ରାଜ୍ୟ କାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ମହିଳା ଜନ ଶୁଣାଣି କାର୍ଯ୍ୟକ୍ରମ February 10, 2025 Nirvay ତୃଣମୂଳ ସ୍ତରରେ ମହିଳାମାନଙ୍କ ସହ ଜଡିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ କାଲି ଅନୁଷ୍ଠିତ ହେବ ମହିଳା ଜନ ଶୁଣାଣି କାର୍ଯ୍ୟକ୍ରମ । ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନର ଏକାମ୍ର ହଲରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକରଙ୍କ ଉପସ୍ଥିତିରେ ମହିଳା…
ତାଜା ଖବର ରାଜ୍ୟ ରାଜରାସ୍ତାରେ ବିଭିନ୍ନ ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକ February 10, 2025 Papirani ନିଜ ହକ ପାଇଁ ରାଜ ରାସ୍ତାକୁ ଓହ୍ଲାଇ ଶିକ୍ଷକ । ସରକାର ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଶିକ୍ଷକଙ୍କ ବହୁ ଦିନର ଦାବି ପୂରଣ କରୁନଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଶିକ୍ଷକ। ଜୁନ ୨୦୦୮ରୁ ଡିସେମ୍ବର ୨୦୧୩ ମଧ୍ୟରେ…
ଖେଳ ତାଜା ଖବର ରାଜ୍ୟ ଭୁବନେଶ୍ବର ଛାଡିଲେ ଭାରତ ଓ ଇଂଲଣ୍ଡ ଖେଳାଳି February 10, 2025 Papirani ରାଜଧାନୀ ଛାଡ଼ିଲେ ଭାରତ ଓ ଇଂଲଣ୍ଡ ଖେଳାଳି । ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଉଭୟ ଦଳର ଖେଳାଳି । ବାରବାଟୀରେ ଭାରତର ଗତକାଲି(ରବିବାର) ଦମଦାର ବିଜୟ ପରେ ଆଜି ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଉଭୟ ଦଳର ଖେଳାଳି। ହୋଟେଲରୁ କଡା ସୁରକ୍ଷା…
ରାଜ୍ୟ ଜଙ୍ଗଲରୁ ମିଳିଲା ସ୍କୁଲ ୟୁନିଫର୍ମ ପିନ୍ଧା ଦୁଇ ନାବାଳିକା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ February 10, 2025 Papirani ମାଲକାନଗିରି ଜିଲ୍ଲାରେ ଏକ ଅଭବାନୀୟ ଘଟଣା ସାମ୍ନାକୁ ଆସିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଥାନା ମାନ୍ୟମକୋଣ୍ଡା ପଞ୍ଚାୟତର ଏମପିଭି-୪୧ ଗାଁରେ ଅଭାବନୀୟ ଘଟଣା ଘଟିଛି । ଜଙ୍ଗଲରୁ ସ୍କୁଲ ୟୁନିଫର୍ମ ପିନ୍ଧା ଅବସ୍ଥାରେ ଦୁହିଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି…
ଖେଳ ତାଜା ଖବର ଦେଶ ରାଜ୍ୟ ବାରବାଟୀରେ ଇଂଲଣ୍ଡକୁ ହରାଇ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ February 9, 2025 Papirani ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚରେ ସିରିଜ୍ ଜିତିଲା ଭାରତ । ଭାରତୀୟ ଅଧିନାୟକଙ୍କ ଶତକୀୟ ଇନିଂସ ବଳରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି ।…
ଖେଳ ତାଜା ଖବର ଦେଶ ବାରବାଟୀରେ ବିଜୁଳି ବିଭ୍ରାଟ; ଘୋର ଲଜ୍ଜା February 9, 2025 Papirani ଅଧାରୁ ଅଟକିଲା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ । ବାରବାଟୀ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ଅଧାରୁ ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଛି । ମ୍ୟାଚ ଅଧାରୁ ଲାଇଟ କଟିଯିବାରୁ ଅଟକିଲା ଖେଳ । ଲାଇଟ କଟିବା ନେଇ ରୋହିତ…
ତାଜା ଖବର ରାଜ୍ୟ ରାସନ କାର୍ଡ କେୱାଇସିର ଶେଷ ତାରିଖ ଫେବୃଆରୀ ୧୫; ଆଉ ଦିଆଯିବ ନାହିଁ ସୁଯୋଗ February 9, 2025 Papirani ରାସନକାର୍ଡକୁ ଇ-କେୱାଇସି ସହ ସଂଯୋଗ କରିବା ନେଇ ରାଜ୍ୟ ସରକାର ଆଉ ଦେବେ ନାହିଁ ସମୟ । ଆସନ୍ତା ଫେବୃୟାରୀ ୧୫ ତାରିଖ ସୁଦ୍ଧା ଯଦି ଇ-କେୱାଇସି କରା ନ ଗଲେ ସରକାର ରାସନକାର୍ଡରୁ ହିତାଧିକାରୀଙ୍କ ନାମକୁ ତାଙ୍କ ତରଫରୁ କାଟିଦେବେ…
ତାଜା ଖବର ରାଜନୀତି ରାଜ୍ୟ ପୁଣି ଚର୍ଚ୍ଚାରେ ବିଜେଡିର ଦୁଇ କର୍ପୋରେଟର ଅମରେଶ ଓ ବିରଞ୍ଚି February 9, 2025 Papirani ଦୀର୍ଘଦିନ ହେବ ଭୁବନେଶ୍ବର ବିଜେଡି ନେତୃତ୍ବଙ୍କ ଉପରେ ଅସନ୍ତୋଷ ଜାହିର କରୁଥିବା ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାର ଏବେ ପୁଣି ଚର୍ଚ୍ଚାରେ । ଖଣ୍ଡଗିରି କୁମ୍ଭମେଳା ଅବସରରେ ବିଜେପି ସାଂସଦ ଓ ବିଧାୟକଙ୍କ ଗହଣରେ…
ତାଜା ଖବର ରାଜ୍ୟ ଖଣ୍ଡଗିରିରେ ହାଇଡ୍ରାମା; କାର ଅଟକାଇ ରାଣୀ ପ୍ରିୟଦର୍ଶିନୀଙ୍କୁ ଗାଳିଗୁଲଜ କଲେ ଯୁବକ February 9, 2025 Papirani ଖଣ୍ଡଗିରି ଯାତ୍ରାରେ ଦେଖିବାକୁ ମିଳିଛି ହାଇଡ୍ରାମା । ଖଣ୍ଡଗିରି ଯାତ୍ରା ଅଶ୍ଳୀଳ ନାଚ ବରଣ ଥିବା ବେଳେ ସାମ୍ନାକୁ ଆସିଚି ରାଣୀ ପ୍ରିୟଦର୍ଶିନୀଙ୍କୁ ଗାଳିଗୁଲଜ କରୁଥିବାର ଦୃଶ୍ୟ। ଦୁର୍ଗା ମନ୍ଦିର ଅପେରା ପାର୍ଟିର ମେଲୋଡି ଦେଖିବା ପରେ ରାଣୀ ପ୍ରିୟଦର୍ଶିନୀଙ୍କ ଗାଡ଼ି…
ରାଜ୍ୟ ଫେବୃଆରୀ ୧୦ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି February 8, 2025 Nirvay ଆଗାମୀ ଫେବୃଆରୀ ୧୦ ତାରିଖ (ସୋମବାର) ଦିନ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା…