ଖେଳ ତାଜା ଖବର ଦେଶ ରାଜ୍ୟ ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଟିମ୍ August 21, 2024 Papirani ଓଡ଼ିଶା ପହଞ୍ଚିଲେ ପ୍ୟାରିସ ଅଲିମ୍ପିକ ବ୍ରୋଞ୍ଜ ବିଜୟୀ ଭାରତୀୟ ପୁରୁଷ ହକି ଦଳ । ବିଜୁ ପଟ୍ଟନାୟକ ଏୟାପୋର୍ଟରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଅପରାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବ୍ୟାପକ ବ୍ୟବସ୍ଥା…
ତାଜା ଖବର ରାଜ୍ୟ ମଦମୃତ୍ୟୁ ଓ ଜନଜାତିଙ୍କ ସୁରକ୍ଷା ପ୍ରସଙ୍ଗରେ ହଟ୍ଟଗୋଳ; ୪ଟା ଯାଏଁ ଗୃହ ମୁଲତବୀ August 21, 2024 Nirvay ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ମଧ୍ୟ ବିଧାନସଭାରେ ହଟ୍ଟଗୋଳ। ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଚିକିଟି ମଦମୃତ୍ୟୁର ଆରଡିସିସ୍ତରୀୟ ତଦନ୍ତ ଦାବି କଲା ବିଜେଡି…
ତାଜା ଖବର ରାଜ୍ୟ ଏମଭି ଦେବୀ ଜାହାଜ ବିକ୍ରି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ August 21, 2024 Nirvay ପାରାଦୀପରେ ଜାହାଜରୁ କୋକେନ ଜବତ ଘଟଣାରେ ଏମଭି ଦେବୀ ଜାହାଜ ବିକ୍ରି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭଡ଼ା ନଦେବାରୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କର୍ତ୍ତୃପକ୍ଷ। ଜାହାଜ ଉପରେ ବକେୟା ରହିଛି ପ୍ରାୟ ୮ କୋଟି ଟଙ୍କା। ଗତବର୍ଷ ଡିସେମ୍ବରରେ ପାରାଦୀପରେ…
ତାଜା ଖବର ରାଜ୍ୟ ବାହାରିଲା ସମାଧାନର ସୂତ୍ର; ପଶ୍ଚିମବଙ୍ଗରୁ ଆସିବ ଆଳୁ August 21, 2024 Nirvay ଓଡ଼ିଶାକୁ ଆଳୁ ଯୋଗାଣ ଲାଗି ସମାଧାନର ସୂତ୍ର ବାହାରିବା ପରେ ଏବେ ସ୍ୱାଭାବିକ ହେବ ଦର। ବ୍ୟବସାୟୀଙ୍କ ଧର୍ମଘଟ ପରେ ନଇଁଲେ ପଶ୍ଚିମବଙ୍ଗ ସରକାର। ଆଜି ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଓଡିଶା ପହଞ୍ଚିବ। ଆଇଗିଣିଆରେ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ…
ତାଜା ଖବର ରାଜ୍ୟ ବିଷାକ୍ତ ମଦ ପିଇ ଜଣେ ମୃତ, ୧୫ ଗୁରୁତର August 21, 2024 Nirvay ଗଞ୍ଜାମ ଜିଲ୍ଲା ଚିକିଟିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଷାକ୍ତ ଓ ନକଲି ମଦ ପିଇ ୧୫ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜେନାପୁର ଅଞ୍ଚଳର ଜୁର ବେହେରା। ୧୪ ଜଣ ବ୍ରହ୍ମପୁରସ୍ଥିତ…
ତାଜା ଖବର ରାଜ୍ୟ ଘର ଘର ବୁଲି ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନା କରି ସଦସ୍ୟ ଗ୍ରହଣ କରିବ ବିଜେପି August 20, 2024 Nirvay ଭାରତୀୟ ଜନତା ପାର୍ଟିର ବିଚାରଧାରା ହିଁ ଦଳକୁ ଅନ୍ୟ ରାଜନୈତିକ ଦଳଠାରୁ ଭିନ୍ନ ବୋଲି ପରିଚୟ ଦେଇଥାଏ। ଦେଶର ପୁନଃନିର୍ମାଣ ପାଇଁ ବିଜେପି ସର୍ବଦା ଉଦ୍ୟମରତ। ସେଥିପାଇଁ ଆସନ୍ତା ସେପ୍ଟେମ୍ବର ୧ରୁ ବିଜେପିର ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ କରାଯିବ। ରାଜ୍ୟରେ…
ତାଜା ଖବର ରାଜ୍ୟ ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ଯ ବୀମା ୨୦ ଲକ୍ଷକୁ ବୃଦ୍ଧି ସହ ବାପା-ମା’ଙ୍କୁ ସାମିଲ ଦାବି August 20, 2024 Nirvay ବିଧାନସଭାରେ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ପାଇଁ ଦାବି ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସାମ୍ବାଦିଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ରାଶି ୨୦ ଲକ୍ଷ ଟଙ୍କା କରିବା ସହ ଏଥିରେ ବାପା-ମା’ଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି।…
ତାଜା ଖବର ରାଜ୍ୟ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଖୋଲିଲା ଆଉ ଏକ ଟନେଲ୍ August 20, 2024 Nirvay ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଆଉ ଏକ ଟନେଲ୍ ଖୋଲିଲା । ପୁରୁଣାକଟକରୁ ଛାରିଛକକୁ ସଂଯୋଗ କରୁଥିବା ସିଙ୍ଗାନିବିଡ଼ାରେ ଏହି ଟନେଲ ଖୋଲିଛି। ପୂର୍ବତଟ ରେଳପଥ ସିଇଓଙ୍କ ଉପସ୍ଥିତିରେ ୭ ନମ୍ବର ଟନେଲ ଖୋଲିଛି। ୭ ନମ୍ବର ଟନେଲର ଦୂରତା ପ୍ରାୟ ୨ କିଲୋମିଟର…
ତାଜା ଖବର ରାଜ୍ୟ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ମମତା ମହାନ୍ତଙ୍କ ପ୍ରତିକ୍ରିୟା August 20, 2024 Nirvay ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ମମତା ମହାନ୍ତ। ଟିକେଟ ଦେବା ପାଇଁ ପୂର୍ବରୁ କୌଣସି ପ୍ରତିଶ୍ରୁତି ମିଳିନଥିଲା ବୋଲି କହିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଥିବା କହିଛନ୍ତି। ପୁଣି ରାଜ୍ୟସଭା ଟିକେଟ…
ତାଜା ଖବର ରାଜ୍ୟ ୨୦୨୫ ବାର୍ଷିକ ଯୁକ୍ତ ୨ ପରୀକ୍ଷା ପ୍ରଶ୍ନ ପ୍ୟାଟର୍ଣ୍ଣ ବଦଳିଲା August 20, 2024 Nirvay ୨୦୨୫ ବାର୍ଷିକ ଯୁକ୍ତ ୨ ପରୀକ୍ଷା ପାଇଁ ପ୍ରଶ୍ନ ପ୍ୟାଟର୍ଣ୍ଣ ବଦଳିଛି। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ପ୍ରଶ୍ନ ପ୍ୟାଟର୍ଣ୍ଣ ବଦଳିଲା। ୨୦୨୩ରେ ରେଜିଷ୍ଟ୍ରୀ କରି ୨୦୨୫ରେ ପରୀକ୍ଷା ଦେବାକୁ ଥିବା ପିଲାଙ୍କ ପ୍ରତି ଲାଗୁ ହେବ। ପିଲାଙ୍କୁ ୮୦+୨୦…