ତାଜା ଖବର ରାଜ୍ୟ ଚଳିତ ମାସରେ ଆସିବ ନୂଆ ଅବକାରୀ ନୀତି September 10, 2025 Papirani ଦଶହରା ପୂର୍ବରୁ ନୂଆ ଅବକାରୀ ନୀତି ଆଣିବେ ରାଜ୍ୟ ସରକାର । ଏନେଇ ସୂଚନା ଆଜି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଦିନେ କି ଦୁଇ ଦିନ ଭିତରେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ…
ତାଜା ଖବର ରାଜନୀତି ରାଜ୍ୟ ଗଠନ ହେବ ନୂଆ ବିଜେଡି; ସଂକେତ ଦେଲେ ଅମର ଶତପଥୀ September 10, 2025 Papirani ନୂଆ ବିଜେଡି ଗଠନର ସଂକେତ ଦେଇଛନ୍ତି ବରିଷ୍ଠ ନେତା ଅମର ଶତପଥୀ । ସେ କହିଛନ୍ତି ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି । ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି ବର୍ତ୍ତମାନର ବିଜେଡି । ନିର୍ଦ୍ଦିଷ୍ଟ…
ତାଜା ଖବର ରାଜ୍ୟ ଆଜି ସରୁଛି ନୋଟିସ୍ର ଡେଡ୍ଲାଇନ; କାଲି ବାଣୀବିହାର କ୍ବାର୍ଟର୍ସରୁ ବାହାରିବେ ଜବରଦଖଲକାରୀ September 10, 2025 Papirani ବାଣୀବିହାର କ୍ୟାମ୍ପସ୍ରେ ବେଆଇନ ଭାବେ ରହୁଥିଲେ କାଲି ବିଦା ହେବେ । ଯେଉଁମାନେ ବେଆଇନ ଭାବେ କ୍ବାର୍ଟର୍ସ ମାଡ଼ି ବସିଛନ୍ତି ସେମାନେ କାଲି ବିଦା ହେବେ । ଆଜି ସରୁଛି ନୋଟିସ୍ର ଡେଡ୍ଲାଇନ। ଏହାରି ମଧ୍ୟରେ ଯଦି କ୍ବାର୍ଟର୍ସ ଖାଲି ନ…
ତାଜା ଖବର ରାଜ୍ୟ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ କିରାଣୀ September 10, 2025 Papirani ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ମୁଖ୍ୟାଳୟରେ ଥିବା ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲର ଜଣେ କିରାଣୀ । କିରାଣୀ ଜଣକ ରୂପଚାନ୍ଦ ନାଏକ । ପେନସନ୍…
ପ୍ରିମିୟମ ଖବର ରାଜ୍ୟ ଉତ୍କଳ ବିଶ୍ବବିଦ୍ୟାଳୟର ଭିନ୍ଦ୍ରେନୱାଲା କିଏ ? September 10, 2025 Papirani ଯାହା ହଉ ପ୍ରଥମ ଥର ପାଇଁ ମନକୁ ଖୁସି କଲାପରି ଦୃଶ୍ୟ ପଡ଼ିଲା ଆଖିରେ । ପୁଲିସ ଫୌଜ ପଶିଲେ ବାଣୀବିହାର ଭିତରକୁ । ୧୦ ନା ୧୬ ପ୍ଲାଟୁନ ଫୋର୍ସ । ହଷ୍ଟେଲ ଭିତରେ ପଶିଲେ । ଅନେକ ରୁମର…
ତାଜା ଖବର ରାଜନୀତି ରାଜ୍ୟ ଦିଲ୍ଲୀରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ନେଇ କୌଣସି ଆଲୋଚନା ହୋଇନାହିଁ: ମନମୋହନ ସାମଲ September 10, 2025 Papirani ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଓଡ଼ିଶାରେ ପହଞ୍ଚିବା ପରେ ମନମୋହନ ସାମଲ କହିଛନ୍ତି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ନେଇ କୌଣସି ଆଲୋଚନା ହୋଇନାହିଁ। ସାଂସଦ ଓ କେନ୍ଦ୍ରୀୟ ନେତୃତ୍ଵମାନଙ୍କ ସହ ଆଲୋଚନା ହୋଇଛି ।…
ରାଜନୀତି ରାଜ୍ୟ କବିସୂର୍ଯ୍ୟନଗର ବିଧାୟକଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ; ହସ୍ତକ୍ଷେପ କଲା ରାଷ୍ଟ୍ରପତି ଭବନ September 9, 2025 Nirvay ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରତାପ ନାୟକଙ୍କ ବିରୋଧରେ ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ନେଇ ଗୁରୁତର ଅଭିଯୋଗ ହେବା ପରେ ରାଷ୍ଟ୍ରପତି ଭବନ ହସ୍ତକ୍ଷେପ କରିଛି । ଗୋଆ ସହର ପାଖ ଭେରେନା ପଞ୍ଚାୟତରେ ବେଆଇନ ଭାବେ ପାଞ୍ଚ…
ରାଜନୀତି ରାଜ୍ୟ ପଞ୍ଚଭୂତରେ ବିଲୀନ ହେଲେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ September 9, 2025 Nirvay ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ନୂଆପଡ଼ା ଠାରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଏହି ଅବସରରେ ସ୍ଥାନୀୟ ଜନସାଧାରଣଙ୍କ ସମେତ ବିଜେଡିର ବରିଷ୍ଠ ନେତୃବୃନ୍ଦ, ଅନ୍ୟ ରାଜନୈତିକ ଦଳର…
ରାଜନୀତି ରାଜ୍ୟ ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫା ଦ୍ୱାରା ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ: ବିଜେଡି September 9, 2025 Nirvay ରାୟଗଡା ଜିଲ୍ଲାରେ ଏନ୍. ଭାସ୍କର ରାଓ, ଲାଲ ବିହାରୀ ହିମିରିକା ଓ ବିଜୁ ଜନତା ଦଳର କିଛି କର୍ମକର୍ତ୍ତା ଆଜି ଦଳରୁ ଇସ୍ତଫା ଦେଇଥିବା ବେଳେ, ଏହା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜୁ ଜନତା…
ରାଜନୀତି ରାଜ୍ୟ ହେବ ଦ୍ବିତୀୟ ଉପନିର୍ବାଚନ; ଓଡ଼ିଶା ମୁଡର ସାର୍ଟିଫିକେଟ୍ ଦେବେ ନୂଆପଡ଼ା ଭୋଟର September 9, 2025 Papirani ବିଜୁ ଜନତା ଦଳର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଛି। ନୂଆପଡ଼ା ଆସନରୁ ଚାରିଥର ଜିତିଥିଲେ ରାଜେନ୍ଦ୍ର ଢୋଲକିଆ। ସେ ଏତେ ପପୁଲାର ଯେ ୨୦୦୪ ନିର୍ବାଚନରେ ସ୍ବାଧୀନ ଭାବେ ଲଢି ବିଜଦ -ଭାଜପାର ମେଣ୍ଟ ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ। ପରବର୍ତ୍ତୀ…