ତାଜା ଖବର ରାଜ୍ୟ Rukuna Rath Yatra: ଆଜି ପବିତ୍ର ଅଶୋକାଷ୍ଟମୀ; ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା March 26, 2026 Papirani ଆଜି ପବିତ୍ର ଅଶୋକାଷ୍ଟମୀ। ଏକାମ୍ର କ୍ଷେତ୍ରର ରଥଦାଣ୍ଡରେ ଗଡ଼ିବ ଅଣଲେଉଟା ରୁକୁଣା ରଥ । ରଥରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ତାଙ୍କ ସହ ରଥରେ ବିରାଜିବେ ଶକ୍ତିସ୍ବରୂପିଣୀ ମା’ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ। ୧୦ଟା ୪୫ରୁ ରଥ…
ତାଜା ଖବର ରାଜ୍ୟ CPET Exam 2026: ମେ’ ୫ ତାରିଖରୁ ଆରମ୍ଭ ହେବ CPET ପ୍ରବେଶିକା ପରୀକ୍ଷା March 25, 2026 Nirvay ଆସନ୍ତା ମେ’ ମାସ ୫ ତାରିଖରୁ ଆରମ୍ଭ ହେବ CPET (Common PG Entrance Test) ସାଧାରଣ ପିଜି ପ୍ରବେଶିକା ପରୀକ୍ଷା । ମେ’ ୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ । ସ୍ନାତକୋତ୍ତର…
ତାଜା ଖବର ରାଜନୀତି ରାଜ୍ୟ CM Counters Opposition: ବିରୋଧୀଙ୍କ ‘ଦୁର୍ବଳ ମୁଖ୍ୟମନ୍ତ୍ରୀ’ କଟାକ୍ଷକୁ କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ March 25, 2026 Nirvay ବିରୋଧୀଙ୍କ ‘ଦୁର୍ବଳ ମୁଖ୍ୟମନ୍ତ୍ରୀ’ କଟାକ୍ଷକୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାଉଣ୍ଟର କରିଛନ୍ତି । ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ମୋହନ ମାଝୀ ବିରୋଧୀଙ୍କ ଆଟାକ୍କୁ କାଉଣ୍ଟର କରିଛନ୍ତି । ପୂର୍ବ ସରକାରଙ୍କ ଅମଳର କାହାଣୀକୁ ମନେ ପକାଇ…
ତାଜା ଖବର ରାଜ୍ୟ Odisha Eases City Gas Project: ଓଡ଼ିଶାରେ ପିଏନଜି ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ସହରୀ ଗ୍ୟାସ୍ ଭିତ୍ତିଭୂମି ଅନୁମୋଦନ ପ୍ରକ୍ରିୟା ସରଳୀକୃତ March 25, 2026 Nirvay ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ଭିତ୍ତିଭୂମିର ସମ୍ପ୍ରସାରଣକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପଗୁଡ଼ିକର ଅନୁମୋଦନ ପ୍ରକ୍ରିୟାକୁ ସରଳ ଏବଂ…
ତାଜା ଖବର ରାଜ୍ୟ Rain Alert In Odisha: କାଳବୈଶାଖୀ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି March 25, 2026 Papirani ଭାରତୀୟ ପାଣିପାଗ ବିଭାଗ (IMD)ର ଆଞ୍ଚଳିକ କେନ୍ଦ୍ର ଆଜି ଓଡ଼ିଶା ପାଇଁ ବର୍ଷା ସତର୍କତା ଜାରି କରିଛି ଏବଂ ଦୁଇ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ କାଲି ପର୍ଯ୍ୟନ୍ତ ୮ ଜିଲ୍ଲାକୁ…
ତାଜା ଖବର ରାଜ୍ୟ Census Training 2026: ଜନଗଣନା ଟ୍ରେନିଂ ସମୟ ପରିବର୍ତ୍ତନ ପାଇଁ ଜିଲ୍ଲାପାଳଙ୍କୁ ଚିଠି March 25, 2026 Papirani ଜନଗଣନା ଟ୍ରେନିଂ ସମୟ ପରିବର୍ତ୍ତନ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ । ଚିଠି ଲେଖି ଅନୁରୋଧ କଲେ ମାଟ୍ରିକ ଖାତା ଦେଖୁଥିବା ଶିକ୍ଷକ । ଗୋଟିଏ ସମୟରେ ଜନଗଣନା ତାଲିମ ଏବଂ ମାଟ୍ରିକ ଖାତା ମୂଲ୍ୟାୟନକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଶିକ୍ଷକ। ମୂଲ୍ୟାୟାନ…
ତାଜା ଖବର ରାଜ୍ୟ Electric Death In Odisha: ୩ ବର୍ଷରେ ବିଦ୍ୟୁତ ଆଘାତ ଯାଇଛି ୨୧୦ ଜଣଙ୍କ ଜୀବନ: ଉପମୁଖ୍ୟମନ୍ତ୍ରୀ March 25, 2026 Papirani ୩ ବର୍ଷରେ ବିଦ୍ୟୁତ ଆଘାତ ଯାଇଛି ୨୧୦ ଜଣଙ୍କ ଜୀବନ । ଏ ନେଇ ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଆଜି ଗୃହରେ ବିଭୂତି ଭୂଷଣ ବଳବନ୍ତରାୟ ପଚାରିଥିବା ପ୍ରଶ୍ନ ବିଗତ ତିନି ବର୍ଷରେ ରାଜ୍ୟରେ…
ତାଜା ଖବର ରାଜ୍ୟ Odisha Assembly: ଲୋକଙ୍କ ରାଜକୋଷର ଅର୍ଥରେ ଚାଲିଛି ବିଧାନସଭା; ବିରୋଧୀଙ୍କ ହଙ୍ଗାମା ପାଇଁ ନଷ୍ଟ ହେଲାଣି ୧୨ କୋଟି: ଆଇନ ମନ୍ତ୍ରୀ March 25, 2026 Papirani ଶୂନ୍ୟକାଳରେ ବିରୋଧୀଙ୍କୁ କଡ଼ା ଟାର୍ଗେଟ୍ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ବିରୋଧୀଙ୍କ ହଙ୍ଗାମା ଯୋଗୁଁ ନଷ୍ଟ ହେଲାଣି ୧୨ କୋଟି ରାଜସ୍ୱ। ସାଧାରଣ ଲୋକଙ୍କ ରାଜକୋଷର ଅର୍ଥରେ ବିଧାନସଭା ଚାଲିଛି । ପ୍ରତିଦିନ ପ୍ରାୟ ୬୮ରୁ…
ତାଜା ଖବର ରାଜ୍ୟ Malkangiri Bandh: ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା March 25, 2026 Papirani ଚାରି ଦଫା ଦାବି ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଯୋଗୁଁ ଜିଲ୍ଲାରେ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି…
ରାଜ୍ୟ Morning Court from April 6: ଏପ୍ରିଲ ୬ ତାରିଖରୁ ସକାଳୁଆ ହେବ ସମସ୍ତ ଜିଲ୍ଲାସ୍ତରୀୟ କୋର୍ଟ March 24, 2026 Nirvay ସମସ୍ତ ଜିଲ୍ଲାସ୍ତରୀୟ କୋର୍ଟ ୬ ତାରିଖରୁ ସକାଳୁଆ ହେବ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ । ତେବେ ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର ପାଇଁ ଏହି ସକାଳୁଆ ନିୟମ ଲାଗୁ ହେବନି । କୋରାପୁଟ (ସଦର),…