ତାଜା ଖବର ରାଜ୍ୟ ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ February 4, 2025 Papirani ଆଜି ହେଉଛି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ । ବ୍ରାହ୍ମ ମୂହୂର୍ତ୍ତରେ ସୂର୍ଯ୍ୟାଦୋୟବେଳେ ପବିତ୍ର ସ୍ନାନ କରିଛନ୍ତି ଶ୍ରଦ୍ଧାଳୁ । ଏହି ଦିନ ଚନ୍ଦ୍ରଭାଗା ପୁଷ୍କରିଣୀରେ ବୁଡ ପକାଇଲେ…
ରାଜନୀତି ରାଜ୍ୟ କୁମ୍ଭ ମେଳାରେ ଚୁଟି ପକେଇ ଲାଣ୍ଡି ହେଲେ ସୁନୀତି ମୁଣ୍ଡ February 3, 2025 Nirvay ଭୁବନେଶ୍ୱର ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡ ମହାକୁମ୍ଭ ମେଳାରେ ଚୁଟି ପକେଇ ଲାଣ୍ଡି ହୋଇଛନ୍ତି । ନିକଟରେ ସେ ନିଜ ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ପୋଷ୍ଟ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ଏବେ କୁମ୍ଭମେଳା…
ରାଜନୀତି ରାଜ୍ୟ ଝାରପଡ଼ାର ସ୍ଵତନ୍ତ୍ର କାରାଗାରରେ ଛାତ୍ର ନେତାଙ୍କୁ ଭେଟିଲେ କଂଗ୍ରେସ ନେତୃବୃନ୍ଦ February 3, 2025 Nirvay ଝାରପଡ଼ାର ସ୍ଵତନ୍ତ୍ର କାରାଗାରରେ ଥିବା ଛାତ୍ର ନେତାଙ୍କୁ ଆଜି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଭେଟିଛନ୍ତି । ଆଜି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ବିଧାୟକ ତଥା…
ତାଜା ଖବର ରାଜ୍ୟ ଠେଙ୍ଗା ବାହିନୀ ଗଢ଼ିଲେ ବିଧାୟକ ବାବୁ ସିଂ February 3, 2025 Papirani ଆସନ୍ତା ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ହଜାର ହଜାର ଦର୍ଶକଙ୍କ କୋଳାହୋଳରେ ଉଚ୍ଛୁଳିବ ଖଣ୍ଡଗିରି ଯାତ୍ରା । ଏହା ମଧ୍ୟରେ ଅଶ୍ଲୀଳତାକୁ ସମ୍ପୂର୍ଣ୍ଣ ବିରୋଧ କରାଯାଇଛି…
ତାଜା ଖବର ରାଜ୍ୟ ରେଳ ବଜେଟରେ ଓଡ଼ିଶାକୁ ମିଳିଲା ୧୦,୫୯୯ କୋଟି ଟଙ୍କା February 3, 2025 Papirani ଓଡ଼ିଶାକୁ ରେଳ ବଜେଟକୁ ନେଇ ଅଶ୍ବିନୀ ବୈଷ୍ଣବଙ୍କ ବଡ ସୂଚନା । ଫେବ୍ରୁଆରୀ ୧ରେ ଘୋଷିତ ବଜେଟ୍ରେ ରେଲୱେକୁ ୨.୫୨ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଏଥିରୁ ଓଡ଼ିଶା ପାଇଁ ୧୦ ହଜାର ୫୯୯ କୋଟି ଟଙ୍କା ରହିଥିବା…
ତାଜା ଖବର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ: ଦିବ୍ୟାଙ୍ଗ ବାଳକକୁ ଦେଖି ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଲେ ମୁଖ୍ୟମନ୍ତ୍ରୀ February 3, 2025 Papirani ଆଜି ଜନସାଧାରଣଙ୍କ ପାଇଁ ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋମବାର ଲୋକଙ୍କ ଅଭିଯୋଗ ଶୁଣାଣି କରୁଛନ୍ତି। ଭୁବନେଶ୍ୱର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସକାଳୁ ସକାଳୁ ଆସି ଅଭିଯୋଗକାରୀ ଭିଡ଼ ଜମାଇଥିଲେ । ଲୋକଙ୍କ…
ତାଜା ଖବର ରାଜ୍ୟ ଆସନ୍ତା ୪ ତାରିଖରୁ ଆରମ୍ଭ ଖଣ୍ଡଗିରି ମେଳା February 3, 2025 Papirani ଆସନ୍ତା ୪ ତାରିଖରୁ ଖଣ୍ଡଗିରି ମେଳା। ଏନେଇ ରାଜଧାନୀରେ ଜୋରସୋର ପ୍ରସ୍ତୁତି ଚାଲିଛି । ଏବେଠୁ ଖଣ୍ଡଗିରି ମୁହାଁ ହେଲେଣି ସାଧୁସନ୍ଥ । ଯଜ୍ଞ କୁଣ୍ଡ ଓ ସାଧନାସ୍ଥଳ ପ୍ରସ୍ତୁତିରେ ଲାଗିଛନ୍ତି । ଖଣ୍ଡଗିରି ଗୁମ୍ଭାରୁ ଶୁଭିଲାଣି ବାବାଙ୍କ ମନ୍ତ୍ରପାଠ। ଆଜି…
ରାଜନୀତି ବାହାଘର ନା ନେତାଙ୍କ ମିଳନଘର ! February 3, 2025 Papirani ଏମିତିଆ ବାହାଘର ଯେ, ବିହାରଠୁ ଆରମ୍ଭକରି ଓଡ଼ିଶା ଯାଏଁ ଧୂମ ରାଜନୈତିକ ଚର୍ଚ୍ଚା। ସବୁ ଦଳରୁ ନେତା ଯାଇ ଆସାମରେ ଠୁଳ ହେବେ, ଚର୍ଚ୍ଚା ନିହାତି ହବ । ଆସାମରେ ବି କମ ଚର୍ଚ୍ଚା ହେଇନାହିଁ । ବାହାଘର ଥିଲା ପୂର୍ବତନ…
ତାଜା ଖବର ରାଜ୍ୟ ଫେବ୍ରୁଆରୀ ଆରମ୍ଭରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ February 3, 2025 Papirani ଫେବ୍ରୁଆରୀରୁ ମାଡ଼ି ଆସିଲାଣି ଗ୍ରୀଷ୍ମ ପ୍ରବାହ। ଫେବ୍ରୁଆରୀ ଆରମ୍ଭରୁ ପାରଦ ଉପରମୁହାଁ। ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ରହୁଥିବାରୁ ତାପମାତ୍ରା ବୃଦ୍ଧି ପାଉଛି। ଅଚାନକ ଉପରମୁହାଁ ହେବା ସହ ପାରଦ ଡେଇଁଲାଣି ୩୬ ଡିଗ୍ରୀ। ସକାଳ ୧୦ଟାରୁ ଅସମ୍ଭାଳ ହେଉଛି ତାତି…
ତାଜା ଖବର ରାଜ୍ୟ ଭକ୍ତକବିଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେଲା ଉନ୍ମୋଚିତ February 2, 2025 Papirani ଓଡ଼ିଶା ଏବଂ ଓଡ଼ିଆ ଭାଷା ଯେଉଁ କାଳଖଣ୍ଡରେ ନିଜର ଅସ୍ଥିତ୍ୱ ଓ ଜାତୀୟତା ପାଇଁ ସଂଗ୍ରାମ କରୁଥିଲେ, ସେହି ସମୟରେ ଭକ୍ତକବି ମଧୁସୂଦନ ରାଓ, ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଆମ ରାଜ୍ୟର ହୃତ ଗୌରବ ଫେରାଇ ଆଣିଥିଲେ…