆକ୍ସନ ନିଆଯିବ। ଗାଡ଼ିର ଆଗ ଓ ପଛକାଚ ଦେଇ…

ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଷୋଡ଼ଶ ଅର୍ଥ କମିଶନ

ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ଓଡିଶା ଗସ୍ତରେ ଆସିଥିବା ୧୫ ଜଣିଆ ପ୍ରତିନିଧି ଦଳ ଆଜି ଦ୍ଵିତୀୟ ଦିନରେ ପୁରୀଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ପୁରୀ ରାଜଭବନରେ ପୁରୀ ପୌର ପାଳିକା…