ତାଜା ଖବର ରାଜ୍ୟ ଦଶମ ଷାଣ୍ମାସିକ ପ୍ରଶ୍ନପତ୍ର ତିଆରି କରିବ ସ୍କୁଲ September 24, 2024 Nirvay ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାକୁ ନେଇ ଦ୍ବନ୍ଦ୍ବ ଦୂର କଲା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ। ଷାଣ୍ମାସିକ ପରୀକ୍ଷା କରିବାକୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ ନାହିଁ। ସ୍କୁଲ…
ତାଜା ଖବର ରାଜ୍ୟ ସରକାରୀ କାମରେ ରାଜ୍ୟ ମଧ୍ୟରେ ବିମାନ ଯୋଗେ ଯାତ୍ରା କରିପାରିବେ ଗ୍ରୁପ-ଏ ବର୍ଗର କର୍ମଚାରୀ September 24, 2024 Nirvay ଗ୍ରୁପ-ଏ ବର୍ଗର ସରକାରୀ କର୍ମଚାରୀ ସରକାରୀ କାମରେ ରାଜ୍ୟ ଭିତରେ ଓ ଟ୍ରେନ ବିମାନ ଯୋଗେ ଯାତ୍ରା କରିପାରିବେ। ଏ ନେଇ ଓଡ଼ିଶା ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରୁପ୍-ଏ…
ତାଜା ଖବର ରାଜ୍ୟ ଓଡ଼ିଶା ଇଭି ପ୍ରୋଜେକ୍ଟରୁ ଓହରିବନି ଜେଏସଡବ୍ଲ୍ୟୁ September 24, 2024 Nirvay ଓଡ଼ିଶାରେ ପ୍ରସ୍ତାବିତ ଇଭି ପ୍ରକଳ୍ପରୁ ଜେଏସଡବ୍ଲ୍ୟୁ ଓହରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପୂର୍ଣ୍ଣଛେଦ ପକାଇଛି କମ୍ପାନୀ । କଂପାନୀ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରି ଏ ବିଷୟରେ ସ୍ପଷ୍ଟ କରାଯାଇଛି। ଜେଏସଡବ୍ଲ୍ୟୁର ଏକ୍ଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ ରଂଜନ ନାୟକଙ୍କ…
ତାଜା ଖବର ରାଜ୍ୟ ଆସନ୍ତାକାଲିଠାରୁ ରାଜ୍ୟରେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ; ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି September 24, 2024 Papirani ନର୍ସିଂ ଅଫିସରଙ୍କ ପ୍ରସ୍ତାବିତ ଆନ୍ଦୋଳନ ନେଇ ନର୍ସିଂ ନିର୍ଦ୍ଦେଶକଙ୍କ ଚିଠି। ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ, ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି। ଏସ୍ମା ଲାଗିଥିବାରୁ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ। ସୂଚନା ମୁତାବକ; ଆସନ୍ତା ୨୫ ତାରିଖରେ ୧୦ ଦଫା ଦାବିରେ…
ତାଜା ଖବର ରାଜନୀତି ରାଜ୍ୟ ବିକଶିତ ଓଡ଼ିଶାର ପ୍ରକୃତ ସାରଥୀ ହେବେ ଆମର ଦକ୍ଷ ଯୁବ ଶକ୍ତି – ମୁଖ୍ୟମନ୍ତ୍ରୀ September 24, 2024 Papirani ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ୱାର୍ଲ୍ଡ ସ୍କିଲ କମ୍ପିଟେସନ୍ ରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିବା ଅମରେଶ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା…
ତାଜା ଖବର ରାଜ୍ୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ; ଆଜିଠୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା September 24, 2024 Papirani ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇପାରେ । ଗୋଟିଏ ପଶ୍ଚିମ କେନ୍ଦ୍ରୀୟ ସ୍ଥଳରେ ହୋଇଥିବା ବେଳେ ଅନ୍ୟଟି ମିଆମାର ଅଞ୍ଚଳରେ ସୃଷ୍ଟି ହୋଇଛି।ଏହି ଦୁଇ ଘୂର୍ଣ୍ଣବଳୟ ପ୍ରଭାବରେ ଓଡିଶାର ଆଜିଠୁ…
ତାଜା ଖବର ଦେଶ ବ୍ୟବସାୟ ରାଜ୍ୟ ଓଡ଼ିଶାରୁ ଚାଲିଯିବ ଜେଏସଡବ୍ଲୁ ପ୍ଲାଣ୍ଟ ! September 24, 2024 Papirani ଓଡ଼ିଶାରୁ ଚାଲିଯାଇପାରେ ରାଷ୍ଟ୍ରୀୟ କମ୍ପାନୀ ଜେଏସଡବ୍ଲୁ । ଓଡ଼ିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ ଜେଏସଡବ୍ଲୁ ମହାରାଷ୍ଟ୍ରକୁ ନେଇଯିବା ଚର୍ଚ୍ଚା ହେଉଥିବାର ସୂଚନା ମିଳିଛି। ଓଡିଶାରେ ଜେଏସଡବ୍ଲୁ ୪୦ ହଜାର କୋଟି ଟଙ୍କାର ଏକ ଇଲେଟ୍ରିକ ଭେଇକଲ ଏବଂ ବ୍ୟାଟେରୀ କାରଖାନା ପ୍ରତିଷ୍ଠା କରିଥାଆନ୍ତା।…
ତାଜା ଖବର ରାଜ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଇସିସି ଗଠନ ନିର୍ଦ୍ଦେଶ September 24, 2024 Nirvay ବାଣୀବିହାରରେ ଛାତ୍ରୀଙ୍କୁ ନିର୍ଯାତନା ପରେ ଉଚ୍ଚଶିକ୍ଷା ବିଭାଗର ଚେତା ପଶିଛି। ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନରେ ରହିବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)। ସବୁ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜକୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି। ଆଭ୍ୟନ୍ତରୀଣ ଅଭିଯୋଗ…
ତାଜା ଖବର ରାଜ୍ୟ ଲୋକଙ୍କ ସମସ୍ୟା ଶୁଣିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ଦୁଃଖ ବୁଝିଲେ September 23, 2024 Nirvay ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ଙ୍କ ଲୋକଙ୍କ ଅଭିଯୋଗ ଶୁଣିବାର ଧାରା ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜୀକୃତ ହୋଇଥିବା ଏକ ହଜାର ଅଭିଯୋଗକାରୀଙ୍କଠାରୁ ସେମାନଙ୍କ ସମସ୍ୟା ଶୁଣିଥିଲେ। ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଆଶ୍ୱାସନା ଦେବା ସହିତ ସମସ୍ୟାର…
ତାଜା ଖବର ରାଜ୍ୟ ଭରତପୁର କାଣ୍ଡ; ପୋଲିସ ମେଳିକୁ ନେଇ ତନାଘନା! September 23, 2024 Nirvay ଭରତପୁର ଥାନା ବିବାଦରେ ଗତ ୨୧ ତାରିଖରେ ପ୍ରାୟ ୪୦୦ ପୋଲିସ କର୍ମଚାରୀ ଏକାଠି ହୋଇ ରିଜର୍ଭ ଗ୍ରାଉଣ୍ଡରେ ମେଳି କରିଥିଲେ। ତେବେ ମେଳିକୁ ନେଇ ପୋଲିସ କମିଶନର ଅଫିସ ପକ୍ଷରୁ ତନାଘନା ଆରମ୍ଭ ହୋଇଯାଇଛି। ମେଳିରେ କିଏ ଥିଲେ, ସେ…