ତାଜା ଖବର ରାଜ୍ୟ Global Eco-tourism Hub of Satkosia: ସାତକୋଶିଆ ଅଭୟାରଣ୍ୟ ପାଲଟିବ ବିଶ୍ବସ୍ତରୀୟ ଇକୋ ଟୁରିଜିମ୍ ହବ୍; ବ୍ୟୟ ହେବ ୧୦୦ କୋଟି February 4, 2026 Papirani ସାତକୋଶିଆ ଅଭୟାରଣ୍ୟ ପାଲଟିବ ବିଶ୍ବସ୍ତରୀୟ ଇକୋ ଟୁରିଜିମ୍ ହବ୍ । ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ସବିଶେଷ ପ୍ରକଳ୍ପ ରିପୋର୍ଟ (DPR) କୁ ଅନୁମୋଦନ ମିଳିଛି। ୯୯ କୋଟି ୭୫ ଲକ୍ଷର…
ତାଜା ଖବର ରାଜ୍ୟ Free Uniforms To ‘Shishu Vatika’ Students: ଶିଶୁବାଟିକା ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ February 4, 2026 Papirani ସରକାରୀ ସ୍କୁଲର ଶିଶୁବାଟିକା ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ । ଫେବ୍ରୁଆରୀ ୧୫ ସୁଦ୍ଧା ମାଗଣା ପୋଷାକ ଏବଂ ଆନୁସାଙ୍ଗିକ ସାମଗ୍ରୀ ବଣ୍ଟନ ଶେଷ କରିବାକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ…
ରାଜନୀତି ରାଜ୍ୟ People Turn Against BJP: ଦଳରେ କନ୍ଦଳ, ଜନତା ଅସନ୍ତୁଷ୍ଟ, ଭାଜପା ପ୍ରତି ବଢୁଛି ବିପଦ ଆଶଙ୍କା February 4, 2026 Papirani ୨୮ଟି ନୂଆ ଏନଏସି ଏବଂ ୭ଟି ନୂଆ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଆନୁସଙ୍ଗିକ ପ୍ରାରମ୍ଭିକ ବ୍ୟବସ୍ଥା ଆରମ୍ଭ ହୋଇଛି। ଓ୍ବାର୍ଡ ପୁନର୍ଗଠନ, ଆସନ ସଂରକ୍ଷଣ ମାର୍ଚ୍ଚ ଭିତରେ ସରିଯିବ। ଏହା ବାଦ ପୁରୀ ଓ ସମ୍ବଲପୁର ମହାନଗର ନିର୍ବାଚନଟି ହେବ। ପୁରୁଣା…
ତାଜା ଖବର ରାଜ୍ୟ Class 9 Girl Gang-Raped In Balangir: ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଘଟଣା: ୫ ଜଣ ନାବାଳକ ସମେତ ୬ ଗିରଫ February 4, 2026 Nirvay ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସାମ୍ନାକୁ ଆସିଛି ସାଂଘାତିକ ସତ । ଏହି ଘଟଣାରେ ୫ ଜଣ ନାବାଳକଙ୍କ ସମେତ ଜଣେ ସାବାଳକକୁ ଗିରଫ କରିଛି ତୁରେକେଲା ପୋଲିସ । ଗତ…
ତାଜା ଖବର ରାଜ୍ୟ Revenue Services Will Be Available On WhatsApp: ହ୍ବାଟସ ଆପରେ ମିଳିବ ରାଜସ୍ୱ ସେବା February 4, 2026 Papirani ହ୍ବାଟସ ଆପରେ ମିଳିବ ରାଜସ୍ୱ ସେବା । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ । ଯାହା ଦ୍ୱାରା ନାଗରିକମାନେ ଅଫିସ୍କୁ ନଯାଇ…
ରାଜ୍ୟ Luxurious Caravan Tourist Service Launched: ଓଡ଼ିଶାରେ ଅତ୍ୟାଧୁନିକ କାରାଭାନ ଟୁରିଷ୍ଟ ସେବାର ଶୁଭାରମ୍ଭ February 4, 2026 Nirvay ପର୍ଯ୍ୟଟକଙ୍କୁ ବିଳାସପୂର୍ଣ୍ଣ ଅନୁଭୂତି ଦେବା ପାଇଁ ଓଡ଼ିଶାରେ ଆରମ୍ଭ ହୋଇଛି କାରାଭାନ ସେବା । ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ କାରାଭାନ ଟୁରିଷ୍ଟ ସେବାର ଶୁଭାରମ୍ଭ କରାଯାଇଛି । ଏହି ଯୋଜନା ଦ୍ୱାରା ପର୍ଯ୍ୟଟକମାନେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ…
ଦେଶ ରାଜ୍ୟ DRDO Successfully Tests SFDR: ଚାନ୍ଦିପୁରରୁ SFDR ଟେକ୍ନୋଲୋଜିର ସଫଳ ପରୀକ୍ଷଣ କଲା ଡିଆରଡିଓ February 4, 2026 Nirvay ଓଡ଼ିଶା ଉପକୂଳର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜରୁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସଲିଡ୍ ଫୁଏଲ୍ ଡକ୍ଟେଡ୍ ରାମଜେଟ୍ (SFDR) ପ୍ରଯୁକ୍ତିବିଦ୍ୟା ସଫଳ ପରୀକ୍ଷଣ କରିଛି । ଏହି ସଫଳ ପରୀକ୍ଷଣ ସହିତ, ଭାରତ ଏହି ଉନ୍ନତ ପ୍ରଯୁକ୍ତିବିଦ୍ୟା…
ତାଜା ଖବର ରାଜ୍ୟ President Visit Puri: ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ February 3, 2026 Papirani ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ନିଜ ପରିବାର ସହ ଆସି ଆଜି ଅପରାହ୍ନରେ ପୁରୀ ତାଳବଣିଆ ହେଲିପ୍ୟାଡ୍ ରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚିବା ପରେ ସେଠାରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ରାଜ୍ୟପାଳ…
ଖେଳ ତାଜା ଖବର ରାଜ୍ୟ National Para Archery Championship: ଓଡ଼ିଶାର ପାରା ତୀରନ୍ଦାଜ ପାୟଲ ନାଗ୍ଙ୍କୁ ମିଳିଲା ୨ ପଦକ February 3, 2026 Papirani ଓଡ଼ିଶାର ପାରା-ତୀରନ୍ଦାଜ ପାୟଲ ନାଗ ପଞ୍ଜାବରେ ଅନୁଷ୍ଠିତ ସପ୍ତମ ଜାତୀୟ ପାରା ତୀରନ୍ଦାଜ ଚାମ୍ପିଅନସିପରେ ଦୁଇଟି ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶାର ପାରା ତୀରନ୍ଦାଜ ପାୟଲ ନାଗ୍ଙ୍କୁ ମିଳିଲା ୨ଟି ପଦକ । ପାୟଲ ୫୦ ମିଟର…
ତାଜା ଖବର ରାଜ୍ୟ Mukhyamantri Kanya Bibaha Yojana Launched: ରାଜ୍ୟରେ ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ February 3, 2026 Nirvay ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ର ଶୁଭାରମ୍ଭ ଆଜି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ପୀଠରୁ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ଆଜି ୨୦୦ ଦମ୍ପତିଙ୍କୁ ସାମୁହିକ…