Tag: Odisha

ବଜ୍ରାଘାତରେ ୨ ମୃତ, ୨ ଗୁରୁତର

ପୃଥକ୍ ପୃଥକ୍ ସ୍ଥାନରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ରେଢ଼ାଖୋଲ ଓ ଦଶପଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା। ଗଣିଆ ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁରେ…

ରାଜ୍ୟରେ ଲଘୁଚାପ ବର୍ଷା; ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଫଳରେ ରାଜ୍ୟରେ ବଢିବ ବର୍ଷାର ପରିମାଣ । ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେଥିପାଇଁ ଆଜି ପାଇଁ ୧୨…

ଭରତପୁର କାଣ୍ଡ: ଜନସ୍ୱାର୍ଥ ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ

ସେନା ମେଜର-ପୋଲିସ ବିବାଦରେ ହାଇକୋର୍ଟରେ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ପରେ ରାୟ ପ୍ରକାଶ ପାଇଛି। ମେଜର ଓ ପୀଡ଼ିତାଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ମନା କରିଛନ୍ତି ଉଚ୍ଚ ନ୍ୟାୟାଳୟ। ରାଜ୍ୟର ସବୁ ଥାନାରେ ସିସିଟିଭି ଲଗାଇ ସମସ୍ତ…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମେଜର ଓ ତାଙ୍କ ବାନ୍ଧବୀ

ଭରତପୁରରେ ମେଜର-ପୋଲିସ ବିବାଦ ମାମଲାରେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ସେନା ମେଜର ଗୁରୁବଂଶ ସିଂ, ତାଙ୍କ ବାନ୍ଧବୀ ଅଙ୍କିତା ଓ ଅନ୍ୟ ପୂର୍ବତନ ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ତାଙ୍କ ସହ ଆଲୋଚନା କରିଛନ୍ତି।…

ଭରତପୁର କାଣ୍ଡ; ଆଜି ହାଇକୋର୍ଟରେ ଜନସ୍ୱାର୍ଥ ମାମଲାର ଶୁଣାଣି

ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ହାଇକୋର୍ଟରେ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହେବ। ଲେଫ୍ଟନାଣ୍ଟ ଜେନେରାଲଙ୍କ ଚିଠି ଆଧାରରେ ମାମଲା ହୋଇଛି। ସେନାବାହିନୀ ମଧ୍ୟଭାରତ ଏରିଆ ମୁଖ୍ୟାଳୟ ଲେଫ୍ଟନାଣ୍ଟ ଚିଠି କରିଥିଲେ।…

୨ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ; ୩ ଅଟକ

ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁଇ ଭଉଣୀ ମିଶି ଚପଲ କିଣିବାକୁ ମାର୍କେଟ ଯାଇଥିବା ବେଳେ ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ଅଞ୍ଚଳର ଏକ ନିଛାଟିଆ ରାସ୍ତାରେ ୭ ଜଣ ଦୁବୃତ୍ତ ଦୁଷ୍କର୍ମ କରିଥିବା…

ଭରତପୁର ଥାନା ବିବାଦ; ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରୁ ଫେରିବା ପରେ ଭରତପୁର ଥାନା ବିବାଦ ନେଇ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ…

ବନ୍ଦ ପାଳନ ପୂର୍ବରୁ ବିଜେଡି କର୍ମୀଙ୍କ ମଧ୍ୟରେ ହଙ୍ଗାମା

ଆସନ୍ତା ୨୪ ତାରିଖରେ ବିଜେଡି ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି। ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଘଟଣାକୁ ବିଜେଡି ତୀବ୍ର ନିନ୍ଦା କରିବା ସହ ବନ୍ଦ ଡାକରା ଦେଇଛି। ବନ୍ଦ ପାଳନ ପାଇଁ…

ଖୋର୍ଦ୍ଧା ଶାଳାପଡିହ ଜଙ୍ଗଲରେ ବାଘର ପାଦଚିହ୍ନ; ଗ୍ରାମବାସୀ ଆତଙ୍କିତ

ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ ଶାଳାପଡିହ ଜଙ୍ଗଲରେ ଏକ ରୟାଲ ବେଙ୍ଗଲ ଟାଇଗରର ପାଦଚିହ୍ନ ଦେଖିବାକୁ ମିଳିଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ନିକଟସ୍ଥ କେତେକ ଅଞ୍ଚଳରେ ଦେଖାଯାଇଥିବା ପାଦଚିହ୍ନ ଯାଞ୍ଚ କରିବା ପରେ ବନ ବିଭାଗ ଶାଳାପଡିହ ଜଙ୍ଗଲରେ…

ପୁଲିସ ମେଳି ପଛରେ କିଏ ?

ଆରମ୍ଭ ହେଲା ମୋହନ ସରକାର ବିରୋଧରେ ମେଳି। ପାଣ୍ଡିଆନ ସିଣ୍ଡ୍ରୋମ୍ କେତେ ପ୍ରଖର ତାହା ଏବେ ଆସିଛି ପଦାକୁ । ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଜାତୀୟସ୍ତରରେ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି । ଏହି…