ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶା ଜନତା କଂଗ୍ରେସ କିମ୍ବା ଓଡ଼ିଶା ଲୋକ କଂଗ୍ରେସ ହୋଇପାରେ ନୂଆ ଦଳର ନାଁ: ମହମ୍ମଦ ମୋକିମ୍ January 27, 2026 Papirani ରାଜ୍ୟରେ ପୁଣି ଏକ ନୂଆ ରାଜନୈତିକ ଦଳ ଗଠନ ହେବ ତାହା ସୁନିଶ୍ଚିତ ହୋଇସାରିଛି । ଏହାରି ଭିତରେ ଆଜି ନୂଆ ଦଳ ଗଠନକୁ ନେଇ ମହମ୍ମଦ ମୋକିମ୍ ବଡ଼ ସୂଚନା ଦେଇଛନ୍ତି । ମହମ୍ମଦ ମୋକିମ ନିଜ ନୂଆ ଦଳର…
ତାଜା ଖବର ରାଜ୍ୟ NKS Bandh Call In Odisha: ୨୮ ତାରିଖ ଓଡିଶା ବନ୍ଦକୁ ସମର୍ଥନ କଲା କଂଗ୍ରେସ January 27, 2026 Papirani ଆସନ୍ତା ୨୮ ଜାନୁଆରୀ ଓଡ଼ିଶା ବନ୍ଦ । ଆସନ୍ତା କାଲି ଚାଷୀ ସମସ୍ୟା ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ପରିବହନ ବିଭାଗର ମନାମନିକୁ ନେଇ ସଂଗଠନ ରାସ୍ତାକୁ ଓହ୍ଲାଇବ । ନଵନିର୍ମାଣ କୃଷକ ସଂଗଠନ ଦ୍ୱାରା ଓଡିଶା ବନ୍ଦ ଡାକରାକୁ…
ତାଜା ଖବର ରାଜ୍ୟ Digital Arrest Scam: ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ୩୦ ଲକ୍ଷ ଟଙ୍କା ଠକେଇ; ଅଭିଯୁକ୍ତ ଗିରଫ January 27, 2026 Papirani ଭୁବନେଶ୍ବରରେ ଜଣେ ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ନେଇଗଲେ ୩୦ ଲକ୍ଷ ଟଙ୍କା। ପୁରୁଣା ଭୁବନେଶ୍ୱର ଅଞ୍ଚଳର ଜଣେ ମହିଳା ସାଇବର ଠକେଇର ଶିକାର ହୋଇଛନ୍ତି । ମହିଳାଙ୍କ ଫୋନକୁ କଲ କରି ମୁମ୍ବାଇ କୋଲାବ ଥାନା ଅଧିକାରୀ ପରିଚୟ ଦେବା…
ତାଜା ଖବର ରାଜ୍ୟ Adivasi Mela 2026: ଆଜିଠୁ ଆରମ୍ଭ ଆଦିବାସୀ ମେଳା; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ January 26, 2026 Papirani ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଆଦିବାସୀ ମେଳା ୨୦୨୬ । ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳା ୨୬ ଜାନୁଆରୀରୁ ୫ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଆଜି ଆଦିବାସୀ ମେଳା ୨୦୨୬ ଉଦଘାଟନ ଅବସରରେ…
ରାଜ୍ୟ Panchayat Polls In Odisha: ପୁଣି ୟୁ-ଟର୍ଣ୍ଣ; ପଞ୍ଚାୟତ ନିର୍ବାଚନ ସମୟ ଅନୁସାରେ ହେବ କହିଲେ ମନମୋହନ January 26, 2026 Nirvay ପଞ୍ଚାୟତ ନିର୍ବାଚନ ଆଗୁଆ ହେବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ୟୁ-ଟର୍ଣ୍ଣ । ପୂର୍ବରୁ ପଞ୍ଚାୟତ ନିର୍ବାଚନ ଆଗୁଆ ହେବା ନେଇ ସେ କହିଥଲେ । ତେବେ ଆଜି କଥା ବଦଳେଇ ପଞ୍ଚାୟତ ନିର୍ବାଚନ ସମୟ ଅନୁସାରେ ହେବ…
ରାଜ୍ୟ Cuttack Strawberry On Republic Day: ଗଣତନ୍ତ୍ର ଦିବସରେ କଟକ ଜିଲ୍ଲାର ଷ୍ଟ୍ରବେରୀ ପ୍ରଦର୍ଶନ January 26, 2026 Nirvay ୭୭ ତମ ଗଣତନ୍ତ୍ର ଦିବସ ଅବସର ରେ କଟକ ଜିଲ୍ଲା ବାଙ୍କୀ ଓ ଡମପଡା ବ୍ଲକ୍ ର ତିନିଜଣ କୃଷକ ଜିଲ୍ଲା ରେ ପ୍ରଥମ ଥର ପାଇଁ ଉତ୍ପାଦନ କରିଥିବା ଷ୍ଟ୍ରବେରୀ କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟ ରେ…
ରାଜ୍ୟ Padma Awardee Sarat Patra Felicitated: ପଦ୍ମଶ୍ରୀ ପାଇଁ ମନୋନୀତ ଶରତ କୁମାର ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା January 26, 2026 Nirvay ଆଜି ୭୭ ତମ ଗଣତନ୍ତ୍ର ଦିବସ ଅବସରରେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ଶରତ କୁମାର ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଠାରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ କଟକ ଜିଲ୍ଲାର ଶ୍ରୀ ପାତ୍ରଙ୍କ ସମ୍ମାନାର୍ଥେ…
ରାଜ୍ୟ Republic Day 2026: ୭୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣ January 26, 2026 Nirvay ଗୌରବମୟ ୭୭ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଆମେ ଇତିହାସକୁ ଗର୍ବର ସହ କାନ୍ଧରେ ବୋହି ଚାଲିଆସିଥିବା, ରୂପେଲି…
ତାଜା ଖବର ରାଜନୀତି ରାଜ୍ୟ Panchayat Election In Odisha: ଆଗୁଆ ହେବ ନାହିଁ ପଞ୍ଚାୟତ ନିର୍ବାଚନ January 25, 2026 Papirani ଆଗୁଆ ନୁହେଁ, ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢୀ । ସେ ଆହୁରି କହିଛନ୍ତି ଯେ ସମୟ…
ତାଜା ଖବର ରାଜ୍ୟ Khandagiri Mela: ଆଜି ଠାରୁ ଆରମ୍ଭ ହେଲା ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ କୁମ୍ଭ ମେଳା January 25, 2026 Papirani ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହେଉଛି ଐତିହାସିକ ଖଣ୍ଡଗିରି କୁମ୍ଭ ମେଳା। ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ ଆଜି ଠାରୁ ଆରମ୍ଭ ହେଲା କୁମ୍ଭ ମେଳା। ରାଜ୍ୟ ଓ ରାଜ୍ୟ ବାହାର ନାଗା ସାଧୁମାନଙ୍କ ଧୀରେ ଧୀରେ ସମାଗମ ହେଉଛି। ଖଣ୍ଡଗିରୀ ମେଳାର…